ଜିଭୋସିରାନ
Clinical data | |
---|---|
Trade names | Givlaari |
AHFS/Drugs.com | monograph |
data | |
Pregnancy category |
|
Routes of administration | Subcutaneous injection |
Legal status | |
Legal status |
|
Identifiers | |
| |
Chemical and physical data | |
Formula | C524H694F16N173O316P43S6 |
Molar mass | ୧୬,୩୦୦.୪୨ g·mol−1 |
3D model (JSmol) | |
| |
|
ଜିଭୋସିରାନ (ଇଂରାଜୀ ଭାଷାରେ Givosiran), ଜିଭଲାରି ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ତୀବ୍ର ହେପାଟିକ ପୋରଫାଇରିଆ(AHP) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ଏହା ୧୧ ବର୍ଷ ବୟସରୁ ଅଧିକ ବୟସର ରୋଗୀଙ୍କୁ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ , ଥକାପଣ ଏବଂ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକସିସ, ବୃକ୍କ ସମସ୍ୟା ଏବଂ ଯକୃତ ସମସ୍ୟା ହୋଇପାରେ ।[୨] ଏହା ଏକ ଛୋଟ ହସ୍ତକ୍ଷେପକାରୀ ଆରଏନଏ (siRNA) ଯାହା ଏନଜାଇମ୍ ଆମିନୋଲେଭୁଲିନିକ ଏସିଡ ସିନ୍ଥେଜ 1ର (ALAS1) ପରିମାଣକୁ ହ୍ରାସ କରିଥାଏ ଏବଂ ତେଣୁ ହେମର (heme) ଉତ୍ପାଦନ ହ୍ରାସ ହୁଏ । [୩]
୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଜିଭୋସିରାନକୁ ଅନୁମୋଦନ କରାଯାଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୧୮୯ ମିଗ୍ରା ବିଶିଷ୍ଟ ଏକ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୪୨୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୦,୭୦୦ ଡଲାର ଅଟେ । [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Givlaari". Archived from the original on 12 November 2021. Retrieved 3 December 2021.
- ↑ ୨.୦ ୨.୧ "Givosiran Monograph for Professionals". Drugs.com (in ଇଂରାଜୀ). Archived from the original on 26 October 2021. Retrieved 3 December 2021.
- ↑ ୩.୦ ୩.୧ "Givosiran". SPS - Specialist Pharmacy Service. 18 June 2018. Archived from the original on 31 July 2020. Retrieved 3 December 2021.
- ↑ "Givlaari Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 3 December 2021.