Jump to content

ଜିଭୋସିରାନ

ଉଇକିପିଡ଼ିଆ‌ରୁ
ଜିଭୋସିରାନ
Clinical data
Trade namesGivlaari
AHFS/Drugs.commonograph
data
Pregnancy
category
  • US: N (Not classified yet)
Routes of
administration
Subcutaneous injection
Legal status
Legal status
Identifiers
  • N-[1,3-bis[3-[3-[5-[(2R,3R,4R,5R,6R)-3-acetamido-4,5-dihydroxy-6-(hydroxymethyl)oxan-2-yl]oxypentanoylamino]propylamino]-3-oxopropoxy]-2-[[3-[3-[5-[(2R,3R,4R,5R,6R)-3-acetamido-4,5-dihydroxy-6-(hydroxymethyl)oxan-2-yl]oxypentanoylamino]propylamino]-3-oxopropoxy]methyl]propan-2-yl]-12-[(2R,4R)-4-hydroxy-2-methylpyrrolidin-1-yl]-12-oxododecanamide
Chemical and physical data
FormulaC524H694F16N173O316P43S6
Molar mass୧୬,୩୦୦.୪୨ g·mol−1
3D model (JSmol)
  • C[C@@H]1C[C@H](CN1C(=O)CCCCCCCCCCC(=O)NC(COCCC(=O)NCCCNC(=O)CCCCO[C@H]2[C@@H]([C@H]([C@H]([C@H](O2)CO)O)O)NC(=O)C)(COCCC(=O)NCCCNC(=O)CCCCO[C@H]3[C@@H]([C@H]([C@H]([C@H](O3)CO)O)O)NC(=O)C)COCCC(=O)NCCCNC(=O)CCCCO[C@H]4[C@@H]([C@H]([C@H]([C@H](O4)CO)O)O)NC(=O)C)O
  • InChI=1S/C78H139N11O30/c1-50-42-54(96)43-89(50)65(104)26-12-10-8-6-5-7-9-11-25-64(103)88-78(47-111-39-27-61(100)82-33-19-30-79-58(97)22-13-16-36-114-75-66(85-51(2)93)72(108)69(105)55(44-90)117-75,48-112-40-28-62(101)83-34-20-31-80-59(98)23-14-17-37-115-76-67(86-52(3)94)73(109)70(106)56(45-91)118-76)49-113-41-29-63(102)84-35-21-32-81-60(99)24-15-18-38-116-77-68(87-53(4)95)74(110)71(107)57(46-92)119-77/h50,54-57,66-77,90-92,96,105-110H,5-49H2,1-4H3,(H,79,97)(H,80,98)(H,81,99)(H,82,100)(H,83,101)(H,84,102)(H,85,93)(H,86,94)(H,87,95)(H,88,103)/t50-,54-,55-,56-,57-,66-,67-,68-,69+,70+,71+,72-,73-,74-,75-,76-,77-/m1/s1
  • Key:RUPXJRIDSUCQAN-PQNNUJSWSA-N

ଜିଭୋସିରାନ (ଇଂରାଜୀ ଭାଷାରେ Givosiran), ଜିଭଲାରି ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ତୀବ୍ର ହେପାଟିକ ପୋରଫାଇରିଆ(AHP) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ଏହା ୧୧ ବର୍ଷ ବୟସରୁ ଅଧିକ ବୟସର ରୋଗୀଙ୍କୁ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ , ଥକାପଣ ଏବଂ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକସିସ, ବୃକ୍‌କ ସମସ୍ୟା ଏବଂ ଯକୃତ ସମସ୍ୟା ହୋଇପାରେ ।[୨] ଏହା ଏକ ଛୋଟ ହସ୍ତକ୍ଷେପକାରୀ ଆରଏନଏ (siRNA) ଯାହା ଏନଜାଇମ୍ ଆମିନୋଲେଭୁଲିନିକ ଏସିଡ ସିନ୍ଥେଜ 1ର (ALAS1) ପରିମାଣକୁ ହ୍ରାସ କରିଥାଏ ଏବଂ ତେଣୁ ହେମର (heme) ଉତ୍ପାଦନ ହ୍ରାସ ହୁଏ । [୩]

୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଜିଭୋସିରାନ‌କୁ ଅନୁମୋଦନ କରାଯାଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୧୮୯ ମିଗ୍ରା ବିଶିଷ୍ଟ ଏକ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୪୨୦୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୦,୭୦୦ ଡଲାର ଅଟେ । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Givlaari". Archived from the original on 12 November 2021. Retrieved 3 December 2021.
  2. ୨.୦ ୨.୧ "Givosiran Monograph for Professionals". Drugs.com (in ଇଂରାଜୀ). Archived from the original on 26 October 2021. Retrieved 3 December 2021.
  3. ୩.୦ ୩.୧ "Givosiran". SPS - Specialist Pharmacy Service. 18 June 2018. Archived from the original on 31 July 2020. Retrieved 3 December 2021.
  4. "Givlaari Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 3 December 2021.