ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ

Coordinates: 31°38′34″N 74°51′29″E / 31.64286°N 74.85808°E / 31.64286; 74.85808
ଉଇକିପିଡ଼ିଆ‌ରୁ
ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ
Jallian Wala Bagh Memorial
Narrow passage to Jallianwala Bagh Garden through which the shooting was conducted
ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ is located in Punjab
ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ
ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ is located in India
ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ
Location of Amritsar in India
ସ୍ଥାନAmritsar, British India
Coordinates31°38′34″N 74°51′29″E / 31.64286°N 74.85808°E / 31.64286; 74.85808
ତାରିଖ13 ଅପ୍ରେଲ 1919; 104 years ago (1919-୦୪-13)
17:37 (IST)
ଲକ୍ଷ୍ୟCrowd of nonviolent protesters, along with Baisakhi pilgrims, who had gathered in Jallianwala Bagh, Amritsar
ଆକ୍ରମଣ ପ୍ରକାର
Massacre
ଅସ୍ତ୍ରଶସ୍ତ୍ରsLee-Enfield rifles
ମୃତ୍ୟୁ379–1000[୧]
ଅମାରାତ୍ମକ କ୍ଷତି
~ 1,100
PerpetratorsBritish Indian Army
Number of participants
୫୦

ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ, ଯାହା ଅମୃତସର ହତ୍ୟାକାଣ୍ଡ, ଭାବେ ମଧ୍ୟ ପରିଚିତ, ୧୩ ଅପ୍ରେଲ୍ ୧୯୧୯ ଦିନ ଘଟିଥିଲା, ଯେଉଁଥିରେ କଲୋନେଲ୍ ରେଗିନାଲ୍ଡ ଡାୟାର୍‌ଙ୍କ ନେତୃତ୍ୱରେ ବ୍ରିଟିଶ୍ ଭାରତୀୟ ସେନା, ଅମୃତସର, ପଞ୍ଜାବର ଜାଲିଆନାୱାଲା ବାଗ୍‌ଠାରେ ଏକତ୍ରିତ ହୋଇଥିବା ଭାରତୀୟଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ବେସାମରିକ ଭାରତୀୟମାନେ ଦୁଇ ଜାତୀୟ ନେତା ସତ୍ୟ ପାଲ୍ ଓ ସୈଫୁଦିନ୍ କିଚ୍‌ଲୁଙ୍କ ଗିରଫ୍ ଓ ଦେଶାନ୍ତରୀକରଣ ପ୍ରତିବାଦରେ ଏକତ୍ରିତ ହୋଇଥିଲେ । ଏହା ଏବେ ମଧ୍ୟ ତର୍କର ବିଷୟ ଯେ, ଭାରତୀୟମାନେ ଡାୟାର୍‌ଙ୍କ ´´´କୌଣସି ସଭା ହୋଇ ପାରିବ ନାହିଁ´´´ର ଘୋଷଣାନାମା ବିଷୟରେ ଜାଣିଥିଲେ ନା ନାହିଁ । ମାତ୍ର ରାଜା ରାମଙ୍କ ମତରେ ଭାରତୀୟମାନେ ସ୍ୱଇଚ୍ଛାରେ ଏକତ୍ରିତ ହୋଇଥିଲେ, ଯାହା ଭାରତୀୟ ଜାତୀୟତାବାଦର ପ୍ରାରମ୍ଭ ଥିଲା ।[୨]

ଆଧାର[ସମ୍ପାଦନା]

  1. "1919 Jallianwalla Bagh massacre". Discover Sikhism. Retrieved 7 June 2016.
  2. Raja Ram, The Jallianwala Bagh Massacre: A Premeditated Plan, p. 160.