ଜାନାମିଭିର

ଉଇକିପିଡ଼ିଆ‌ରୁ
ଜାନାମିଭିର
Clinical data
Pronunciation/zəˈnæmɪvɪər/
Trade namesRelenza, Dectova, others
AHFS/Drugs.commonograph
Pregnancy
category
  • AU: B1
  • US: C (Risk not ruled out)
Routes of
administration
Inhalation, IV
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability2% (by mouth)
Protein binding<10%
MetabolismNegligible
Elimination half-life2.5–5.1 hours
ExcretionKidney
Identifiers
  • (2R,3R,4S)-4-guanidino-3-(prop-1-en-2-ylamino)-2-((1R,2R)-1,2,3-trihydroxypropyl)-3,4-dihydro-2H-pyran-6-carboxylic acid
ECHA InfoCard100.218.632 Edit this at Wikidata
Chemical and physical data
FormulaC12H20N4O7
Molar mass୩୩୨.୩୧ g·mol−1
3D model (JSmol)
  • O=C(O)C=1O[C@@H]([C@H](O)[C@H](O)CO)[C@H](NC(=O)C)[C@@H](/N=C(\N)N)C=1
  • InChI=1S/C12H20N4O7/c1-4(18)15-8-5(16-12(13)14)2-7(11(21)22)23-10(8)9(20)6(19)3-17/h2,5-6,8-10,17,19-20H,3H2,1H3,(H,15,18)(H,21,22)(H4,13,14,16)/t5-,6+,8+,9+,10+/m0/s1 checkY
  • Key:ARAIBEBZBOPLMB-UFGQHTETSA-N checkY
  (verify)

ଜାନାମିଭିର, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରେଲେଞ୍ଜା, ହେଉଛି ଏକ ଔଷଧ ଯାହା ଫ୍ଲୁ କ କିମ୍ବା ଫ୍ଲୁ ଖ ଯୋଗୁ ହେଉଥିବା ଇନଫ୍ଲୁଏଞ୍ଜା ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[୧] ପାଉଡର ଆକାରରେ ପ୍ରଶ୍ୱାସରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧] [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଶ୍ୱାସନଳୀ ପ୍ରଦାହ ଏବଂ କାଶ ହୋଇପାରେ ।[୧] ଆଜ୍‌ମା କିମ୍ବା ସିଓପିଡି ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ। [୧] ଯଦିଓ ଏହା ଗର୍ଭଧାରଣ କିମ୍ବା ସ୍ତନ୍ୟପାନରେ କ୍ଷତି ଘଟାଉଥିବା ଦେଖାଯାଏ ନାହିଁ, ତଥାପି ଏହି ଜନସଂଖ୍ୟାରେ ଏହା ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ନ୍ୟୁରାମିନିଡେଜ୍ ଇନହିବିଟର ଏବଂ ଭାଇରାଲ୍ ରେପ୍ଲିକେସନ ବନ୍ଦ କରି କାମ କରେ ।[୧]

୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଜାନାମିଭିର ଅନୁମୋଦିତ ହୋଇଥିଲା। [୧] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଚିକିତ୍ସାର ଗୋଟିଏ ଚିକିତ୍ସାକ୍ରମର ମୂଲ୍ୟ ପ୍ରାୟ ୬୮ ଡଲାର ଥିଲା ।[୪] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୬ ପାଉଣ୍ଡ ଥିଲା | [୫] ଇଞ୍ଜେକ୍ସନ ଯୋଗ୍ୟ ଔଷଧ ୟୁରୋପରେ ଉପଲବ୍ଧ ହେଉଛି ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Zanamivir Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 4 August 2021.
  2. ୨.୦ ୨.୧ "Dectova". Archived from the original on 2 January 2021. Retrieved 4 August 2021.
  3. "Zanamivir (Relenza) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 4 August 2021.
  4. "Zanamivir Prices, Coupons & Savings Tips - GoodRx". GoodRx. Archived from the original on 12 June 2016. Retrieved 4 August 2021.
  5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 700. ISBN 978-0-85711-369-6.{{cite book}}: CS1 maint: date format (link)