ଜବାହର ନବୋଦୟ ବିଦ୍ୟାଳୟ, ନୂଆଁପଡ଼ା
ଦେଖଣା
(ଜବାହର ନବୋଦୟ ବିଦ୍ୟାଳୟ, ନୁଆଁପଡ଼ାରୁ ଲେଉଟି ଆସିଛି)
ଜବାହର ନବୋଦୟ ବିଦ୍ୟାଳୟ, ତରବୋଡ଼, ନୂଆଁପଡ଼ା | |
---|---|
ଅବସ୍ଥାନ | |
ନୂଆଁପଡ଼ା, ଓଡ଼ିଶା, ଭାରତ | |
ବିବରଣୀ | |
ପ୍ରତିଷ୍ଠା | ୧୯୯୬-୯୭ |
ସମ୍ପାଦକ | ଜିଲ୍ଲାପାଳ, ନୂଆଁପଡ଼ା |
ଅଧ୍ୟକ୍ଷ | ଶ୍ରୀମତୀ ଦୀକ୍ଷାଜ୍ୟୋତି ମିଶ୍ର |
ଶ୍ରେଣୀ | ୬ଷ୍ଠରୁ ୧୨ଶ |
ଛାତ୍ରଛାତ୍ରୀ ସଂଖ୍ୟା | ୪୪୫ |
ପରିମିତି | ୩୦ ଏକର |
ୱେବସାଇଟ | jnvnuapada.nic.in |
ଜବାହର ନବୋଦୟ ବିଦ୍ୟାଳୟ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ନୂଆପଡ଼ା ସହର ସନ୍ନିକଟ ଥିବା ତରବୋଡ଼ର ଏକ କେନ୍ଦ୍ର ସରକାରୀ ଆବାସିକ ବିଦ୍ୟାଳୟ । ୩୦ ଏକର ବିସ୍ତୃତ ଏହି ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିବାର ବ୍ୟବସ୍ଥା ରହିଛି । ବିଦ୍ୟାଳୟରେ ପଢ଼ିବା ପାଇଁ ଏକ ପ୍ରବେଶ ପରିକ୍ଷାରେ ଉତ୍ତିନ୍ନ ହେବାକୁ ପଡ଼େ । ସଫଳ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ପଢ଼ିବା ପାଇଁ ଅନୁମତି ଦିଆଯାଏ । ଏହି ବିଦ୍ୟାଳୟରେ ସି.ବି.ଏସ୍.ଇ ପାଠ୍ୟ ଖସଡ଼ା ଅନୁସାରେ ପାଠ ପଢ଼ା ହୁଏ। ସମସ୍ତ ଉପକୃତ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ପାଠ ପଢ଼ାହୁଏ ।
ଇତିହାସ
[ସମ୍ପାଦନା]ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |