ଜଗନ୍ନାଥ କୁଅଁର

ଉଇକିପିଡ଼ିଆ‌ରୁ
ଜଗନ୍ନାଥ କୁଅଁର
ଜଗନ୍ନାଥ କୁଅଁର ରବୀନ୍ଦ୍ର ମଣ୍ଡପରେ ଏକ କାର୍ଯ୍ୟକ୍ରମରେ ମର୍ଦ୍ଦଳ ବାଦନ କରୁଛନ୍ତି
Born
ଜଗନ୍ନାଥ କୁଅଁର

ଦୋଳସାହି ବୁଡ଼ଙ୍ଗ, ଭଦ୍ରକ
Nationalityଭାରତୀୟ
Educationପିଏଚଡି(ତାଳବାଦ୍ୟ)
Known forମର୍ଦ୍ଦଳ ବାଦକ
Spouseମହାପାତ୍ର ମିନତି ଭଞ୍ଜ
Childrenଜୟସ୍ମିତା
Parentଧନେଶ୍ୱର କୁଅଁର

ଜଗନ୍ନାଥ କୁଅଁର, ଜଣେ ଓଡ଼ିଆ ମର୍ଦ୍ଦଳ ବାଦକ ଓ ଗୁରୁ । ସେ ଆକାଶବାଣୀର ଜଣେ ଏ ଗ୍ରେଡ଼ ଶିଳ୍ପୀ । ଓଡ଼ିଶୀ ତାଳବାଦ୍ୟର ପ୍ରଥମ ପୁସ୍ତକ "ମର୍ଦ୍ଦଳ ବିଜ୍ଞାନ" ତାଙ୍କଦ୍ୱାରା ରଚିତ । ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପିଜି କାଉନସିଲର ଅଧ୍ୟକ୍ଷ[୧] ଭାବରେ କାର୍ଯ୍ୟ କରିଛନ୍ତି ।[୨] ପତ୍ନୀ ମହାପାତ୍ର ମିନତି ଭଞ୍ଜଙ୍କ ସହ ମିଶି, ଜଗନ୍ନାଥ କୁଅଁର ପ୍ରତିବର୍ଷ "ନାଦ ବ୍ରହ୍ମ ସଙ୍ଗୀତ ମହୋତ୍ସବ" ନାମକ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି ।[୩]

ସମ୍ମାନ[ସମ୍ପାଦନା]

  • ଯଦୁମଣି ଦାଶ ସ୍ମୃତି ପୁରସ୍କାର - ୨୦୧୮[୪]

ଆଧାର[ସମ୍ପାଦନା]

  1. "Contact Us". uuc.ac.in. ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ. Retrieved 12 September 2019.
  2. "ଆଜିର ଅତିଥୀ". www.samajaepaper.in. ସମାଜ ୧୦/୦୯/୨୦୧୯ ପୃଷ୍ଠା ୨. Retrieved 12 September 2019.
  3. "For the cause of Odissi music". www.newindianexpress.com. new indian express. Retrieved 12 September 2019.
  4. "Jadumani Dash Samman presented". www.orissapost.com. orissa post. Retrieved 12 September 2019.