ଜଗନ୍ନାଥ କୁଅଁର
ଦେଖଣା
ଜଗନ୍ନାଥ କୁଅଁର | |
---|---|
ଜନ୍ମ | ଜଗନ୍ନାଥ କୁଅଁର ଦୋଳସାହି ବୁଡ଼ଙ୍ଗ, ଭଦ୍ରକ |
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡି(ତାଳବାଦ୍ୟ) |
ପ୍ରସିଦ୍ଧି | ମର୍ଦ୍ଦଳ ବାଦକ |
ବୈବାହିକ-ସାଥୀ | ମହାପାତ୍ର ମିନତି ଭଞ୍ଜ |
ସନ୍ତାନ | ଜୟସ୍ମିତା |
ପିତାମାତା | ଧନେଶ୍ୱର କୁଅଁର |
ଜଗନ୍ନାଥ କୁଅଁର, ଜଣେ ଓଡ଼ିଆ ମର୍ଦ୍ଦଳ ବାଦକ ଓ ଗୁରୁ । ସେ ଆକାଶବାଣୀର ଜଣେ ଏ ଗ୍ରେଡ଼ ଶିଳ୍ପୀ । ଓଡ଼ିଶୀ ତାଳବାଦ୍ୟର ପ୍ରଥମ ପୁସ୍ତକ "ମର୍ଦ୍ଦଳ ବିଜ୍ଞାନ" ତାଙ୍କଦ୍ୱାରା ରଚିତ । ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପିଜି କାଉନସିଲର ଅଧ୍ୟକ୍ଷ[୧] ଭାବରେ କାର୍ଯ୍ୟ କରିଛନ୍ତି ।[୨] ପତ୍ନୀ ମହାପାତ୍ର ମିନତି ଭଞ୍ଜଙ୍କ ସହ ମିଶି, ଜଗନ୍ନାଥ କୁଅଁର ପ୍ରତିବର୍ଷ "ନାଦ ବ୍ରହ୍ମ ସଙ୍ଗୀତ ମହୋତ୍ସବ" ନାମକ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି ।[୩]
ସମ୍ମାନ
[ସମ୍ପାଦନା]- ଯଦୁମଣି ଦାଶ ସ୍ମୃତି ପୁରସ୍କାର - ୨୦୧୮[୪]
ଆଧାର
[ସମ୍ପାଦନା]- ↑ "Contact Us". uuc.ac.in. ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ. Retrieved 12 September 2019.
- ↑ "ଆଜିର ଅତିଥୀ". www.samajaepaper.in. ସମାଜ ୧୦/୦୯/୨୦୧୯ ପୃଷ୍ଠା ୨. Retrieved 12 September 2019.
- ↑ "For the cause of Odissi music". www.newindianexpress.com. new indian express. Retrieved 12 September 2019.
- ↑ "Jadumani Dash Samman presented". www.orissapost.com. orissa post. Retrieved 12 September 2019.