Jump to content

ଛୋଟ ଉଦୟପୁର ରାଜ୍ୟ

ଉଇକିପିଡ଼ିଆ‌ରୁ
ଛୋଟ ଉଦୟପୁର ରାଜ୍ୟ
છોટાઉદેપુર રિયાસત
Princely State of British India
1743–1948
Flag Coat of arms
Flag Coat of arms
History
  Established 1743
  Independence of India 1948
Area
  1901 ୨,୩୦୫ km2 (୮୯୦ sq mi)
Population
  1901 ୬୪,୬୨୧ 
Density ୨୮ /km2  (୭୨.୬ /sq mi)
Today part of Gujarat, India
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଛୋଟ ଉଦୟପୁର ରାଜ୍ୟ (ଗୁଜରାଟୀ: છોટાઉદેપુર; ହିନ୍ଦୀ : छोटा उदैपुर)[] ଏକ ବ୍ରିଟିଶ ଭାରତୀୟ ରାଜକୀୟ ରାଜ୍ୟ । ଏହାର ରାଜଧାନୀ ଛୋଟ ଉଦୟପୁର  ସହରରେ ରହିଥିଲା । 1948 ମସିହାରେ ଏହି ରାଜ୍ୟ ଭାରତ ରାଜ୍ୟ ସଂଘ ସହ ସମ୍ମିଳିତ ହେଲା ପରେ ପୂର୍ବ ଗୁଜରାଟ ଅଞ୍ଚଳ ସହ ରହିଛି । []

ଇତିହାସ 

[ସମ୍ପାଦନା]

ଏହି ରାଜ୍ୟ 1743 ମସିହାରେ ରାୱାଲ ଉଦୟସିଂହଜୀଙ୍କଦ୍ୱାରା ସ୍ଥାପିତ ହେଇଥିଲା । ସେ  ଚମ୍ପନର ରାଜ୍ୟର ପଟାଇ ରୱାଲଙ୍କ ବଂଶଜ ଥିଲେ ।ଏହି ରାଜ୍ୟର ଶାସକମାନେ ଚୌହାନ ବଂଶର ରାଜପୁତ ଥିଲେ । ଏହି ରାଜ୍ୟ ବ୍ରିଟିଶ ମାନଙ୍କ ଅଧୀନରେ 9-ତୋପ ସାଲୁଟ ସମ୍ମାନ ସହ ଥିଲା ।[]

ଶାସକ ଗଣ ( ମହାରାୱାଲ ଉପାଧି ସହ )

[ସମ୍ପାଦନା]
  • 1762 – 1771 ଅର୍ଶୀ ସିଂହଜୀ
  • 1771 – 1777 ହମୀର ସିଂହଜୀ
  • 1777 – 1822 ଭୀମ ସିଂହଜୀ
  • 1822 – 1851 ଗୁମାନ ସିଂହ ଜୀ
  • 1851 – 1881 ଜିତ ସିଂହ ଜୀ
  • 1881 – 1895 ମୋତି ସିଂହ ଜୀ
  • 1895 – 29 Aug 1923 ଫତେ ସିଂହ ଜୀ
  • 29 Aug 1923 – 15 Oct 1946 Nନଟବର ସିଂହ ଜୀ ଫତେସିଙ୍ଗ ଜୀ
  • 15 Oct 1946 – 15 Aug 1947 ବିରେନ୍ଦ୍ର ସିଂହ ଜୀ

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Rewa Kantha Agency

ଆଧାର 

[ସମ୍ପାଦନା]
  1. Chhota Udaipur (Princely State)
  2. "ଆର୍କାଇଭ୍ କପି". Archived from the original on 2019-12-09. Retrieved 2016-11-28. {{cite web}}: Cite has empty unknown parameter: |1= (help)
  3. "Chhota Udaipur Princely State (9 gun salute)". Archived from the original on 2016-04-19. Retrieved 2016-11-28.

ବାହାର ଲିଙ୍କ ସମୂହ 

[ସମ୍ପାଦନା]