ଛୁଞ୍ଚି
Jump to navigation
Jump to search
ଛୁଞ୍ଚି କହିଲେ ସାଧାରଣତଃ ଆମେ ସିଲେଇ ଛୁଞ୍ଚି ବୁଝୁ । ଏହା ଏକ ଲମ୍ବା, ଗୋଜିଆ, ପଛରେ ରନ୍ଧ୍ର ଥିବା ଉପକରଣ । ପୂର୍ବେ ଛୁଞ୍ଚି ହାଡ଼ କିମ୍ବା କାଠରେ ତିଆରି କରାଯାଉଥିଲା । ଆଧୁନିକ ଛୁଞ୍ଚି ସାଧାରଣତଃ ଇସ୍ପାତ୍ରେ ନିକେଲ୍ କିମ୍ବା ସୁନା ଲେପ ଦେଇ ତିଆରି ହୋଇଥାଏ ।[୧] ଛୁଞ୍ଚିକୁ ସୁବିଧା ପାଇଁ ଏକ ଧାରକରେ ରଖାଯାଏ । .[୨]
ଆଧାର[ସମ୍ପାଦନା]
- ↑ "Antique Sewing Needle Cases". Collectors Weekly. Retrieved 2012-25-05. Check date values in:
|accessdate=
(help) - ↑ "Antique Sewing Needle Cases". Collectors Weekly. Retrieved 2012-25-05. Check date values in:
|accessdate=
(help)