|
ସମୁଦ୍ର କୂଳରେ ଉତ୍ତାପ ନିରୋଧୀ ଛତା ତଳେ ବସିଥିବା ଏକ ବ୍ୟକ୍ତି
|
ମୋଡା ହେଇ ରଖାଯାଇଥିବା କିଛି ଛତା ସମୂହ
|
ଛତା ଏକ ପ୍ରକାର ଚାନ୍ଦୁଆ, ଯାହା ସୂର୍ଯ୍ୟୋତ୍ତାପ ଏବଂ ବର୍ଷା ପାଣିରୁ ଶରୀରକୁ ରକ୍ଷା କରିଥାଏ । ଏହା ଏକ ସୁବହନୀୟ ଉପକରଣ ହିସାବରେ କାମ କରିଥାଏ, ଯାହାକୁ କି ସହଜ ଭାବେ ହାତରେ ଧରି କୌଣସି ସ୍ଥାନକୁ ନେଇ ହେବ । ଦୁନିଆରେ ବିଭିନ୍ନ ପ୍ରକାରର ଛତା ଦେଖିବାକୁ ମିଳେ । ଉଦାହରଣ ସ୍ୱରୁପ, ଜଳରୋଧକ ଛତା, ରଙ୍ଗୀନ ଛତା, ଉତ୍ତାପ ନିରୋଧୀ ଛତା ଇତ୍ୟାଦି । ଜଳରୋଧକ ଛତା ବିଶେଷ କରି ବର୍ଷା ଦିନେ ବ୍ୟବହାର କରାଯାଏ । ରଙ୍ଗୀନ ଛତା ତଥା ଉତ୍ତାପ ଅବଶୋଷକାରୀ ଛତା ଖରାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଇଥାଏ ଏବଂ ଏହ ଜଳନିରୋଧୀ ଅଟନ୍ତି ନାହିଁ। ଛତାର ବ୍ୟବହାର କେବଳ ପାଣିପାଗ ଉପରେ ନିର୍ଭର କରେ ନାହିଁ, ବରଂ ଏହାକୁ ଭିନ୍ନ ଭିନ୍ନ ପର୍ବପର୍ବାଣୀ, ବିବାହୋତ୍ସବ, ଚିତ୍ରୋତ୍ତଳନ ଆଦିରେ ଉପଯୋଗ କରାଯାଇଥାଏ ।
ଛତା ବିଭିନ୍ନ ପ୍ରକାର ଯନ୍ତ୍ରକୁ ନେଇ ଗଠିତ ।
 |
ଉଇକି କଥାରେ Umbrellas ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି |
 |
ଉଇକିମିଡ଼ିଆ କମନ୍ସରେ Umbrellas
ବାବଦରେ ମାଧ୍ୟମ ରହିଛି । |