ଚାଙ୍ଗସା
ଦେଖଣା
ଚାଙ୍ଗସା
长沙市 | |
|---|---|
ଉପରୁ ଡାହାଣକୁ: ଚାଙ୍ଗସାର ଦିଗନ୍ତ, ୟୁଏହୁ ପାର୍କ, ହୁଆଙ୍ଗଜିଙ୍ଗ ଦକ୍ଷିଣ ପଦଚାରୀ ପଥ, ଆଇୱାନ ମଣ୍ଡପ | |
| Nickname: "星城" (ତାରା ନଗର) | |
| Motto(s): "心忧天下,敢为人先" (ପୃଥିବୀ ବାବଦରେ ଯତ୍ନଶୀଳ ହୁଅ, ଅଗ୍ରଗାମୀ ହେବାର ସାହସ କର) | |
ହୁନାନରେ ଚାଙ୍ଗସା ନଗରର ଅବସ୍ଥାନ | |
| Coordinates: 28°13′40″N 112°56′20″E / 28.2277765095°N 112.9388453666°E | |
| ଦେଶ | ଚୀନ |
| ରାଜ୍ୟ | ହୁନାନ |
| Municipal seat | ଯୁଏଲୁ ଜିଲ୍ଲା |
| ବିଭାଗ | ୯ ଦେଶ-ଭିତ୍ତିକ ବିଭାଗ, ୧୭୨ ପ୍ରଶାସନିକ ବିଭାଗ |
| Government | |
| • ପାର୍ଟି ସଭାପତି | ୟି ଲିଆନହଙ୍ଗ |
| • ମେୟର | ହୁ ହେଙ୍ଗୁଆ |
| Area | |
| • ଅଧ୍ୟକ୍ଷତା-ପର୍ଯ୍ୟାୟ ନଗର | 11,819 km2 (4,563 sq mi) |
| • Urban (2018)[୧] | 738 km2 (285 sq mi) |
| Elevation | 63 m (207 ft) |
| Population (୨୦୧୫) | |
| • ଅଧ୍ୟକ୍ଷତା-ପର୍ଯ୍ୟାୟ ନଗର | ୭୪,୩୧,୮୦୦ |
| • Density | 630/km2 (1,600/sq mi) |
| • Urban (2018)[୧] | ୪୦,୨୦,୦୦୦ |
| • Urban density | 5,400/km2 (14,000/sq mi) |
| • Metro | ୪୫,୯୭,୧୩୪ |
| • ଚୀନର | ୧୯th |
| Ethnicity | |
| • Han | 99.22% |
| • Minorities | 0.78% |
| Time zone | UTC+8 (China Standard) |
| Postal code | 410000 |
| Area code | 0731 |
| ISO 3166 code | CN-HN-01 |
| GDP Total (2016) | CNY 931 billion (US$139 billion)[୨] |
| GDP per capita (2016) | CNY 127,346 (US$19,025) |
| GDP growth rate | |
| License Plate | 湘A 湘O (police and authorities) |
| City tree | Camphor tree |
| City flower | Azalea |
| Languages | Mandarin, Changsha dialect |
| Website | www.changsha.gov.cn |
| ଚାଙ୍ଗସା | |||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| "Changsha" in Simplified (top) and Traditional (bottom) Chinese characters | |||||||||||||||||||||||||||||||||||
| Simplified Chinese | 长沙 | ||||||||||||||||||||||||||||||||||
| Traditional Chinese | 長沙 | ||||||||||||||||||||||||||||||||||
| Literal meaning | "Long Sandbar" | ||||||||||||||||||||||||||||||||||
| |||||||||||||||||||||||||||||||||||
ଚାଙ୍ଗସା (Chinese: 长沙) ହୁନାନ ରାଜ୍ୟର ରାଜଧାନୀ ଓ ସର୍ବଜନାଦୃତ ନଗର ଏବଂ ଚୀନର ଦକ୍ଷିଣ-ମଧ୍ୟ ଅଂଶରେ ଅବସ୍ଥିତ । ଏହା 11,819 km2 (4,563 sq mi) ଅଞ୍ଚଳରେ ବ୍ୟାପ୍ତ, ଏବଂ ଏହାର ଉତ୍ତରରେ ୟୁଏୟାଙ୍ଗ ଏବଂ ଇୟାଙ୍ଗ, ପଶ୍ଚିମରେ ଲୌଡ଼ି, ଦକ୍ଷିଣରେ ଜିଆଙ୍ଗଟାଙ୍ଗ ଓ ଚୁଚୁ, ପୂର୍ବରେ ଇଚୁଆନ ଓ ଜିଆଙ୍ଗସି ରାଜ୍ୟର ପିଙ୍ଗସିଆଙ୍ଗ ରହିଛନ୍ତି । ୨୦୧୦ ଜନଗଣନା ଅନୁସାରେ ଚାଙ୍ଗସାରେ ୭,୦୪୪,୧୧୮ ଜଣ ଲୋକ ରହନ୍ତି ଓ ତାହା ରାଜ୍ୟର ମୋଟ ଜନସଂଖ୍ୟାର ୧୦.୭୨% ।[୩] ଏହା ଚାଙ୍ଗ-ଚୁ-ଟାନ ନଗରଗୁଚ୍ଛ ବା ମେଗାପଲିସର ଅଂଶ ।
ଚାଙ୍ଗସା ଜିଆଙ୍ଗ ନଦୀର ଉପତ୍ୟକା ସମତଳରେ ପୂର୍ବରେ ଲୁଜିଆଓ ପର୍ବତମାଳାକୁ, ପଶ୍ଚିମରେ ଉଲିଙ୍ଗ ପର୍ବତମାଳା, ଉତ୍ତରରେ ଡଙ୍ଗଟିଙ୍ଗ ହ୍ରଦ ଓ ଦକ୍ଷିଣରେ ହେଙ୍ଗ ପର୍ବତମାଳାକୁ ଲାଗି ଅବସ୍ଥିତ । ଏହାର ପାଣିପାଗ ମୌସୁମୀ ଉପଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଓ ବାର୍ଷିକ ଉଷ୍ମତା 16.8 to 17.3 °C (62.2 to 63.1 °F) ଏବଂ ବାର୍ଷିକ ବର୍ଷା 1,358.6 to 1,552.5 mm (53.49 to 61.12 in) ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Cox, Wendell (2018). Demographia World Urban Areas. 14th Annual Edition (PDF). St. Louis: Demographia. p. 22.
- ↑ "Statistical Communiqué of Changsha on the 2016 National Economic and Social Development (Chinese·中文)". Archived from the original on 17 ଅପ୍ରେଲ 2016. Retrieved 27 ମଇ 2016.
- ↑ "湖南省第六次全国人口普查 - 湖南省第六次全国人口普查主要数据公报[1]". Archived from the original on 4 ମାର୍ଚ୍ଚ 2016. Retrieved 29 ଅକ୍ଟୋବର 2016.
- ↑ Changsha.gov: Geography of Changsha Archived 19 September 2016 at the Wayback Machine.
ଶ୍ରେଣୀସମୂହ:
- Use dmy dates from August 2011
- Articles containing Chinese-language text
- Pages using infobox settlement with possible motto list
- Articles containing simplified Chinese-language text
- ଖ୍ରୀଷ୍ଟପୂର୍ବ ୧ରେ ପ୍ରତିଷ୍ଠିତ ଜନବହୁଳ ସ୍ଥାନସମୂହ
- ଚାଙ୍ଗସା
- ଚୀନର ରାଜ୍ୟ ରାଜଧାନୀ
- ହୁନାନର ନଗରସମୂହ
- ଚୀନର ଜଙ୍ଗଲ ନଗରସମୂହ
- ଇଉନେସ୍କୋ କ୍ରିଏଟିଭ ନଗର ନେଟୱାର୍କ