ଚାଙ୍ଗସା

Coordinates: 28°13′40″N 112°56′20″E / 28.2277765095°N 112.9388453666°E / 28.2277765095; 112.9388453666
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଚାଙ୍ଗସା
长沙市
ଉପରୁ ଡାହାଣକୁ: ଚାଙ୍ଗସାର ଦିଗନ୍ତ, ୟୁଏହୁ ପାର୍କ, ହୁଆଙ୍ଗଜିଙ୍ଗ ଦକ୍ଷିଣ ପଦଚାରୀ ପଥ, ଆଇୱାନ ମଣ୍ଡପ
ଉପରୁ ଡାହାଣକୁ: ଚାଙ୍ଗସାର ଦିଗନ୍ତ, ୟୁଏହୁ ପାର୍କ, ହୁଆଙ୍ଗଜିଙ୍ଗ ଦକ୍ଷିଣ ପଦଚାରୀ ପଥ, ଆଇୱାନ ମଣ୍ଡପ
Nickname: 
"星城" (ତାରା ନଗର)
Motto(s): 
"心忧天下,敢为人先"
(ପୃଥିବୀ ବାବଦରେ ଯତ୍ନଶୀଳ ହୁଅ, ଅଗ୍ରଗାମୀ ହେବାର ସାହସ କର)
ହୁନାନରେ ଚାଙ୍ଗସା ନଗରର ଅବସ୍ଥାନ
ହୁନାନରେ ଚାଙ୍ଗସା ନଗରର ଅବସ୍ଥାନ
ଚାଙ୍ଗସା is located in Hunan
ଚାଙ୍ଗସା
ଚାଙ୍ଗସା
ହୁନାନରେ ଚାଙ୍ଗସା ନଗରର ଅବସ୍ଥାନ
Coordinates: 28°13′40″N 112°56′20″E / 28.2277765095°N 112.9388453666°E / 28.2277765095; 112.9388453666
ଦେଶଚୀନ
ରାଜ୍ୟହୁନାନ
Municipal seatଯୁଏଲୁ ଜିଲ୍ଲା
ବିଭାଗଦେଶ-ଭିତ୍ତିକ ବିଭାଗ, ୧୭୨ ପ୍ରଶାସନିକ ବିଭାଗ
Government
 • ପାର୍ଟି ସଭାପତିୟି ଲିଆନହଙ୍ଗ
 • ମେୟରହୁ ହେଙ୍ଗୁଆ
Area
 • ଅଧ୍ୟକ୍ଷତା-ପର୍ଯ୍ୟାୟ ନଗର11,819 km2 (4,563 sq mi)
 • Urban
 (2018)[୧]
738 km2 (285 sq mi)
Elevation
63 m (207 ft)
Population
 (୨୦୧୫)
 • ଅଧ୍ୟକ୍ଷତା-ପର୍ଯ୍ୟାୟ ନଗର୭୪,୩୧,୮୦୦
 • Density630/km2 (1,600/sq mi)
 • Urban
 (2018)[୧]
୪୦,୨୦,୦୦୦
 • Urban density5,400/km2 (14,000/sq mi)
 • Metro
୪୫,୯୭,୧୩୪
 • ଚୀନର
୧୯th
Ethnicity
 • Han99.22%
 • Minorities0.78%
Time zoneUTC+8 (China Standard)
Postal code
410000
Area code0731
ISO 3166 codeCN-HN-01
GDP Total (2016)CNY 931 billion
(US$139 billion)[୨]
GDP per capita (2016)CNY 127,346
(US$19,025)
GDP growth rateIncrease 10.7%
License Plate湘A
湘O (police and authorities)
City treeCamphor tree
City flowerAzalea
LanguagesMandarin, Changsha dialect
Websitewww.changsha.gov.cn
ଚାଙ୍ଗସା
"Changsha" in Simplified (top) and Traditional (bottom) Chinese characters
Simplified Chinese 长沙
Traditional Chinese 長沙
Literal meaning "Long Sandbar"

ଚାଙ୍ଗସା (Chinese: 长沙) ହୁନାନ ରାଜ୍ୟର ରାଜଧାନୀ ଓ ସର୍ବଜନାଦୃତ ନଗର ଏବଂ ଚୀନର ଦକ୍ଷିଣ-ମଧ୍ୟ ଅଂଶରେ ଅବସ୍ଥିତ । ଏହା 11,819 km2 (4,563 sq mi) ଅଞ୍ଚଳରେ ବ୍ୟାପ୍ତ, ଏବଂ ଏହାର ଉତ୍ତରରେ ୟୁଏୟାଙ୍ଗ ଏବଂ ଇୟାଙ୍ଗ, ପଶ୍ଚିମରେ ଲୌଡ଼ି, ଦକ୍ଷିଣରେ ଜିଆଙ୍ଗଟାଙ୍ଗଚୁଚୁ, ପୂର୍ବରେ ଇଚୁଆନଜିଆଙ୍ଗସି ରାଜ୍ୟର ପିଙ୍ଗସିଆଙ୍ଗ ରହିଛନ୍ତି । ୨୦୧୦ ଜନଗଣନା ଅନୁସାରେ ଚାଙ୍ଗସାରେ ୭,୦୪୪,୧୧୮ ଜଣ ଲୋକ ରହନ୍ତି ଓ ତାହା ରାଜ୍ୟର ମୋଟ ଜନସଂଖ୍ୟାର ୧୦.୭୨% ।[୩] ଏହା ଚାଙ୍ଗ-ଚୁ-ଟାନ ନଗରଗୁଚ୍ଛ ବା ମେଗାପଲିସର ଅଂଶ ।

ଚାଙ୍ଗସା ଜିଆଙ୍ଗ ନଦୀର ଉପତ୍ୟକା ସମତଳରେ ପୂର୍ବରେ ଲୁଜିଆଓ ପର୍ବତମାଳାକୁ, ପଶ୍ଚିମରେ ଉଲିଙ୍ଗ ପର୍ବତମାଳା, ଉତ୍ତରରେ ଡଙ୍ଗଟିଙ୍ଗ ହ୍ରଦ ଓ ଦକ୍ଷିଣରେ ହେଙ୍ଗ ପର୍ବତମାଳାକୁ ଲାଗି ଅବସ୍ଥିତ । ଏହାର ପାଣିପାଗ ମୌସୁମୀ ଉପଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଓ ବାର୍ଷିକ ଉଷ୍ମତା 16.8 to 17.3 °C (62.2 to 63.1 °F) ଏବଂ ବାର୍ଷିକ ବର୍ଷା 1,358.6 to 1,552.5 mm (53.49 to 61.12 in) ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ Cox, Wendell (2018). Demographia World Urban Areas. 14th Annual Edition (PDF). St. Louis: Demographia. p. 22.
  2. "Statistical Communiqué of Changsha on the 2016 National Economic and Social Development (Chinese·中文)". Archived from the original on 17 ଅପ୍ରେଲ 2016. Retrieved 27 ମଇ 2016.
  3. "湖南省第六次全国人口普查 - 湖南省第六次全国人口普查主要数据公报[1]". Archived from the original on 4 ମାର୍ଚ୍ଚ 2016. Retrieved 29 ଅକ୍ଟୋବର 2016.
  4. Changsha.gov: Geography of Changsha Archived 19 September 2016 at the Wayback Machine.