Jump to content

ଚନ୍ଦା କୋଚର

ଉଇକିପିଡ଼ିଆ‌ରୁ

ଚନ୍ଦା କୋଚର
ଜନ୍ମ (1961-11-17) ୧୭ ନଭେମ୍ବର ୧୯୬୧ (ବୟସ ୬୪)
Jodhpur, India
ବୃତ୍ତି(ସମୂହ)CEO and MD, ICICI Bank
ବୈବାହିକ-ସାଥୀଦୀପକ କୋଚର
ସନ୍ତାନ

ଚନ୍ଦା କୋଚର (ଜନ୍ମ : ୧୭ ନଭେମ୍ବର ୧୯୬୧) । ସେ (ଡିସେମ୍ବର ୨୦୦୮) ମସିହାରେ (ICICI) ବ୍ୟାଙ୍କରେ ମୁଖ୍ୟ କାର୍ଯ୍ୟକାରୀ ଅଫିସର (CEO) ଏବଂ ପ୍ରବନ୍ଧ ନିର୍ଦ୍ଦେଶ (MD) ଥିଲେ । [][][]

ଚନ୍ଦା କୋଚର

ଜୀବନ ପରିଚୟ

[ସମ୍ପାଦନା]

ଚନ୍ଦା କୋଚରଙ୍କ ଜନ୍ମ ରାଜସ୍ଥାନର ଯୋଦ୍ଧାପୁର ନଗରରେ ହୋଇଥିଲା । ସେ ମୁମ୍ବାଇର "ଜୟ ହିନ୍ଦ କଲେଜ"ରେ ୧୯୮୨ ମସିହାରେ କଳା - ସ୍ନାତକରେ ଡିଗ୍ରୀ ପ୍ରାପ୍ତ କରିଥିଲେ । ଏହା ପରେ ସେ MBA ଏବଂ କାଷ୍ଟ ଆକାଉଣ୍ଟର ଶିକ୍ଷା କରିଥିଲେ । ଏହା ପରେ ସେ " ଜମନାଲାଲ ବଜାଜ ପ୍ରବନ୍ଧନ ସଂସ୍ଥା"ରେ ପ୍ରବନ୍ଧନ କ୍ଷେତ୍ରରେ ମାଷ୍ଟର ଡିଗ୍ରୀ ପ୍ରାପ୍ତ କରିଥିଲେ ।

କୋଚର ସମ୍ପ୍ରତି ମୁମ୍ବାଇରେ ରହନ୍ତି । ତାଙ୍କର ଦୁଇ ସନ୍ତାନ ଅଛନ୍ତି। ଜଣେ ପୁତ୍ର ଏବଂ ଆଉଜଣେ ପୁତ୍ରୀ । ଚନ୍ଦା କୋଚର (ଜନ୍ମ : ୧୭ ନଭେମ୍ବର ୧୯୬୧) ପ୍ରବନ୍ଧ ନିର୍ଦ୍ଧେଶକ (ICICI) ବ୍ୟାଙ୍କରେ ମୁଖ୍ୟ କାର୍ଯ୍ୟକାରୀ ଅଫିସର (CEO) ଏବଂ ପ୍ରବନ୍ଧ ନିର୍ଦ୍ଦେଶ (MD) ଅଟନ୍ତି । ICICI ବ୍ୟାଙ୍କ ଭାରତର ସବୁଠାରୁ ବଡ଼ ଏବଂ ସମଗ୍ର ଦେଶରେ ଚତୁର୍ଥ ତମ ବଡ଼ ବ୍ୟାଙ୍କ ଅଟେ । [][]ସେ ICICI ବ୍ୟାଙ୍କ Business Standard (2008-12-19). Retrieved 2012-01-29. କର୍ପୋରେଟ ସେଣ୍ଟରର ଅଧ୍ୟକ୍ଷ ଥିଲେ। ୨୦୦୯ ମସିହାରେ ସେ ଫୋର୍ସ "ବିଶ୍ୱର ୧୦୦ ସବୁଠାରୁ ଶକ୍ତିଶାଳୀ ମହିଳାମାନଙ୍କ ମଧ୍ୟରୁ ୨୦ ନମ୍ବର" ସୂଚୀରୁ ଆରମ୍ଭ ହୋଇଥିଲା । []

କ୍ୟାରିଅର ସମ୍ପାଦନା

[ସମ୍ପାଦନା]

1984 ମସିହାରେ ସେ "ଇଣ୍ଡଷ୍ଟ୍ରୀୟଲ କ୍ରେଡିଟ ଏଣ୍ଡ ନିବେଶ କର୍ପୋରେସନ ଅଫ ଇଣ୍ଡିଆ"ରେ ପରାସ୍ନାତକ ପ୍ରବନ୍ଧନ ପ୍ରଶିକ୍ଷୁ ରୂପେ ଭାଗନେଲେ। []. ICICI ବ୍ୟାଙ୍କରେ ନିଜ ପ୍ରାରମ୍ଭିକ ବର୍ଷରେ ଚନ୍ଦାଙ୍କୁ ବସ୍ତ୍ର, କାଗଜ ଏବଂ ସିମେଣ୍ଟ ପରି ବିଭିନ୍ନ ଉଦ୍ୟାଗରେ ପରିୟୋଜନାର କାମ ଦିଆଗଲା । []

ଏପ୍ରିଲ 2006 ମସିହାରେ କୋଚରଙ୍କୁ ICICI ବ୍ୟାଙ୍କର ଉପ ପ୍ରବନ୍ଧକ ନିର୍ଦ୍ଦେଶକ ରୂପେ ନିଯୁକ୍ତ କରାଗଲା । ଅକ୍ଟୋବର 2006ରୁ ଅକ୍ଟୋବର 2007 ପର୍ଯ୍ୟନ୍ତ ସେ ଆନ୍ତର୍ଜାତୀୟ ଏବଂ ICICI ବ୍ୟାଙ୍କର କର୍ପୋରେଟ କାରବାର ସମ୍ଭାଳିଲେ । ଅକ୍ଟୋବର 2007ରୁ ଏପ୍ରିଲ 2009 ପାଇଁ କୋଚର, ବ୍ୟାଙ୍କର ମୁଖ୍ୟ ବିର୍ତ୍ତୀୟ ଅଧିକାରୀ (CAFO), ସଂଯୁକ୍ତ ପ୍ରବନ୍ଧର ନିର୍ଦ୍ଦେଶକ ଏବଂ ସରକାରୀ ପ୍ରବକ୍ତା । ସେ ମଧ୍ୟ ICICI ବ୍ୟାଙ୍କର କର୍ପୋରେଟ ସେଣ୍ଟରର ନେତୃତ୍ୱ ନେଇଥିଲେ [] [] ସେ ICICI ବ୍ୟାଙ୍କ ଇଉରେସିୟା ସମେତ ଦେୟତା କମ୍ପାନୀ ଏବଂ ICICI ନିବେଶ ପ୍ରବନ୍ଧନ କମ୍ପାନୀ ଲିମିଟେଡ଼ର ଅଧ୍ୟକ୍ଷ ଅଟନ୍ତି । କୋଚର ICICI ଇଂଟରନ୍ୟାସନଲ ଲିମିଟେଡ଼ ଏବଂ ICICI ପ୍ରୁଡେନ୍ସିୟଲ ଲାଇଫ ଇଂସ୍ୟୁରାନ୍ସ କମ୍ପାନୀ ଲିମିଟେଡ଼ ଓ ସମଗ୍ର ବିକାଶ ପାଇଁ ସଦସ୍ୟ ICICI ଫାଉଣ୍ଡେସନରେ ପରିଷଦ ଅଂଶରେ ଜଣେ ନିର୍ଦ୍ଦେଶକ ଅଟନ୍ତି । [][]. କୋଚର ମଇ ମାସ 2009ରୁ ପାଞ୍ଚ ବର୍ଷ ଅବଧି ପାଇଁ CEO ଏବଂ ICICI ବ୍ୟାଙ୍କରେ ପ୍ରବନ୍ଧ ନିର୍ଦ୍ଦେଶକ ଅଟନ୍ତି । [୧୦]

  1. "India's ICICI names Chanda Kochhar CEO from May 09" Archived 15 June 2009 at the Wayback Machine.. Uk.reuters.com (2008-12-19). Retrieved 2012-01-29.
  2. Chanda Kochhar to head ICICI Bank. Business Standard (2008-12-19). Retrieved 2012-01-29.
  3. Archived 9 April 2016 at the Wayback Machine.. The Economic Times (2015-04-16). Retrieved 2012-01-29.
  4. India's ICICI names Chanda Kochhar CEO from May 09 Archived 15 June 2009 at the Wayback Machine.. Uk.reuters.com (2008-12-19). Retrieved 2012-01-29.
  5. 1 2 Chanda Kochhar to head ICICI Bank
  6. 1 2 3 Ms. Chanda Kochhar, Joint Managing Director, ICICI Bank Limited. ICICI Bank official site
  7. ICICI was emerged into its daughter project ICICI Bank in 2002
  8. EXECUTIVE PROFILE: Chanda Kochhar BA, MMS, ICWAI. Bloomberg BusinessWeek. Retrieved 2012-01-29.
  9. ICICI Bank board clears Kochhar as new MD. Indian Express (2010-02-24). Retrieved 2012-01-29.
  10. Naazneen Karmali (19 अगस्त 2009). "The 100 Most Powerful Women". Forbes. Retrieved 2009-08-20. {{cite news}}: Check date values in: |date= (help)