ଚନ୍ଦା କୋଚର

ଉଇକିପିଡ଼ିଆ‌ରୁ

ଚନ୍ଦା କୋଚର
Born (1961-11-17) ୧୭ ନଭେମ୍ବର ୧୯୬୧ (ବୟସ ୬୨)
Jodhpur, India
Occupation(s)CEO and MD, ICICI Bank
Spouseଦୀପକ କୋଚର
Children

ଚନ୍ଦା କୋଚର (ଜନ୍ମ : ୧୭ ନଭେମ୍ବର ୧୯୬୧) । ସେ (ଡିସେମ୍ବର ୨୦୦୮) ମସିହାରେ (ICICI) ବ୍ୟାଙ୍କରେ ମୁଖ୍ୟ କାର୍ଯ୍ୟକାରୀ ଅଫିସର (CEO) ଏବଂ ପ୍ରବନ୍ଧ ନିର୍ଦ୍ଦେଶ (MD) ଥିଲେ । [୧][୨][୩]

ଚନ୍ଦା କୋଚର

ଜୀବନ ପରିଚୟ[ସମ୍ପାଦନା]

ଚନ୍ଦା କୋଚରଙ୍କ ଜନ୍ମ ରାଜସ୍ଥାନର ଯୋଦ୍ଧାପୁର ନଗରରେ ହୋଇଥିଲା । ସେ ମୁମ୍ବାଇର "ଜୟ ହିନ୍ଦ କଲେଜ"ରେ ୧୯୮୨ ମସିହାରେ କଳା - ସ୍ନାତକରେ ଡିଗ୍ରୀ ପ୍ରାପ୍ତ କରିଥିଲେ । ଏହା ପରେ ସେ MBA ଏବଂ କାଷ୍ଟ ଆକାଉଣ୍ଟର ଶିକ୍ଷା କରିଥିଲେ । ଏହା ପରେ ସେ " ଜମନାଲାଲ ବଜାଜ ପ୍ରବନ୍ଧନ ସଂସ୍ଥା"ରେ ପ୍ରବନ୍ଧନ କ୍ଷେତ୍ରରେ ମାଷ୍ଟର ଡିଗ୍ରୀ ପ୍ରାପ୍ତ କରିଥିଲେ ।

କୋଚର ସମ୍ପ୍ରତି ମୁମ୍ବାଇରେ ରହନ୍ତି । ତାଙ୍କର ଦୁଇ ସନ୍ତାନ ଅଛନ୍ତି। ଜଣେ ପୁତ୍ର ଏବଂ ଆଉଜଣେ ପୁତ୍ରୀ । ଚନ୍ଦା କୋଚର (ଜନ୍ମ : ୧୭ ନଭେମ୍ବର ୧୯୬୧) ପ୍ରବନ୍ଧ ନିର୍ଦ୍ଧେଶକ (ICICI) ବ୍ୟାଙ୍କରେ ମୁଖ୍ୟ କାର୍ଯ୍ୟକାରୀ ଅଫିସର (CEO) ଏବଂ ପ୍ରବନ୍ଧ ନିର୍ଦ୍ଦେଶ (MD) ଅଟନ୍ତି । ICICI ବ୍ୟାଙ୍କ ଭାରତର ସବୁଠାରୁ ବଡ଼ ଏବଂ ସମଗ୍ର ଦେଶରେ ଚତୁର୍ଥ ତମ ବଡ଼ ବ୍ୟାଙ୍କ ଅଟେ । [୪][୫]ସେ ICICI ବ୍ୟାଙ୍କ Business Standard (2008-12-19). Retrieved 2012-01-29. କର୍ପୋରେଟ ସେଣ୍ଟରର ଅଧ୍ୟକ୍ଷ ଥିଲେ। ୨୦୦୯ ମସିହାରେ ସେ ଫୋର୍ସ "ବିଶ୍ୱର ୧୦୦ ସବୁଠାରୁ ଶକ୍ତିଶାଳୀ ମହିଳାମାନଙ୍କ ମଧ୍ୟରୁ ୨୦ ନମ୍ବର" ସୂଚୀରୁ ଆରମ୍ଭ ହୋଇଥିଲା । [୬]

କ୍ୟାରିଅର ସମ୍ପାଦନା[ସମ୍ପାଦନା]

1984 ମସିହାରେ ସେ "ଇଣ୍ଡଷ୍ଟ୍ରୀୟଲ କ୍ରେଡିଟ ଏଣ୍ଡ ନିବେଶ କର୍ପୋରେସନ ଅଫ ଇଣ୍ଡିଆ"ରେ ପରାସ୍ନାତକ ପ୍ରବନ୍ଧନ ପ୍ରଶିକ୍ଷୁ ରୂପେ ଭାଗନେଲେ। [୭]. ICICI ବ୍ୟାଙ୍କରେ ନିଜ ପ୍ରାରମ୍ଭିକ ବର୍ଷରେ ଚନ୍ଦାଙ୍କୁ ବସ୍ତ୍ର, କାଗଜ ଏବଂ ସିମେଣ୍ଟ ପରି ବିଭିନ୍ନ ଉଦ୍ୟାଗରେ ପରିୟୋଜନାର କାମ ଦିଆଗଲା । [୬]

ଏପ୍ରିଲ 2006 ମସିହାରେ କୋଚରଙ୍କୁ ICICI ବ୍ୟାଙ୍କର ଉପ ପ୍ରବନ୍ଧକ ନିର୍ଦ୍ଦେଶକ ରୂପେ ନିଯୁକ୍ତ କରାଗଲା । ଅକ୍ଟୋବର 2006ରୁ ଅକ୍ଟୋବର 2007 ପର୍ଯ୍ୟନ୍ତ ସେ ଆନ୍ତର୍ଜାତୀୟ ଏବଂ ICICI ବ୍ୟାଙ୍କର କର୍ପୋରେଟ କାରବାର ସମ୍ଭାଳିଲେ । ଅକ୍ଟୋବର 2007ରୁ ଏପ୍ରିଲ 2009 ପାଇଁ କୋଚର, ବ୍ୟାଙ୍କର ମୁଖ୍ୟ ବିର୍ତ୍ତୀୟ ଅଧିକାରୀ (CAFO), ସଂଯୁକ୍ତ ପ୍ରବନ୍ଧର ନିର୍ଦ୍ଦେଶକ ଏବଂ ସରକାରୀ ପ୍ରବକ୍ତା । ସେ ମଧ୍ୟ ICICI ବ୍ୟାଙ୍କର କର୍ପୋରେଟ ସେଣ୍ଟରର ନେତୃତ୍ୱ ନେଇଥିଲେ [୬] [୮] ସେ ICICI ବ୍ୟାଙ୍କ ଇଉରେସିୟା ସମେତ ଦେୟତା କମ୍ପାନୀ ଏବଂ ICICI ନିବେଶ ପ୍ରବନ୍ଧନ କମ୍ପାନୀ ଲିମିଟେଡ଼ର ଅଧ୍ୟକ୍ଷ ଅଟନ୍ତି । କୋଚର ICICI ଇଂଟରନ୍ୟାସନଲ ଲିମିଟେଡ଼ ଏବଂ ICICI ପ୍ରୁଡେନ୍ସିୟଲ ଲାଇଫ ଇଂସ୍ୟୁରାନ୍ସ କମ୍ପାନୀ ଲିମିଟେଡ଼ ଓ ସମଗ୍ର ବିକାଶ ପାଇଁ ସଦସ୍ୟ ICICI ଫାଉଣ୍ଡେସନରେ ପରିଷଦ ଅଂଶରେ ଜଣେ ନିର୍ଦ୍ଦେଶକ ଅଟନ୍ତି । [୫][୯]. କୋଚର ମଇ ମାସ 2009ରୁ ପାଞ୍ଚ ବର୍ଷ ଅବଧି ପାଇଁ CEO ଏବଂ ICICI ବ୍ୟାଙ୍କରେ ପ୍ରବନ୍ଧ ନିର୍ଦ୍ଦେଶକ ଅଟନ୍ତି । [୧୦]

ଆଧାର[ସମ୍ପାଦନା]

  1. "India's ICICI names Chanda Kochhar CEO from May 09". Uk.reuters.com (2008-12-19). Retrieved 2012-01-29.
  2. Chanda Kochhar to head ICICI Bank. Business Standard (2008-12-19). Retrieved 2012-01-29.
  3. [୧]. The Economic Times (2015-04-16). Retrieved 2012-01-29.
  4. India's ICICI names Chanda Kochhar CEO from May 09. Uk.reuters.com (2008-12-19). Retrieved 2012-01-29.
  5. ୫.୦ ୫.୧ Chanda Kochhar to head ICICI Bank
  6. ୬.୦ ୬.୧ ୬.୨ Ms. Chanda Kochhar, Joint Managing Director, ICICI Bank Limited. ICICI Bank official site
  7. ICICI was emerged into its daughter project ICICI Bank in 2002
  8. EXECUTIVE PROFILE: Chanda Kochhar BA, MMS, ICWAI. Bloomberg BusinessWeek. Retrieved 2012-01-29.
  9. ICICI Bank board clears Kochhar as new MD. Indian Express (2010-02-24). Retrieved 2012-01-29.
  10. Naazneen Karmali (19 अगस्त 2009). "The 100 Most Powerful Women". Forbes. Retrieved 2009-08-20. {{cite news}}: Check date values in: |date= (help)