ଗ୍ରୀନ କାର୍ଡ଼ ଯୋଜନା
ଦେଖଣା
ଗ୍ରୀନ କାର୍ଡ଼ ଯୋଜନା
[ସମ୍ପାଦନା]ଏହି ଯୋଜନାଟି ନଭେମ୍ବର ୨୦୦୫ରେ ଓଡ଼ିଶାର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା ।ଏହି ଯୋଜନାରେ ଅର୍ନ୍ତଭୁକ୍ତ ପରିବାର ଏବଂ ସେମାନଙ୍କ ପିଲାମାନଙ୍କୁ କିଛି ଖାସ୍ ସୁବିଧା ମିଳୁଥିଲା । ନଭେମ୍ବର୯,୨୦୧୧ରେ ଏହି ଯୋଜନାଟି ବନ୍ଦ ହୋଇଯାଇଥିବା ବେଳେ ଏହି ସମୟ ମଧ୍ୟରେ ପ୍ରାୟ ୬,୦୨,୩୩୬ଲୋକ ଏହାର ଲାଭ ଉଠାଇ ପାରିଥିଲେ । [୧]
ମିଳୁଥିବା ସୁବିଧା
[ସମ୍ପାଦନା]- ରହିବା ପାଇଁ ଘର ଯୋଗାଇ ଦିଆ ଯାଉଥିଲା
- ଘର ତିଆରୀ କରିବା ପାଇଁ ୫ପ୍ରତିଶତ ଆର୍ଥିକ ସହାୟତା
- ଯେଉଁମାନଙ୍କର ଆୟ ଖୁବ୍ କମ ବା ମଧ୍ୟମ ସେମାନଙ୍କୁ ଘର ପାଇଁ ରୁଣ ଦେବା ସମୟରେ ୫ପ୍ରତିଶତ ଆରକ୍ଷଣ
- ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନରେ ସେମାନଙ୍କ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଆରକ୍ଷଣ
ଆଧାର
[ସମ୍ପାଦନା]- ↑ "No of entitled users and Facilities provided". Archived from the original on 2016-04-16. Retrieved 2018-04-15.