ଗ୍ରୀନ କାର୍ଡ଼ ଯୋଜନା

ଉଇକିପିଡ଼ିଆ‌ରୁ

ଗ୍ରୀନ କାର୍ଡ଼ ଯୋଜନା[ସମ୍ପାଦନା]

ଏହି ଯୋଜନାଟି ନଭେମ୍ବର ୨୦୦୫ରେ ଓଡ଼ିଶାର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା ।ଏହି ଯୋଜନାରେ ଅର୍ନ୍ତଭୁକ୍ତ ପରିବାର ଏବଂ ସେମାନଙ୍କ ପିଲାମାନଙ୍କୁ କିଛି ଖାସ୍‌ ସୁବିଧା ମିଳୁଥିଲା । ନଭେମ୍ବର୯,୨୦୧୧ରେ ଏହି ଯୋଜନାଟି ବନ୍ଦ ହୋଇଯାଇଥିବା ବେଳେ ଏହି ସମୟ ମଧ୍ୟରେ ପ୍ରାୟ ୬,୦୨,୩୩୬ଲୋକ ଏହାର ଲାଭ ଉଠାଇ ପାରିଥିଲେ । [୧]

ମିଳୁଥିବା ସୁବିଧା[ସମ୍ପାଦନା]

  1. ରହିବା ପାଇଁ ଘର ଯୋଗାଇ ଦିଆ ଯାଉଥିଲା
  2. ଘର ତିଆରୀ କରିବା ପାଇଁ ୫ପ୍ରତିଶତ ଆର୍ଥିକ ସହାୟତା
  3. ଯେଉଁମାନଙ୍କର ଆୟ ଖୁବ୍‌ କମ ବା ମଧ୍ୟମ ସେମାନଙ୍କୁ ଘର ପାଇଁ ରୁଣ ଦେବା ସମୟରେ ୫ପ୍ରତିଶତ ଆରକ୍ଷଣ
  4. ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନରେ ସେମାନଙ୍କ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଆରକ୍ଷଣ

ଆଧାର[ସମ୍ପାଦନା]

  1. "No of entitled users and Facilities provided".