ଗୌରବ ବଜାଜ

ଉଇକିପିଡ଼ିଆ‌ରୁ
ଗୌରବ ବଜାଜ
Born
ଗୌରବ ବଜାଜ

(1997-04-06) ୬ ଅପ୍ରେଲ ୧୯୯୭ (ବୟସ ୨୬)
Occupation(s)ଅଭିନେତା, ମଡେଲ୍

ଗୌରବ ବଜାଜ (ଜନ୍ମ: ୬ ଅପ୍ରେଲ ୧୯୯୭) ଜଣେ ଭାରତୀୟ ଅଭିନେତା ଓ ମଡେଲ ।[୧] ସେ ହିନ୍ଦୀ କଥାଚିତ୍ର ଓ ଧାରାବାହିକ ଆଦିରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ସେ କିଛି କ୍ଷୁଦ୍ର ଚଳଚ୍ଚିତ୍ରର ଲେଖକ ତଥା ପ୍ରଯୋଜକ ଭାବରେ ମଧ୍ୟ କାମ କରିଛନ୍ତି ।

ଜନ୍ମ[ସମ୍ପାଦନା]

ସେ ୧୯୯୭ ମସିହାର ଅପ୍ରେଲ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଫିର୍ କଭି
  • ଦହେକ୍: ଏ ରେଷ୍ଟଲେସ୍ ମାଇଣ୍ଡ୍
  • କିର୍‌କିଟ୍
  • ଭ୍ରୁମ୍

ଦୂରଦର୍ଶନ[ସମ୍ପାଦନା]

ବର୍ଷ ଶୀର୍ଷକ ଚରିତ୍ର
ନାମ
ଭୂମିକ
୨୦୧୩ ୟେ ହୈ ଆଶିକି - ପ୍ରଥମ ଭାଗ (୨ୟ ଅଧ୍ୟାୟ: "ଟିପ୍ ଟିପ୍ ବରଷେ ପ୍ୟାର୍") ବିନୟ ମୁଖ୍ୟ ଭୂମିକା
୨୦୧୪ ଇସ୍କ କିଲ୍‌ସ୍
ଲଭ୍ ବାଏ ଚାନ୍ସ

ଆଧାର[ସମ୍ପାଦନା]

  1. "From modelling to Bollywood". The Hindu. 1 June 2009. Archived from the original on 8 June 2009. Retrieved 16 January 2011.
    - "Happy to play a gay". The Times of India. 12 April 2009. Archived from the original on 4 November 2012. Retrieved 16 January 2011.

ବାହାର ଲିଙ୍କ୍[ସମ୍ପାଦନା]