Jump to content

ଗୁସେଲକୁମାବ

ଉଇକିପିଡ଼ିଆ‌ରୁ
ଗୁସେଲକୁମାବ
Monoclonal antibody
TypeWhole antibody
SourceHuman
TargetIL23
Clinical data
Trade namesTremfya
AHFS/Drugs.commonograph
MedlinePlusa617036
data
Pregnancy
category
    Routes of
    administration
    Subcutaneous
    Legal status
    Legal status
    Chemical and physical data
    FormulaC6402H9864N1676O1994S42
    Molar mass୧,୪୩,୫୬୧.୫୯ g·mol−1

    ଗୁସେଲକୁମାବ, ବେପାର ନାମ ଟ୍ରେମଫ୍ୟା, ହେଉଛି ଏକ ଔଷଧ ଯାହା ପ୍ଲେକ୍ ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ମଧ୍ୟମରୁ ଗମ୍ଭୀର ଧରଣର ରୋଗ ପାଇଁ ଦିଆଯାଏ ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉପର ଶ୍ୱାସନଳୀ ସଂକ୍ରମଣ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଯକୃତ ସମସ୍ୟା ଏବଂ ଟିକାଗୁଡ଼ିକର ପ୍ରଭାବ ହ୍ରାସ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ-୨୩କୁ ସଂଲଗ୍ନ ହୁଏ ଏବଂ ତାକୁ ଅବରୋଧ କରେ ।[]

    ୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗୁସେଲକୁମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ମସିହା ସୁଦ୍ଧା ପ୍ରତି ୧୦୦ ମିଗ୍ରା ଗୁସେଲକୁମାବ ନିମନ୍ତେ ୨,୨୫୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧,୬୦୦ ଡଲାର ଥିଲା ।[]

    1. "Tremfya (Guselkumab) Australian Product Information". Department of Health, Therapeutic Goods Administration. The Australian Government. Archived from the original on 2021-06-13. Retrieved 2021-10-10.
    2. "Tremfya 100 mg solution for injection in pre-filled pen - Summary of Product Characteristics (SmPC)". (emc). 1 November 2020. Archived from the original on 13 June 2021. Retrieved 12 June 2021.
    3. "Tremfya- guselkumab injection". DailyMed. Archived from the original on 28 January 2021. Retrieved 22 January 2021.
    4. "European Medicines Agency". European Medicines Agency {EMA). Retrieved 12 June 2021.
    5. 1 2 3 4 5 6 "Tremfya". Archived from the original on 22 November 2021. Retrieved 9 December 2021.
    6. "Guselkumab". LiverTox: Clinical and Research Information on Drug-Induced Liver Injury [Internet]. National Institute of Diabetes and Digestive and Kidney Diseases. June 2018. PMID 31643594.
    7. 1 2 3 "Guselkumab Monograph for Professionals". Drugs.com (in ଇଂରାଜୀ). Archived from the original on 27 September 2021. Retrieved 9 December 2021.
    8. BNF 81: March-September 2021. BMJ Group and the Pharmaceutical Press. 2021. p. 1302. ISBN 978-0857114105.
    9. "Guselkumab Prices, Coupons & Savings Tips - GoodRx". GoodRx. Retrieved 9 December 2021.