ଗୁରୁବାୟୁର

ଉଇକିପିଡ଼ିଆ‌ରୁ
ଗୁରୁବାୟୁର ପ୍ରବେଶ ପଥ

ଗୁରୁବାୟୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା କେରଳର ଥ୍ରିସ୍ସୁର୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୁରୁବାୟୁର ସହରର ମୋଟ ଜନସଂଖ୍ୟା ୨୧୧୮୭ ଅଟେ ।[୧] ସେଥି ମଧ୍ୟରୁ ୪୬.୫୦% ଜଣ ପରୁଷ ହୋଇଥିବା ବେଳେ ୫୩.୫୦% ଜଣ ନାରୀ ଅଟନ୍ତି । ଗୁରୁବାୟୁରର ସାକ୍ଷରତା ହାର ୮୫.୩୬% ଅଟେ । ଏହା ଜାତୀୟ ହାରଠାରୁ ୨୦.୫୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୧୦% ପ୍ରତିଶତ ପୁରୁଷ ଓ ୪୫.୨୭% ନାରୀ ଅଟନ୍ତି । ୧୦.୧୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ମାଲୟଲାମ ଗୁରୁବାୟୁରର ସରକାରୀ ଭାଷା ଅଟେ ।

ଇତିହାସ[ସମ୍ପାଦନା]

ଗୁରୁବାୟୁରର ମନ୍ଦିର ଜନବାଦ ଅନୁସାରେ ୫୦୦୦ ବର୍ଷ ପ୍ରାଚୀନ । ତେବେ ଏହାର କଉଣଶି ଏଇତିହାସିକ ତଥ୍ୟ ମିଳି ନାହି । କୁହାଯାଇଥାଏ ଯେ ଭଗବାନ ଶ୍ରୀକୃଷ୍ଣ ଦ୍ୱାରକା ନଗରୀ ଦ୍ୱଂଶ ହେବାକୁ ଯାଉଥିବା ବେଳେ ଦୁଇଜଣ ସନ୍ଥଙ୍କୁ ମୂର୍ତିକୁ ସେଠାରୁ ନେଇ କେରଲରେ ସ୍ଥାପନ କରିବାକୁ କହିଥିଲେ ।ସେହି ଅନୁସାରେ ବାୟୁ ଦେବ ଓ ବୃହସ୍ପତି ନାମକ ୩ ଜଣ ସନ୍ଥ ଶ୍ରୀକୃଷ୍ଣଙ୍କ ମୂର୍ତି ସେଠାରୁ ଆଣି ଗୁରୁବାୟୁରଠାରେ ସ୍ଥାପନ କରିଥିଲେ । ୧୪ ଶ ଶତାବ୍ଦୀର ତାମିଲ ସାହିତ୍ଯରେ ଏହା କୁରୁବଯୁର ନାମରେ ଉଲ୍ଲେଖ ରହିଛି । ପ୍ରସିଦ୍ଧ ଇତିହସକାର କେ .ବି . କ୍ରୀଷ୍ଣା ଆୟାରଙ୍କ ମତ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ବ୍ରାହ୍ମଣମାନେ ଆସି କେରାଲାରେ ବସବାସ କରିବାକୁ ଲାଗିଥିଲେ ।.[୨]


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  2. "Early History". Guruvayur Devaswom. Archived from the original on 2010-08-01. Retrieved 2010-12-03.

ବାହାର ଲିଙ୍କ[ସମ୍ପାଦନା]