ଗୁରୁପ୍ରସାଦ
ଦେଖଣା
ଗୁରୁପ୍ରସାଦ | |
---|---|
ଜନ୍ମ | ଗୁରୁପ୍ରସାଦ ରାମଚନ୍ଦ୍ର ଶର୍ମା ୨ ନଭେମ୍ବର ୧୯୭୨ |
ବୃତ୍ତି(ସମୂହ) | କଥାଚିତ୍ର ନିର୍ଦ୍ଦେଶକ, ଲେଖକ, ପ୍ରଯୋଜକ, ଅଭିନେତା |
ସକ୍ରିୟ ବର୍ଷ | ୨୦୦୬–ଏବେଯାଏଁ |
ଗୁରୁପ୍ରସାଦ ରାମଚନ୍ଦ୍ର ଶର୍ମା (ମଞ୍ଚନାମ ଗୁରୁପ୍ରସାଦ) ଜଣେ ଭାରତୀୟ ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଓ ମୁଖ୍ୟତଃ କନ୍ନଡ଼ କଥାଚିତ୍ର ଜଗତରେ କାମ କରନ୍ତି । ୨୦୦୬ ମସିହାରେ ମାତା ଜରିଆରେ ସେ ଜଣେ ନିର୍ଦ୍ଦେଶକ ଭାବରେ କନ୍ନଡ଼ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରଟି ସଫଳତା ପାଇବା ପରେ ସେ ତାଙ୍କର ୨ୟ କଥାଚିତ୍ର ଏଡ୍ଡେଲୁ ମଞ୍ଜୁନାଥର ନିର୍ମାଣ କରିଥିଲେ ।[୧] ପରଦାରେ ଜଣେ ବାସ୍ତବବାଦୀ ଅଭିନେତା ଭାବରେ ମଧ୍ୟ ସେ ଜଣାଶୁଣା ।[୨]
ଅଭିନୟ ଜୀବନ
[ସମ୍ପାଦନା]ନିର୍ଦ୍ଦେଶିତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭାଷା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୦୬ | ମାତା | କନ୍ନଡ଼ | ନିର୍ଦ୍ଦେଶନା ଆରମ୍ଭ | |
୨୦୦୯ | ଏଡ୍ଡେଲୁ ମଞ୍ଜୁନାଥ | କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁତସ୍କାର ଉତ୍ସବରେ ଶ୍ରେଷ୍ଠ ଚିତ୍ରନାଟ୍ୟ ସମ୍ମାନ | ||
୨୦୧୩ | ଡିରେକ୍ଟରସ୍ ସ୍ପେଶାଲ୍ | |||
୨୦୧୭ | ଇରାଡାନେ ସାଲା | |||
୨୦୧୮ | ଆଡେମା | [୩] | ||
୨୦୨୦ | ରଙ୍ଗନାୟକ |
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା |
---|---|---|
୨୦୦୬ | ମାତା | |
୨୦୦୯ | ଏଡ୍ଡେଲୁ ମଞ୍ଜୁନାଥ | ପୋଲିସ ଅଧିକାରୀ |
୨୦୧୦ | ମିଲାରି | |
୨୦୧୧ | କାଲ୍ ମଞ୍ଜା | |
ହୁଦୁଗରୁ | ଓକିଲ | |
୨୦୧୩ | ଡିରେକ୍ଟରସ୍ ସ୍ପେଶାଲ୍ | ନିର୍ଦ୍ଦେଶକ |
୨୦୧୩ | ହ୍ୱିସିଲ୍ | |
୨୦୧୪ | କରୋଡ଼ପତି | |
୨୦୧୬ | ଜିଗର୍ଥାନ୍ଦ | |
୨୦୧୮ | ଅନନ୍ତୁ ଭର୍ସେସ୍ ନୁସ୍ରତ୍ | |
୨୦୨୦ | କୁଶକା | ଗ୍ୟାଙ୍ଗଷ୍ଟାର୍ |
୨୦୨୧ | ବାଦବା ରାସ୍କେଲ୍ | ପୂଜାରୀ |
୨୦୨୨ | ବଡି ଗଡ୍ | ପୁଟ୍ଟନ୍ନା |
ସଂଳାପକାର ଭାବରେ
[ସମ୍ପାଦନା]ବର୍ଷ | କଥାଚିତ୍ର | ଭାଷା | ମନ୍ତବ୍ୟ |
---|---|---|---|
୨୦୧୧ | ହୁଦୁଗରୁ | କନ୍ନଡ଼ | |
୨୦୧୩ | ହ୍ୱିସିଲ୍ | ||
୨୦୧୪ | ସୁପର୍ ରଙ୍ଗା |
ଦୂରଦର୍ଶନ
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ |
---|---|---|---|---|
୨୦୧୪ | ଥାକା ଧିମି ଥା ଡ୍ୟାନ୍ସିଂ ଷ୍ଟାର୍ | ବିଚାରପତି | ଇଟିଭି କନ୍ନଡ଼ | |
ବିଗ୍ ବସ୍ କନ୍ନଡ ୨ | ପ୍ରତିଯୋଗୀ | ଷ୍ଟାର୍ ସୁବର୍ଣ୍ଣା | [୪][୫][୬] | |
୨୦୧୫ | ପୁଟାନି ପନ୍ତ୍ରୁ ସିଜିନ୍ ୨ | ବିଚାରପତି | ||
୨୦୧୬ | ଡ୍ୟାନ୍ସ କର୍ଣ୍ଣାଟକ ଡ୍ୟାନ୍ସ | ବିଚାରପତି | ଜୀ କନ୍ନଡ଼ | |
୨୦୧୭-୨୦୧୮ | ବର୍ଜାରୀ କମେଡ଼ି | ବିଚାରପତି | ଷ୍ଟାର୍ ସୁବର୍ଣ୍ଣା | [୭] |
ଆଧାର
[ସମ୍ପାଦନା]- ↑ "Director Guruprasad signs his third film!". 7 May 2013. Archived from the original on 12 May 2013. Retrieved 30 May 2013.
- ↑ "Guruprasad relaunches directors special". www.southscope.in. Archived from the original on 5 March 2013. Retrieved 30 May 2013.
- ↑ "Guruprasad Adema starts, shoot in graveyard". India Glitz. Retrieved 23 December 2017.
- ↑ "Will Guruprasad be able to survive Bigg Boss?". Times of India. TNN. 27 July 2014. Archived from the original on 31 July 2014. Retrieved 17 September 2014.
- ↑ "Bigg Boss: Guruprasad protests for getting tortured". Times of India. TNN. 6 August 2014. Archived from the original on 10 August 2014. Retrieved 17 September 2014.
- ↑ "Neethu's fight with Guruprasad turns ugly". Times of India. TNN. 4 September 2014. Archived from the original on 8 September 2014. Retrieved 17 September 2014.
- ↑ "Bharjari Comedy in Suvarna". India Glitz. Retrieved 15 May 2022.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୁରୁପ୍ରସାଦ