ଗୁରୁଚରଣ ଟିକାୟତ

ଉଇକିପିଡ଼ିଆ‌ରୁ
(Gurucharan Tikayatରୁ ଲେଉଟି ଆସିଛି)
ଗୁରୁଚରଣ ଟିକାୟତ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୦
ପୂର୍ବ ଅଧିକାରୀକାଙ୍ଗାଳି ଚରଣ ପଣ୍ଡା
ପର ଅଧିକାରୀକଳ୍ପତରୁ ମିଶ୍ର
ନିର୍ବାଚନ ମଣ୍ଡଳୀଧର୍ମଶାଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-11-25)ନଭେମ୍ବର ୨୫, ୧୯୪୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀରାଣୀ ସୂଚାରୁ ମଞ୍ଜରୀ ଦେବୀ
ବାପା/ବୋଉଏସ୍. ଏନ୍. ବୀରବର ହରିଚନ୍ଦନ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଗୁରୁଚରଣ ଟିକାୟତ (ଜନ୍ମ: ୨୫ ନଭେମ୍ବର ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଗୁରୁଚରଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଗୁରୁଚରଣ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଗୁରୁଚରଣ ଟିକାୟତ ୧୯୪୦ ମସିହାର ନଭେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଏସ୍. ଏନ୍. ବୀରବର ହରିଚନ୍ଦନ ମହାପାତ୍ର ଏବଂ ତାଙ୍କ ପତ୍ନୀଙ୍କ ନାମ ରାଣୀ ସୂଚାରୁ ମଞ୍ଜରୀ ଦେବୀ ।[୧] ଗୁରୁଚରଣଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଗୁରୁଚରଣ ଟିକାୟତ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Gurucharan Tikayat". odishaassembly.nic.in. Odisha Assembly. Retrieved 7 December 2019.