ଗୁଗଲ ମ୍ୟାପ୍ସ
ଦେଖଣା
Type | Web mapping |
---|---|
ମୁଖ୍ୟ ଲୋକ | Jens Eilstrup Rasmussen (Inventor & Co-Founder) Lars Rasmussen (Co-Founder) |
ମାଲିକ | |
ବେବସାଇଟ | maps |
ଖାତାଖୋଲା | Optional, included with a Google Account |
ମିଳୁଥିବା ସଂସ୍କରଣ | Multilingual |
ଗୁଗଲ ମ୍ୟାପ୍ସ ଗୁଗଲ କମ୍ପାନୀଦ୍ୱାରା ନିର୍ମିତ ଏକ ଡେସ୍କଟପ ୱେବ ବେସ୍ଡ଼ ମ୍ୟାପିଙ୍ଗ ସେବା ଯାହା ସାହାଯ୍ୟରେ ମଣିଷ ଘରେ ବସି ନିଜ ଅଖ ପାଖ ଜିନିଷ ସହଜରେ ଜାଣିପାରେ ଏବଂ ନୂଆ ନୂଆ ଜିନିଷ ମାନଚିତ୍ରରେ ଅଙ୍କନ କରିପାରେ ।
ଗୁଗଲ ମ୍ୟାପ୍ସ ପ୍ରଥମ କରି ଏକ C++ରେ ତିଆରି ପ୍ରୋଗ୍ରାମ ଭାବେ ତିଆରି ହୋଇଥିଲା ଏବଂ ଏହାକୁ ଲାର୍ସ ଓ ଜେନ୍ସ ଏଇଲସ୍ଟ୍ରପ୍ ରସମୁସେନ ହ୍ୱେର ଟୁ ଟ୍ରକ୍ନୋଲୋଜିସଠାରେ ଡିଯାଇନ କରିଥିଲେ । ଅକ୍ଟୋବର ୨୦୦୪ରେ ଗୁଗଲ ଏହାକୁ ଅକ୍ତିଆର କରି ନେଇଥିଲା ଏବଂ ଏହାକୁ ଏକ ୱେବ ଆପ୍ଲିକେସନରେ ପରିବର୍ତ୍ତନ କରାଇ ଥିଲା ।
ଗୁଗଲ ମ୍ୟାପ୍ସର ସାଟେଲାଇଟ ଭିଉକୁ ବ୍ୟବହାର କରି ପୃଥିବୀ ପୃଷ୍ଟର ଫଟୋ ଉଡନ୍ତା ଉଡାଯାହାଜ କିମ୍ବା ସାଟେଲାଇଟରୁ ଉଠାଯାଇଥାଏ । ବର୍ତ୍ତମାନ ଥିବା ଏହା ସାଟେଲାଇଟ ଭିଉଗୁଡ଼ିକ ତିନି ବର୍ଷରୁ ଅଧିକ ପୁରୁଣା ନୁହଁ ।
ବର୍ତ୍ତମାନ ଉପଲବ୍ଧ ଥିବା ୱେବ ଆପ୍ଟି ୨୦୧୩ରେ ସାଧାରଣ ଜନତାଙ୍କ ପାଇଁ ଛଡା ଯାଇଥିଲା । ଏହା ସହିତ ଏହାର କ୍ଲାସିକ୍ ଭର୍ସନ ମଧ୍ୟ ଉପଲବ୍ଧ ଅଛି ।