Jump to content

ଗୀତା ଫୋଗତ

ଉଇକିପିଡ଼ିଆ‌ରୁ
Geeta Phogat
ବ୍ୟକ୍ତିଗତ ତଥ୍ୟ
ଜାତୀୟତାIndia Indian
ଜନ୍ମ (1988-12-15) ୧୫ ଡିସେମ୍ବର ୧୯୮୮ (ବୟସ ୩୭)
Bhiwani, Haryana, India[]
ଘରHaryana
ଓଜନ55 kg
ପତି/ପତ୍ନୀPawan Kumar
Sport
ଦେଶIndia
କ୍ରୀଡ଼ାWrestling
Event(s)Freestyle wrestling
Coached byMahavir Singh Phogat
Medal record
Competitor for  ଭାରତ
World Championships
Bronze2012 Strathcona County55 kg
Commonwealth Games
Gold2010 Delhi55 kg
Asian Championships
Bronze2012 Gumi55 kg
Bronze2015 Doha58 kg
Commonwealth Championship
Gold2009 Jalandhar[]55 kg
Gold2011 Melbourne[]55 kg
Silver2013 Johannesburg[]59 kg
FILA Asian Olympic Qualification Tournament
Gold2012 Astana[]55 kg
Updated on 15 September 2015.

ଗୀତା ଫୋଗତ(ଜନ୍ମ ୧୫ ଡିସେମ୍ବର ୧୯୮୮)ଜଣେ ମୁକ୍ତକୁସ୍ତିବାଜ଼ ଖେଳାଳି ଓ ପ୍ରଥମ ଭାରତିଅ ଯିଏ ୨୦୧୦ କମନୱେଲ୍‌ଥ ଗେମ୍ସରେ ଭାରତ ପାଇଁ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିିଥିଲେ।ସେ ଅଲମ୍ପିକ ସମରଗେମ୍ସ ପାଇଁ ଯୋଗ୍ୟତାପ୍ରାପ୍ତ କରିଥିବା ଭାରତର ପ୍ରଥମ ମହିଳା କୁସ୍ତିଖେଳାଳୀ।

ବ୍ୟକ୍ତିଗତ ଜୀବନ ଓ ପରିବାର

[ସମ୍ପାଦନା]

ସେ ହରିୟାଣା ରାଜ୍ୟର, ଭିୱାଣୀ ଜିଲ୍ଲାର ବାଲାଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତା ମହାବୀର ସିଂ ଫୋଗତ ଜଣେ ପୁର୍ବୋକ୍ତ କୁସ୍ତିଖେଳାଳୀ ଓ ଧ୍ୟାନଚାନ୍ଦ ପୁରସ୍କାର ବିଜେତା। ସେ ଗୀତାଙ୍କ ତାଲିମଦାତା ମଧ୍ୟ।

ତାଙ୍କ ଭାଇ ଭିନେଶ ଫୋଗତ ଓ ଭଉଣୀ ବବିତା କୁମାରୀ ମଧ୍ୟ କମନୱେଲ୍‌ଥ ଗେମ୍ସରେ ସ୍ୱର୍ଣପଦକ ବିଜେତା।ଦୁହେଁ ନିଜ ନିଜର ଶ୍ରେଣୀ ଅନୁସାରେ କମନୱେଲ୍‌ଥରେ ପଦକ ଜିତିଥିଲେ।ଗୀତାଙ୍କ ଅନ୍ୟ ଏକ ଛୋଟ ଭଉଣୀ ରିତୁ ଫୋଗତ ଜଣେ ଅନ୍ତର୍ରାଷ୍ଟ୍ରୀୟ କୁସ୍ତିଖେଳାଳୀ, ସେ ମଧ୍ୟ ୨୦୧୬ କମନୱେଲ୍‌ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୨୦୧୬ ୨୦ ନଭେମ୍ବରରେ ପବନ କୁମାରଙ୍କୁ ବାହା ହୋଇଥିଲେ। ପବନ କୁମାର ମଧ୍ୟ ଜଣେ ଅନାର୍ରାଷ୍ଟ୍ରୀୟ କୁସ୍ତି ଖେଳାଳି।

ବୃତ୍ତି

[ସମ୍ପାଦନା]

୨୦୦୯ କମନୱେଲ୍‌ଥ କୁସ୍ତି ପ୍ରତିଯୋଗିତା

୨୦୧୦ କମନୱେଲ୍‌ଥ

୨୦୧୨ ସମର ଅଲମ୍ପିକ


୨୦୧୨ ବିଶ୍ୱ କୁସ୍ତି ପ୍ରତିଯୋଗିତା

୨୦୧୨ ଏସିଆନ କୁସ୍ତି ପ୍ରତିଯୋଗିତା

୨୦୧୩ କମନୱେଲ୍‌ଥ କୁସ୍ତି ପ୍ରତିଯୋଗିତା

୨୦୧୫ ଏସିଆନ କୁସ୍ତି ପ୍ରତିଯୋଗିତା

  1. Geeta Phogat. sports-reference.com
  2. "Indian women win three gold in Commonwealth Wrestling". Zee News. PTI. 19 ଡିସେମ୍ବର 2009. Archived from the original on 27 November 2016. Retrieved 27 November 2016.
  3. "RESULTS – 2011 Championships". commonwealthwrestling.sharepoint.com. Commonwealth Amateur Wrestling Association (CAWA). Archived from the original on 13 March 2016. Retrieved 14 September 2015.
  4. "2013 – COMMONWEALTH WRESTLING CHAMPIONSHIPS". commonwealthwrestling.sharepoint.com. Commonwealth Amateur Wrestling Association (CAWA). Archived from the original on 21 March 2016. Retrieved 14 September 2015.
  5. "Geeta clinches gold to qualify for Olympics". India Today. 2 April 2012. Retrieved 7 March 2016.