ଗାଡୋପିକ୍ଲେନୋଲ
| Clinical data | |
|---|---|
| Trade names | Elucirem |
| data |
|
| Routes of administration | Intravenous |
| Legal status | |
| Legal status | |
| Pharmacokinetic data | |
| Metabolism | None[୧] |
| Excretion | Kidneys[୧] |
| Identifiers | |
| |
| Chemical and physical data | |
| Formula | C35H54GdN7O15 |
| Molar mass | ୯୭୦.୧0 g·mol−1 |
| 3D model (JSmol) | |
| |
| |
ଗାଡୋପିକ୍ଲେନୋଲ (ଇଂରାଜୀ ଭାଷାରେ Gadopiclenol), ଏଲୁସିରେମ ଏହାର ବିକ୍ରୟ ନାମ, ହେଉଛି ଏକ ଚୁମ୍ବକୀୟ ରେଜୋନାନ୍ସ ଇମେଜିଙ୍ଗରେ (MRI) ବିପରୀତ କାରକ ବ୍ୟବହୃତ ହୁଏ ଯାହା ଅସ୍ୱାଭାବିକ ରକ୍ତନଳୀରେ କ୍ଷତ ଚିହ୍ନିବା ପାଇଁ ବ୍ୟବହୃତ ହୁଏ | [୧] ଅତିକମରେ ଦୁଇ ବର୍ଷ ବୟସ୍କ ଲୋକଙ୍କଠାରେ ଏହା ବ୍ୟବହୃତ ହୋଇପାରେ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଅଇ, ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନେଫ୍ରୋଜେନିକ୍ ସିଷ୍ଟମିକ୍ ଫାଇବ୍ରୋସିସ୍, ଆଲର୍ଜି ପ୍ରତିକ୍ରିୟା ଏବଂ ଗ୍ୟାଡୋଲିନିୟମ୍ ଧାରଣ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଗ୍ୟାଡୋଲିନିୟମର ଏକ ପାରାମାଗ୍ନେଟିକ୍ ମାକ୍ରୋସାଇକ୍ଲିକ୍ ଅଣ -ଆୟୋନିକ୍ ଯୌଗିକ ପଦାର୍ଥ । [୧]
୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଗାଡୋପିକ୍ଲେନୋଲକୁ ଅନୁମୋଦନ କରାଯାଇଥିଲା ।[୧] ୨୦୨୨ ସୁଦ୍ଧା ୟୁରୋପରେ ଅନୁମୋଦନ ନିମନ୍ତେ ଏଜେନ୍ସି ଉପରେ ଦୃଷ୍ଟି ଦିଆଯାଉଛି । [୩]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Elucirem- gadopiclenol injection". DailyMed. 12 October 2022. Archived from the original on 16 October 2022. Retrieved 16 October 2022.
- ↑ "Drug Approval Package: Elucirem". U.S. Food and Drug Administration (FDA). 20 October 2022. Archived from the original on 4 December 2022. Retrieved 4 December 2022.
- ↑ "FDA Approves Gadopiclenol for Contrast-Enhanced Magnetic Resonance Imaging". Pharmacy Times (in ଇଂରାଜୀ). Archived from the original on 27 September 2022. Retrieved 16 December 2022.