ଖେଲାରାମ ମହାଲିି
ଦେଖଣା
ଖେଲାରାମ ମହାଲିି | |
---|---|
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୧୭ ସେପ୍ଟେମ୍ବର ୧୯୯୬ | |
ପୂର୍ବ ଅଧିକାରୀ | ପ୍ରସନ୍ନ ପଟ୍ଟନାୟକ |
ପର ଅଧିକାରୀ | ଦୁମନି ମହାଲି |
ନିର୍ବାଚନ ମଣ୍ଡଳୀ | ବହଳଦା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ମାର୍ଚ୍ଚ ୧୯୫୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଝାଡ଼ଖଣ୍ଡ ପିପୁଲ୍ସ୍ ପାର୍ଟି |
ଜୀବନ ସାଥୀ | ଦୁମନି ମହାଲି |
ବାପା/ବୋଉ | ଚମ୍ପଟୁ ମହାଲି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଖେଲାରାମ ମହାଲିି (ଜନ୍ମ: ୫ ମାର୍ଚ୍ଚ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବହଳଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଖେଲାରାମ ମହାଲିି ୧୯୫୯ ମସିହାର ମାର୍ଚ୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚମ୍ପଟୁ ମହାଲି ଓ ପତ୍ନୀଙ୍କ ନାମ ଦୁମନି ମହାଲି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଖେଲାରାମ ମହାଲିି ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ପିପୁଲ୍ସ୍ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Khelaram Mahali". odishaassembly.nic.in. Odisha Assembly. Retrieved 19 August 2022.