ଖେଲାରାମ ମହାଲିି

ଉଇକିପିଡ଼ିଆ‌ରୁ
ଖେଲାରାମ ମହାଲିି
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୧୭ ସେପ୍ଟେମ୍ବର ୧୯୯୬
ପୂର୍ବ ଅଧିକାରୀପ୍ରସନ୍ନ ପଟ୍ଟନାୟକ
ପର ଅଧିକାରୀଦୁମନି ମହାଲି
ନିର୍ବାଚନ ମଣ୍ଡଳୀବହଳଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-03-05) ୫ ମାର୍ଚ୍ଚ ୧୯୫୯ (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଝାଡ଼ଖଣ୍ଡ ପିପୁଲ୍‌ସ୍ ପାର୍ଟି
ଜୀବନ ସାଥୀଦୁମନି ମହାଲି
ବାପା/ବୋଉଚମ୍ପଟୁ ମହାଲି (ବାପା)
ବୃତ୍ତିରାଜନୀତିଜ୍ଞ

ଖେଲାରାମ ମହାଲିି (ଜନ୍ମ: ୫ ମାର୍ଚ୍ଚ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବହଳଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଖେଲାରାମ ମହାଲିି ୧୯୫୯ ମସିହାର ମାର୍ଚ୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚମ୍ପଟୁ ମହାଲି ଓ ପତ୍ନୀଙ୍କ ନାମ ଦୁମନି ମହାଲି[୧]

ରାଜନୈତିକ ଜୀବନ[ସମ୍ପାଦନା]

ଖେଲାରାମ ମହାଲିି ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ପିପୁଲ୍‌ସ୍ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Khelaram Mahali". odishaassembly.nic.in. Odisha Assembly. Retrieved 19 August 2022.