Jump to content

କ୍ୟାସିମର୍ସେନ

ଉଇକିପିଡ଼ିଆ‌ରୁ
କ୍ୟାସିମର୍ସେନ
Clinical data
Trade namesAmondys 45
SynonymsSRP-4045
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC268H424N124O95P22
Molar mass୭,୫୮୪.୫୪ g·mol−1

କ୍ୟାସିମର୍ସେନ (ଇଂରାଜୀ ଭାଷାରେ Casimersen), ଆମୋଣ୍ଡିସ୍ 45 ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଡୁସେନ ମାଂସପେଶୀ ଡିଷ୍ଟ୍ରୋଫି (DMD) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଏପରି କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁଥିରେ ଡିଷ୍ଟ୍ରୋଫିନ୍ ଜିନର ମ୍ୟୁଟେସନ୍ ରହିଥାଏ ଯାହା ଏକ୍ସନ ୪୫ ସ୍କିପିଂକୁ ବାହାର କରିବା ପାଇଁ ସହଜ ଥାଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, କାଶ, ଜ୍ୱର, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ଏହା ଫସଫୋରୋଡିଏମିଡେଟ ମର୍ଫୋଲିନୋ ଓଲିଗୋମର (PMO) ର ଏକ ଆଣ୍ଟିସେନ୍ସ ଓଲିଗୋନ୍ୟୁକ୍ଲିଓଟାଇଡ ।

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ୟାସିମର୍ସେନ ଅନୁମୋଦିତ ହୋଇଥିଲା ।[୧] ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ ।[୩] ଯୁକ୍ତରାଷ୍ଟ୍ରରେ ବର୍ଷକୁ ୧୦ କିଲୋଗ୍ରାମ ଓଜନ ବିଶିଷ୍ଟ ଶିଶୁର ଚିକିତ୍ସା ପାଇଁ ୨୦୨୨ ସୁଦ୍ଧା ପ୍ରାୟ ୨୬୪୦୦୦ ଡଲାର ଖର୍ଚ୍ଚ ହୁଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Amondys 45- casimersen injection". DailyMed. Archived from the original on 3 August 2021. Retrieved 1 March 2021.
  2. "FDA Approves Targeted Treatment for Rare Duchenne Muscular Dystrophy Mutation". U.S. Food and Drug Administration (FDA) (Press release). 25 February 2021. Archived from the original on 3 August 2021. Retrieved 25 February 2021.  This article incorporates text from this source, which is in the public domain.
  3. "Casimersen". SPS - Specialist Pharmacy Service. 16 March 2018. Archived from the original on 16 October 2021. Retrieved 31 October 2022.
  4. "Amondys 45 Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 19 April 2021. Retrieved 31 October 2022.