କ୍ଷେତ୍ର ମୋହନ ନାୟକ
ଦେଖଣା
କ୍ଷେତ୍ର ମୋହନ ନାୟକ | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ଗୁରୁ ଚରଣ ନାୟକ |
ପର ଅଧିକାରୀ | ସହରାଇ ଓରାମ |
ନିର୍ବାଚନ ମଣ୍ଡଳୀ | ଚମ୍ପୁଆ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନଭେମ୍ବର ୧୭, ୧୯୨୧ |
ମୃତ୍ୟୁ | ୯ ଅକ୍ଟୋବର ୨୦୧୧ | (ବୟସ ୮୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ଜେମାମଣି ଦେବୀ |
ସନ୍ତାନ | ୧ ପୁଅ, ୧ ଝିଅ |
ବାପା/ବୋଉ | ଭାବଗ୍ରାହୀ ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
କ୍ଷେତ୍ର ମୋହନ ନାୟକ (୧୭ ନଭେମ୍ବର ୧୯୨୧ - ୯ ଅକ୍ଟୋବର ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । କ୍ଷେତ୍ର ମୋହନ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]କ୍ଷେତ୍ର ମୋହନ ନାୟକ ୧୯୨୧ ମସିହାର ନଭେମ୍ବର ମାସ ୧୭ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଭାବଗ୍ରାହୀ ନାୟକ ।[୧] ତାଙ୍କ ପତ୍ନୀଙ୍କ ନାମ ଜେମାମଣି ଦେବୀ ।
ରାଜନୈତିକ ଜୀବନ
[ସମ୍ପାଦନା]କ୍ଷେତ୍ର ମୋହନ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]କ୍ଷେତ୍ର ମୋହନ ୨୦୧୧ ମସିହା ଅକ୍ଟୋବର ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Late Kshetra Mohan Nayak". odishaassembly.nic.in. Odisha Assembly. Retrieved 2 August 2019.
- ↑ "ଚମ୍ପୁଆର ପୂର୍ବତନ ବିଧାୟକଙ୍କ ପରଲୋକ". dharitri.com/e-Paper. Retrieved 10 February 2021.