କ୍ଷୀର ସାଗର

ଉଇକିପିଡ଼ିଆ ରୁ
Jump to navigation Jump to search
କ୍ଷୀର ସାଗର
ବାକି ନାମଖୀର ସାଗର
ପରଷାମିଠା ଭୋଜନ
ମୂଳ ସ୍ଥାନଓଡ଼ିଶା
ଅଞ୍ଚଳ ବା ରାଜ୍ୟଓଡ଼ିଶା, ଭାରତ
ସମ୍ବନ୍ଧିତ ଜାତୀୟ ଖାଦ୍ୟଭାରତୀୟ ଖାଦ୍ୟ, ପାକିସ୍ଥାନୀ ଖାଦ୍ୟ
ପ୍ରକାର ଭେଦଖିରି
Cookbook: କ୍ଷୀର ସାଗର at Wikibooks 

କ୍ଷୀର ସାଗର ଓଡ଼ିଶାର ଏକ ମିଠା ବ୍ୟଞ୍ଜନ ଅଟେ ଯାହା ଶାବ୍ଦିକ ଋପେ "କ୍ଷୀରର ମହାସାଗର"ରେ ଅନୁବାଦ କରିଥାଏ ।[୧] ଏହି ମିଠା ସାଧାରଣତଃ ଭାଗବାନ ବିଷ୍ଣୁ, ଲକ୍ଷ୍ମୀ ଏବଂ ମଧୂସୁଦନଙ୍କ ପାଖେ ପ୍ରସାଦ ଋପେ ଲଗାଯାଏ ।[୧][୨]

କ୍ଷୀର ସାଗରରେ ମିଠା, ବହଳ ଖୀରରେ ଛେନାରୁ ପ୍ରସ୍ତୁତ ଗୋଲ ଗୋଲ ବଲ ପରି ହୋଇଥାଏ । କେସର, ଚିନି ଏବଂ ଅଳେଇଚ ଗୁଣ୍ଡ ପକେଇ ପ୍ରସ୍ତୁତ କରାଯାଏ । ଏହା ସାଧାରଣତଃ ଥଣ୍ଡାକରି ଖିଆଯାଏ ।

ଏହି ଖାଦ୍ୟ ସାଧାରଣତଃ (ରସମଲାଇ)ର ପୂର୍ବବର୍ତ୍ତୀ ଅଟେ । କ୍ଷୀର ସାଗରରେ ମୁଖ୍ୟତଃ ଖୀରର ଆଧାର ରାବିଡ଼ି ପରି ମୋଟାଥାଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Asoka Kumar Rath (1987). Studies on some aspects of the history and culture of Orissa. Punthi Pustak.
  2. The Orissa Historical Research Journal. Superintendent of Museum. 1990.