କ୍ଲାସ ଅଫ କ୍ଲାନ୍ସ

ଉଇକିପିଡ଼ିଆ‌ରୁ
କ୍ଲାସ ଅଫ କ୍ଲାନ୍ସ
Clash of Clans Logo.png
Platform(s) Android
iOS
Release date(s) Android
ଅକ୍ଟୋବର 7, 2013 (2013-10-07)[୧]
iOS
ଅଗଷ୍ଟ 2, 2012 (2012-08-02)[୨]

କ୍ଲାସ ଅଫ କ୍ଲାନ୍ସ ହେଉଛି ଏକ ମାଗଣା ମୋବାଇଲ ଭିତିକ ଭିଡିଓ ଗେମ ଯାହାକି ସୁପରସେଲଦ୍ୱାରା ପରିଚାଳିତ ହେଉଅଛି । ଏହି ଖେଳଟି ଅଗଷ୍ଟ ୨, ୨୦୧୨ ମସିହାରେ ପ୍ରଥମ କରି ଆଇ ଓ ଏସରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ କାଳରେ ଅକ୍ଟୋବର ୭, ୨୦୧୩ ମସିହାରେ ଏହା ଆଣ୍ଡ୍ରଏଡ଼ରେ ମଧ୍ୟ ଉପଲବ୍ଧ ହେଲା ।

ଏହି ଖେଳଟି ଏକ କାଳ୍ପନିକ ଦୁନିଆ ଉପରେ ଆଧାରିତ । ଯେଉଁଠି ଖେଳାଳିଟି ହେଉଛି ଗ୍ରାମର ମୁଖିଆ । ଏହି ଖେଳରେ ପ୍ରଥମେ ଖେଳାଳିଟିକୁ ନିଜର କାଳ୍ପନିକ ସମ୍ପତ୍ତିକୁ ନେଇ ନିଜ ଗ୍ରାମର ଅଭିବୃଦ୍ଧି କରିଥାଏ ଏବଂ ଏହାପରେ ସେ ନିଜ ସହ ଖେଳୁଥିବା ଅନ୍ୟ ଖେଳାଳୀନକୁ କାଳ୍ପନିକ ଭାବେ ଆକ୍ରମଣ କରି ତାଙ୍କ ଗ୍ରାମରୁ ସାମଗ୍ରୀ ଲୁଟ କରିଥାଏ ।

ଏହା ସହିତ ଏହି ଖେଳରେ ଗୋଷ୍ଠୀ ବନେଇବା, ଗୋଷ୍ଠୀ ଯୁଦ୍ଧରେ ଭାଗ ନେବା, ଖେଳ ମଧ୍ୟରେ ବିଭିନ୍ନ ପର୍ବରେ ଭାଗ ନେବା ଆଦି କାର୍ଯ୍ୟକ୍ରମ ମଧ୍ୟ କରି ହୁଏ ।

ଆଧାର[ସମ୍ପାଦନା]

  1. Koueider, Adam (October 8, 2013). "Clash of Clans finally hits the Google Play Store". Androidauthority. Retrieved November 20, 2013.
  2. "Clash of Clans". Slide to Play. Retrieved June 8, 2014.