କ୍ଲାଡିୟସ ଟଲେମୀ
Jump to navigation
Jump to search
![]() | ଏହି ପ୍ରସଙ୍ଗଟିରେ ଗୋଟିଏ ବି ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. |
ପରିଚୟ[ସମ୍ପାଦନା]
କ୍ଲାଡିୟସ ଟଲେମୀ en:Claudius Ptolemy ଆଲେକଜାଣ୍ଡ୍ରିଆର ପରିବ୍ରାଜକ ଏବଂ ଗ୍ରେକୋ-ଇଜପ୍ଟିଅନ ଲେଖକ । ସେ ଜଣେ ଗଣିତଶାସ୍ତ୍ରୀ,ଖଗୋଳବିଦ୍,ଜ୍ୟୋତିଷଶାସ୍ତ୍ରୀ ଏବଂ କବି ତଥା ପରିବ୍ରାଜକ ଭାବେ ପୃଥିବୀ ପ୍ରସିଦ୍ଧ । ତାଙ୍କ ଜନ୍ମ ଟୋଲେମସ୍ ସରସୀ ବା ପେଲୁସିୟମ୍ରେ ରୋମନ୍ ସାମ୍ରାଜ୍ୟରେ ହୋଇଥିଲା ।(ଜୀବନକାଳ ୧୦ରୁ ୧୬୮ AD କିମ୍ବା ୧୦୦ରୁ ୧୭୮ AD ମଧ୍ୟରେ) । ଓଡ଼ିଶା ତଥା ଭାରତ ବିଷୟକ ଅନେକ ଐତିହାସିକ ତଥ୍ୟ ତାଙ୍କଦ୍ୱାରା ଲେଖାଯାଇଥିବା ଭ୍ରମଣ ପୁସ୍ତକ ଗୁଡିକରେ ମିଳିଯାଏ ।