Jump to content

କ୍ରି ଡୁ ଚାଟ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Chromosome 5p deletion syndrome, 5p− syndrome, cat cry syndrome, Lejeune syndrome[][]
Facial features in Cri du chat syndrome at the age of 8 months (A), 2 years (B), 4 years (C) and 9 years (D)[]
ବିଭାଗMedical genetics
ଲକ୍ଷଣHigh pitched cry, small head, specific facial features[]
ଆକ୍ରାନ୍ତ ସମୟPresent at birth[]
କାରଣUnknown[]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on symptoms, confirmed by genetic testing[]
ସଠିକ ରୋଗ ନିର୍ଣ୍ଣୟWolf-Hirschhorn syndrome[]
ଚିକିତ୍ସାBased on symptoms[]
PrognosisTypically normal life expectancy[]
ପୁନଃପୌନିକ~ 1 in 30,000 newborns[]
Patient UK

କ୍ରି ଡୁ ଚାଟ ସିଣ୍ଡ୍ରୋମ ଏକ ଜେନେଟିକ ରୋଗ ଯାହା କ୍ରୋମୋଜୋମ ୫ରେ ଥିବା ଜେନେଟିକ୍ ପଦାର୍ଥର ଆଂଶିକ ବିଲୋପ ହେତୁ କ୍ରି ଡୁ ଚାଟ୍ ସିଣ୍ଡ୍ରୋମ ସୃଷ୍ଟି ହୁଏ | [] ଏହାର ଲକ୍ଷଣଗୁଡ଼ିକରେ ଏକ ଉଚ୍ଚ ସ୍ୱର କାନ୍ଦଣା, ଛୋଟ ମୁଣ୍ଡ ଏବଂ ନିର୍ଦ୍ଦିଷ୍ଟ ମୁଖ ବୈଶିଷ୍ଟ୍ୟ ଦେଖିବାକୁ ମିଳେ | ରୋଗ ଜଟିଳ ହେଲେ ଶ୍ୱାସକ୍ରିୟାରେ ଅସୁବିଧା, ଖୁଏଇବାରେ ଅସୁବିଧା, ଆଚରଣଗତ ସମସ୍ୟା ଏବଂ ଦୌଦ୍ଧିକ ଅକ୍ଷମତା ହୋଇପାରେ ।[]

ଏହାର କାରଣ ଜଣା ପଡିନାହିଁ।[] ଜେନେଟିକ ପଦାର୍ଥର କ୍ଷତି ଯୋଗୁ ହେଉଥିବା ଏହି ସିଣ୍ଡ୍ରୋମ ସାଧାରଣତଃ ପ୍ରାରମ୍ଭିକ ଶିଶୁ ବିକାଶ ସମୟରେ ହୋଇଥାଏ | [] ପ୍ରାୟ ଦଶ ଜଣକ ମଧ୍ୟରୁ ଜଣକର କ୍ଷେତ୍ରରେ ଏହା ଅଣ-ପ୍ରଭାବିତ ପିତାମାତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ଆସେ ।[] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ଜେନେଟିକ ପରୀକ୍ଷା କରି ସୁନିଶ୍ଚିତ କରାଯାଏ।[]

ଲକ୍ଷଣ ଅନୁସାରେ ଏହି ରୋଗର ଚିକିତ୍ସା କରାଯାଏ | [] ଏଥିରେ ବିଶେଷ ଶିକ୍ଷା, ଶାରୀରିକ ଶିକ୍ଷା ଏବଂ କଥା କ‌ହିବା ପ୍ରଶିକ୍ଷଣ ଦିଆଯାଏ ।[] କିଛି ବ୍ୟକ୍ତି ଛୋଟ ଛୋଟ ବାକ୍ୟ ଶିଖନ୍ତି ଏବଂ ଅନ୍ୟମାନେ ଅଙ୍ଗଭଙ୍ଗୀ ସାହାଯ୍ୟରେ ନିଜକୁ ପ୍ରକାଶ କରନ୍ତି | [] ସାଧାରଣତ ସେମାନେ ଖୁସି ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହନ୍ତି | [] ପ୍ରଭାବିତମାନ ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସାଧାରଣ ଆୟୁଷ ଥାଏ ।[]

ଏହି ଅବସ୍ଥା ୧୫,୦୦୦ରୁ ୫୦,୦୦୦ ଶିଶୁଙ୍କ ମଧ୍ୟରୁ ଜଣେ ପ୍ରଭାବିତ ହୁଏ | [] ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ପ୍ରଭାବିତ କରିଥାଏ | [] ଏହାକୁ ପ୍ରଥମେ ୧୯୬୩ ମସିହାରେ ଜେରୋମ ଲେଜେଉନ ବର୍ଣ୍ଣନା କରିଥିଲେ।[] [] ଫ୍ରାନ୍ସ ଭାଷାରେ ଏହାର ନାମ ହେଉଛି " ବିଲେଇ କାନ୍ଦ" ।[]

  1. 1 2 3 4 5 6 7 8 "Cri du chat syndrome | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 18 March 2021. Retrieved 25 March 2021.
  2. 1 2 3 4 "Cri du Chat Syndrome". NORD (National Organization for Rare Disorders). 2017. Retrieved 25 March 2021.
  3. Cerruti Mainardi, Paola (2006). "[No title found]". Orphanet Journal of Rare Diseases. 1 (1): 33. doi:10.1186/1750-1172-1-33.{{cite journal}}: CS1 maint: unflagged free DOI (link)
  4. 1 2 3 4 ଆଧାର ଭୁଲ: ଅଚଳ <ref> ଚିହ୍ନ; Geno2017 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. 1 2 3 "Learning About Cri du Chat". www.genome.gov. Retrieved 2015-12-10.
  6. 1 2 3 4 "Cri du chat syndrome | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 18 March 2021. Retrieved 25 March 2021.
  7. 1 2 "Cri du Chat Syndrome". NORD (National Organization for Rare Disorders). 2017. Retrieved 25 March 2021.
  8. Lejeune J, Lafourcade J, Berger R (1963). "[3 Cases of partial deletion of the short arm of chromosome 5]". C. R. Acad. Sci. (in ଫରାସୀ). 257: 3098–102. PMID 14095841. {{cite journal}}: Unknown parameter |displayauthors= ignored (|display-authors= suggested) (help)