ସମ୍ବଲପୁରୀ କଥାଚିତ୍ର
ଦେଖଣା
(କୋଷଳୀ ଭାଷା ଫିଲ୍ମରୁ ଲେଉଟି ଆସିଛି)
ସମ୍ବଲପୁରୀ ଭାଷାରେ ପ୍ରଥମ ମୁକ୍ତି ଲାଭ କରିଥିବା ଫିଲ୍ମ ହେଲା ଭୁଖା ।[୧] ଏହା ୧୯୮୯ମସିହାରେ ମୁକ୍ତି ଲାଭ କରି ଥିଲା । ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଗୀଜନ ଅନ୍ତର୍ଜାତିକ ଫିଲ୍ମ ଫେସ୍ତିଭାଲରେ ଜୁରୀ ପୁରସ୍କାର ମଧ୍ୟ ଲାଭ କରିଥିଲା । 'ଉଲୁଗୁଲାନ' ନାମକ ଔ ଏକ କୋଷଳୀ ଭାସିଯା ଫିଲ୍ମ ନିର୍ମିତ ହୋଇ ମୁକ୍ତିଲାଭ ଅପେଚ୍ତାରେ ଅଛି । ଏହା ପୂର୍ଣ ବାସୀ ସାହୁଙ୍କଦ୍ୱାରା ନିର୍ମିତ ହେଇ ନିର୍ଦ୍ଦେଶକ ମହମ୍ମଦ ହୁସେନଙ୍କଦ୍ୱାରା ନିର୍ଦ୍ଦେଶିତ । ଏହା ଏକ ଏଇତିହାସିକ ପୃଷ୍ଠଭୂମି ଉପରେ ଆଧାରିତ କାହାଣୀକୁ ନେଇ ତିଆରି ହୋଇଛି । 18ତମ ଶତାବ୍ଦୀରେ ନାଗପୁରର ମରାଠୀ ଶାସକମାନଙ୍କ କ୍ରୁରତାକୁ ନେଇ ଏହା ଆଧାରିତ । .
ସମ୍ବଲପୁରୀ ଭାଷାରେ ନିର୍ମିତ ସିନେମାମାନଙ୍କର ତାଲିକା
[ସମ୍ପାଦନା]- ଭୁଖା -୧୯୮୯
- ରାଜା ହିନ୍ଦୁସ୍ଥାନୀ (ନିର୍ଦ୍ଧେଶନା- ଯୁଗଲ ସାହୁ )
- ଶୋଲେ (ନିର୍ଦ୍ଧେଶନା- ଯୁଗଲ ସାହୁ )
- ଉଲୁଗୁଲାନ -୨୦୧୦
- ସମୟର ଖେଳ -୨୦୧୧
- ଚିନୀ
- ଅଲାର , -୨୦୧୨
- ଶଳା ବୁଢ଼ା -୨୦୧୩
- ଆଦିମ ବିଚାର -୨୦୧୪ -( ଅସବ୍ୟସଚି ମହାପାତ୍ରଙ୍କଦ୍ୱାରା ନିର୍ଦ୍ଦେଶିତ , ଜାତୀୟ ପୁରସ୍କାର ପ୍ରାପ୍ତ )
- ସାହା ମତେ ମାଁ ସମଲେଇ -୨୦୧୫
- ମନୁଷ- ଧନଞ୍ଜୟ ତ୍ରିପାଠୀଙ୍କ ନିର୍ମିତ ଓ ଶାନ୍ତନୁ ଦାଶଙ୍କ ନିରଶେଷିତ