କୋଶଳ କ୍ରାନ୍ତି ଦଳ
କୋଶଳ କ୍ରାନ୍ତି ଦଳ (KKD) ଏକ ଆଞ୍ଚଳିକ ରାଜନୈତିକ ଦଳ । ଏହା ଭାରତୀୟ ରାଜ୍ୟ ଓଡ଼ିଶାର ପଶ୍ଚିମାଞ୍ଚଳରେ ରହିଛି ଓ ଏହାର ମୂଳ ଲକ୍ଷ୍ୟ ଓଡ଼ିଶାର ବିଭାଜନ କରି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା ।
ଇତିହାସ
[ସମ୍ପାଦନା]ବିଭିନ୍ନ ସଂବାଦପତ୍ର ସୂଚନା ଅନୁସାରେ ଏହି ଦଳ 2007 ମସିହାରେ ଗଠନ ହେଇଥିଲା । [୧] ଦଳର ସମ୍ପାଦକ ବୈଦ୍ୟନାଥ ମିଶ୍ରଙ୍କ କହିବା ଅନୁସାରେ ଭାରତୀୟ ଜାତୀୟ ନିର୍ବାଚନ କମିଶନଙ୍କଦ୍ୱାରା ଏହା ଏକ ରାଜନୈତିକ ଦଳ ହିସାବରେ ସ୍ୱୀକୃତ ଓ ଏହା 2007 ମସିହାରୁ ବିହୀନନା ନିର୍ବାଚନରେ ଅଂଶ ଗ୍ରହଣ କରି ଆସୁଛି । ଏହି ଦଳର ଦାବି ଅନୁସାରେ ପଶ୍ଚିମ ଓଡ଼ିଶାର 10 ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର ଅଥମଲ୍ଲିକ ସବ ଡିଭିଜନକୁ ନେଇ କୋଶଳ ରାଜ୍ୟ ଗଠନର ଦାବି ହଉଛି । ଏହି ଅଞ୍ଚଳ ବିଗତ 60 ବର୍ଷ ଧରି ଅର୍ଥନୈତିକ ଅବହେଳାର ଶିକାର ହେଇଥିବାର ଅଭିଯୋଗ ଦଳ ତରଫରୁ କରାଯାଇଥାଏ ।
2013 ମସିହା ସୁଦ୍ଧା ଏହି 10ଟି ଜିଲ୍ଲାରେ ବିଭିନ୍ନ ସମୟରେ ଏଥିପାଇଁ ବ୍ୟାପକ ଭାବରେ ଆନ୍ଦୋଳନ ଚାଲି ଆସିଛି ଓ ଅଞ୍ଚଳର ଜନସାଧାରଣଙ୍କ ସ୍ୱୀକୃତି ହାସଲ କରିଛି । ଆନ୍ଧ୍ରା ପ୍ରଦେଶର ତେଲେଙ୍ଗନା ବିଭାଜନ ପରେ ଏହି ଆନ୍ଦୋଳନ ଜୋର ଧରିଥିବାର ଜଣା ପଡେ ।
ମୁଖ୍ୟ ଦାବି ସମୂହ
[ସମ୍ପାଦନା]ପୁନଶ୍ଚ ଦେଖଣା
[ସମ୍ପାଦନା]- Kosal state movement
- Kosli language movement
- Kosalananda Kavya
- Prem Ram Dubey
ଆଧାର
[ସମ୍ପାଦନା]- ↑ "Regional party Kosal Kranti floated in Orissa". Archived from the original on 2014-05-31. Retrieved 2016-12-02.
- ↑ ‘Kosal Dal could be political alternative in W Odisha’[permanent dead link]
- ↑ [Recognise Kosli language for the development of Western Orissa http://orissadiary.com/sambalpur/ShowDistrictNews.asp?id=32244 Archived 2012-05-14 at the Wayback Machine.]
- ↑ "KKD seminar demands 2nd State reorganisation panel". Archived from the original on 2016-03-04. Retrieved 2016-12-02.
ବାହାର ଲିଙ୍କ
[ସମ୍ପାଦନା]- Kosal Kranti Dal will hold a national seminar on smaller states on July 8 at Sambalpur Archived 2013-01-30 at Archive.is
- Demand of Kosal state Archived 2017-02-07 at the Wayback Machine.
- Kosal Kranti Dal observes Utkal Divas as ‘black day’ Archived 2016-03-04 at the Wayback Machine.
- Many stage rally for a separate Kosal state Archived 2009-12-27 at the Wayback Machine.
- Cry for Kosal state