କୋଲ୍ଲମ ଜଙ୍କସନ ରେଳ ଷ୍ଟେସନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
କୋଲ୍ଲମ ଜଙ୍କସନ ରେଳ ଷ୍ଟେସନ native_name=കൊല്ലം ജംഗ്ഷന്‍
Junction station
Kollam railway station collage.jpg
From Top: Entrance of Kollam Junction Railway Station, A MEMU train at Kollam railway station, Foot over bridge, Name board of the station, Kollam MEMU Shed building
Station statistics
Address Kollam, Kollam District, Kerala
India
Coordinates 8°53′10″N 76°35′42″E / 8.8860°N 76.5951°E / 8.8860; 76.5951Coordinates: 8°53′10″N 76°35′42″E / 8.8860°N 76.5951°E / 8.8860; 76.5951
Elevation ୬.୭୪ metres (୨୨.୧ ft)
Lines Kollam Junction-Thiruvananthapuram Central
Kollam Junction-Ernakulam Junction (via Alappuzha and Kottayam)
Kollam Junction-Punalur-Sengottai-Thenkasi Junction
Connections Taxi Stand, Pre-paid Auto service
Structure Standard (on ground station)
Platforms 6 (1A,1,2,3,4,5)
Tracks 17
Parking Available
Bicycle facilities Available
Other information
Opened ଜୁନ 1, 1904; ଆଗରୁ (1904-06-01)
Electrified 25 kV AC 50 Hz
Accessible ଛାଞ୍ଚ:Access icon
Code QLN
Zone(s) Southern Railway zone
Division(s) Thiruvananthapuram
Owned by Indian Railways
Operator Southern Railway zone
Station status Functioning
Traffic
Passengers (2014-15) 23,350 per day[୧]
Services

ଛାଞ୍ଚ:S-rail-start Computerized Ticketing Counters Railway Police Force Parking Disabled Access Pedestrian Foot Overbridge Free Wi-Fi Food Plaza Kiosks WC Taxi Stand Public Transportation

|}

ଏଠାରୁ ଭାରତର ସମସ୍ତ ବୃହତ ସହରକୁ ଯୋଗାଯୋଗ ସମ୍ଭବ ହେଇଛି ।

କୋଲ୍ଲାମ ଜଙ୍କସନ ରେଳ ଷ୍ଟେସନ (station code: QLN)ଭାରତୀୟ ରାଜ୍ୟ କେରଲର କୋଲ୍ଲମ ସହରରେ ଥିବା କେରଲର ଦ୍ଵିତୀୟ ବୃହତ୍ତମ ରେଳ ଜଙ୍କସନ । ଏହା ରାଜ୍ୟର ଏକ ପୁରାତନ ଷ୍ଟେସନ ହେବାସହ ଭାରତର ଦୀର୍ଘତମ ପ୍ଲାଟଫର୍ମ ଏଠାରେ ରହିଛି ।[୨][୩][୪]


ଇତିହାସ [ସମ୍ପାଦନା]

Kollam railway station in 1905

 ଏହା ଭାରତୀୟ ରେଳ ସହ ସଂଯୁକ୍ତ ହେବାରେ କେରାଲର ପଞ୍ଚମ ସ୍ଥାନ ଥିଲା ।ପୂର୍ବରୁ ତ୍ରଭଙ୍କୋରେ ରାଜ୍ୟର ମୁଖ୍ୟ ବାଣିଜ୍ୟ ସ୍ଥଳ ଥିବା କୋଲ୍ଲମକୁ ରେଳ ସଂଯୋଗ ପାଇଁ 1873 ମସିହାରେ ଯୋଜନା ହେଇ 1900 ମସିହାରେ ଏଥିପାଇଁ ସଭେୟ ସମାପ୍ତ ହେଇଥିଲା । 1904 ମସିହାରେ ଏହାର ଷ୍ଟେସନକୁ ତ୍ରଭଙ୍କୋର ରାଜା ତିରୁନାକ ରାମା ବର୍ମା   ଉଦ୍ଘାଟନ କରିଥିଲେ । [୫] Tପ୍ରଥମେ ଏକ ମିଟର ଗାଜ ଲାଇନ ନିର୍ମିତ ହେଇଥିଲା । ଏହା ତ୍ରିଭାନ୍ଦ୍ରମକୁ 1918 ମସିହାରେ ପରିବର୍ଧିତ ହେଇଥିଲା ।1975 ମସିହାରେ ଏହାକୁ ବ୍ର୍ଯାଡ ଗାଜରେ ପରିଣତ କରଯାଇଥିଲା ।   .

ନିକଟସ୍ଥ ଅନ୍ୟ ଷ୍ଟେସନ ସବୁ [ସମ୍ପାଦନା]

No. Station Area Distance from Kollam
1 Perinad North Kollam 9.1 km
2 Karunagappalli North Kollam 27.1 km
3 Ochira North Kollam 34.8 km
4 Kilikollur East Kollam 5.6 km
5 Chandanathoppe East Kollam 7.3 km
6 Kundara East Kollam 12.7 km
7 Eravipuram South Kollam 4.6 km
8 Mayyanad South Kollam 8.9 km
9 Paravur South Kollam 12.4 km

ପୁନଶ୍ଚ ଦେଖଣା [ସମ୍ପାଦନା]

  • Kollam MEMU Shed
  • Karunagappalli railway station
  • Punalur
  • Kollam-Thiruvananthapuram trunk line
  • Kollam-Sengottai railway line
  • Railway platform
  • Kutch Gurjar Kshatriyas contributions to the Indian railways

ଗେଲେରୀ [ସମ୍ପାଦନା]

ଆଧାର ସମୂହ [ସମ୍ପାଦନା]