କୋଲେଷ୍ଟିପୋଲ
| Clinical data | |
|---|---|
| Pronunciation | koe les' ti pol[୧] |
| Trade names | Colestid, Cholestabyl, others |
| Synonyms | Colestipol hydrochloride |
| AHFS/Drugs.com | monograph |
| MedlinePlus | a682157 |
| Pregnancy category |
|
| Routes of administration | By mouth (suspension or tablets) |
| Legal status | |
| Legal status |
|
| Pharmacokinetic data | |
| Bioavailability | None |
| Excretion | Faeces, in complex with bile acids |
| Identifiers | |
| |
| ECHA InfoCard | 100.123.044 |
| Chemical and physical data | |
| Formula | (C4H10N3)m(C3H6O)n |
| (verify) | |
କୋଲେଷ୍ଟିପୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କୋଲେଷ୍ଟିଡ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତକୋଲେଷ୍ଟ୍ରେରଲ, ପିତ୍ତ ପ୍ରଣାଳୀ ଅବରୋଧ ଏବଂ ଯକୃତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨][୧] ଯକୃତ ରୋଗରେ ଏହା ଗଲୁ କମାଇବା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ହୁଏ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ବି ଦ୍ରବଣୀୟ ଜୀବସାର ଅଭାବ ହୋଇପାରେ ।[୨] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ପିତ୍ତ ଅମ୍ଳ ସିକ୍ୱେଷ୍ଟ୍ରାଣ୍ଟ । [୨] ଏହା ଅନ୍ତନଳୀରେ ଥିବା ପିତ୍ତ ଅମ୍ଳକୁ ବାନ୍ଧେ ଏବଂ ପୁନଃ ଅବଶୋଷଣ ରୋକିଥାଏ ।[୧] ଏହା ଯୋଗୁ ପିତ୍ତ ପରିମାଣ ହ୍ରାସ ହୋଇ ଯକୃତଦ୍ୱାରା କମ୍ କୋଲେଷ୍ଟେରୋଲ ତିଆରି ହୁଏ ।[୧]
୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କୋଲେଷ୍ଟିପୋଲକୁ ଅନୁମୋଦନ କରାଯାଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଜ୍ୟରେ ଏହି ଔଷଧର ୫ ଗ୍ରାମ ବିଶିଷ୍ଟ ୩୦ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୫ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୧ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Colestipol". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 6 January 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Colestipol Monograph for Professionals". Drugs.com (in ଇଂରାଜୀ). Archived from the original on 17 January 2021. Retrieved 6 January 2022.
- ↑ "Colestipol Use During Pregnancy". Drugs.com (in ଇଂରାଜୀ). Archived from the original on 30 November 2020. Retrieved 6 January 2022.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 212. ISBN 978-0857114105.
- ↑ "Colestipol Prices, Coupons & Savings Tips - GoodRx". GoodRx. Archived from the original on 17 August 2021. Retrieved 6 January 2022.