Jump to content

କୋବିମେଟିନିବ

ଉଇକିପିଡ଼ିଆ‌ରୁ
କୋବିମେଟିନିବ
Clinical data
Pronunciation/ˌkbɪˈmɛtɪnɪb/ KOH-bim-ET-i-nib
Trade namesCotellic
SynonymsGDC-0973, XL-518
AHFS/Drugs.commonograph
MedlinePlusa615057
data
Pregnancy
category
  • AU: D
    Routes of
    administration
    By mouth (tablets)[]
    Legal status
    Legal status
    Pharmacokinetic data
    Bioavailabilityreported from 28%[] to 46%[]
    Protein binding95%[]
    MetabolismIntestinal and low liver clearance (mostly CYP3A4 oxidation and UGT2B7 glucuronidation)[][]
    Elimination half-life44 hours (mean)[]
    ExcretionFeces (76–77%), urine (17.9–18%) (after oral and IV administration)[][]
    Identifiers
    • (S)-[3,4-Difluoro-2-(2-fluoro-4-iodophenylamino)phenyl] [3-hydroxy-3-(piperidin-2-yl)azetidin-1-yl] methanone
    Chemical and physical data
    FormulaC21H21F3IN3O2
    Molar mass୫୩୧.୩୨ g·mol−1
    3D model (JSmol)
    • C1CCN[C@@H](C1)C2(CN(C2)C(=O)C3=C(C(=C(C=C3)F)F)NC4=C(C=C(C=C4)I)F)O
    • InChI=1S/C21H21F3IN3O2/c22-14-6-5-13(19(18(14)24)27-16-7-4-12(25)9-15(16)23)20(29)28-10-21(30,11-28)17-3-1-2-8-26-17/h4-7,9,17,26-27,30H,1-3,8,10-11H2/t17-/m0/s1
    • Key:BSMCAPRUBJMWDF-KRWDZBQOSA-N

    କୋବିମେଟିନିବ (ଇଂରାଜୀ ଭାଷାରେ Cobimetinib), ଅନ୍ୟମାନଙ୍କ ମଧ୍ୟରେ କୋଟେଲିକ ବେପାର ନାମରେ ବିକ୍ରି ହେଉଛି, ଏକ ଔଷଧ ଯାହା ମେଲାନୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ବିଆରଏଏଫ ଭି୬୦୦କେ (BRAF V600E) କିମ୍ବା ଭି୬୦୦କେ (V600K) ମ୍ୟୁଟେସନ୍ ସହିତ ଆଗେଇ ଯାଇଥିବା ରୋଗ ପାଇଁ ବ୍ୟବହୃତ ହୁଏ ।[] ଏହା ଭେମୁରାଫେନିବ ସହିତ ଏକତ୍ର ବ୍ୟବହୃତ ହୁଏ ।[] ଯୁକ୍ତରାଜ୍ୟରେ ଏହାର ବ୍ୟବହାରକୁ ସୁପାରିଶ କରାଯାଏ ନାହିଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ଅଇ, ଜ୍ୱର, ଆତପଦାହ, ଯକୃତ ସମସ୍ୟା କିମ୍ବା ମାଂସପେଶୀ ନଷ୍ଟ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, କାର୍ଡ଼ିଓମାୟୋପାଥି ଏବଂ ରେଟିନା ଶିରା ଅବରୋଧ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଏମଇକେ (MEK) ପ୍ରତିରୋଧକ ।[]

    ୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ କୋବିମେଟିନିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ପାଇଁ ୨୦୨୧ ସୁଦ୍ଧା ୪୨୭୫ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୩୦୦ ଡଲାର ଅଟେ ।[]

    1. 1 2 3 4 5 6 7 8 9 10 11 12 13 14 15 "Cotellic- cobimetinib tablet, film coated". DailyMed. 5 November 2019. Archived from the original on 4 August 2020. Retrieved 19 October 2020.
    2. 1 2 3 "Cotellic". Archived from the original on 20 January 2021. Retrieved 6 January 2022.
    3. 1 2 Takahashi RH, Choo EF, Ma S, Wong S, Halladay J, Deng Y, et al. (January 2016). "Absorption, Metabolism, Excretion, and the Contribution of Intestinal Metabolism to the Oral Disposition of [14C]Cobimetinib, a MEK Inhibitor, in Humans". Drug Metabolism and Disposition. 44 (1): 28–39. doi:10.1124/dmd.115.066282. PMID 26451002.
    4. Choo E, Takahashi R, Rooney I, Gates M, Deng A, Musib L (January 30, 2014). "Abstract B160: Assessing Human Absorption, Metabolism, Routes of Excretion and the Contribution of Intestinal Metabolism to the Oral Clearance of Cobimetinib, a MEK Inhibitor". Molecular Cancer Therapeutics. 12 (11 Supplement): B160. doi:10.1158/1535-7163.TARG-13-B160.
    5. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 1019. ISBN 978-0857114105.
    6. "Cotellic Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 6 January 2022.