କୋଟା ଭାଷା ( ଭାରତ)

ଉଇକିପିଡ଼ିଆ ରୁ
Jump to navigation Jump to search
Kota
Kō mānt
କେଉଁ ଅଞ୍ଚଳର: India
ଅଞ୍ଚଳ Nilgiri Hills
ଆଞ୍ଚଳିକତା Kotas
କହୁଥିବା ଲୋକସଂଖ୍ୟା ୯୩୦
ଭାଷା ପରିବାର
ଭାଷା କୋଡ଼
ISO 639-3 kfe

କୋଟା ଏକ ଦ୍ରାବିଡିୟ ଭାଷା ।ଭାରତୀୟ ରାଜ୍ୟ ତାମିଲନାଡୁର ନିଳଗିରି ପାର୍ବତ୍ଯ ଅଞ୍ଚଳରେ ରହୁଥିବା 900 ପାର୍ବତ୍ଯ ଅଧିବାଶୀ ଏହାକୁ ଏବେ ମଧ୍ୟ ବ୍ୟବହାର କରିଥାନ୍ତି । 19 ଶ ଶତାବ୍ଦୀରେ କୋଟା ଅଞ୍ଚଳର ଆଦିବାସୀ ଲୋକ ମାନେ ଏହାକୁ ବ୍ୟବହାର କରୁଥିଲେ । ଓ ତାଙ୍କର ସଂଖ୍ୟା 1100 ଥିଲା ବୋଲି ଜଣାଯାଏ ।  [୧]1990 ମସିହାରେ ସେ ଅଞ୍ଚଳରେ 1400 ଅଧିବାସୀଙ୍କ ମଧ୍ୟରୁ ଏହି ଭାଷାରେ 930 ଜଣ କଥାବାର୍ତା କରୁଥିଲେ । [୨] Tନିକଟବରତି ଅନନ୍ୟ ଭାଷା ମାନଙ୍କ ଉନ୍ନତି ହେତୁ ଏହି ଭାଷା ଅବଲୁପ୍ତ ହେବାର ସଙ୍କଟରେ ରହିଛି । [୩] କୋଟା ଭାଷା ପୁରାତନ କାନ୍ନାଡ଼ା ଭାଷାରୁ ବାହାରିଥିଲା ଓ 'ତୋଡା" ଭାଷା ସହ ତାର ସାମଞ୍ଜସ୍ୟ ରହିଥାଏ । ଦ୍ରାବିଡିୟା ଭାଷାରେ "ତୋ" ପାର୍ବତ୍ଯ ଅଞ୍ଚଳକୁ ବୁଝାଏ । [୪][୫]

ସ୍ଵରତନ୍ତ୍ର [ସମ୍ପାଦନା]

Consonants[୬]
Labial Dental Alveolar Retroflex Palatal Velar
Plosive voiceless p t ʈ c (t͡ʃ) k
voiced b d ɖ ɟ (d͡ʒ) ɡ
Nasal m ɳ ɲ
Approximant central ʋ j
lateral l ɭ
Tap ɾ ɽ
Fricative s

[ɳ] and [z] occur in free variation with /c (t͡ʃ)/ and /ɟ (d͡ʒ)/. [ʂ] occurs as an allophone of /s/ before retroflexes.

ଆଧାର ସମୂହ [ସମ୍ପାଦନା]

  1. Caldwell, Robert. 1875.
  2. Kota at Ethnologue (18th ed., 2015)
  3. Prema, S. n.d.
  4. Raju, Jamuna (30 June 2012). "The Kota Tribes of Nilgiris". Breeks Chatter. 
  5. Narasimhacharya, R. (୧୯୯୦). History of Kannada Language. New Delhi, Madras: Asian Educational Services. p. ୩୭. ISBN ୯୭୮୮୧୨୦୬୦୫୫୯୬. 
  6. Krishnamurti, Bhadriraju (୨୦୦୩). The Dravidian languages (null ed.). Cambridge: Cambridge University Press. p. ୫୩. ISBN ୯୭୮-୦-୫୧୧-୦୬୦୩୭-୩. 

ପୁନଶ୍ଚ ପଠନ [ସମ୍ପାଦନା]

ବାହ୍ୟ ଆଧାର ସବୁ [ସମ୍ପାଦନା]