Jump to content

କୋଟା ଭାଷା ( ଭାରତ)

ଉଇକିପିଡ଼ିଆ‌ରୁ
Kota
Kō mānt
ମାତୃଭାଷା ଅଞ୍ଚଳIndia
ଅଞ୍ଚଳNilgiri Hills
ଜାତିସତ୍ତାKotas
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
ଭାଷା କୋଡ୍
ISO ୬୩୯-୩kfe
ELPKota (India)

କୋଟା ଏକ ଦ୍ରାବିଡିୟ ଭାଷା ।ଭାରତୀୟ ରାଜ୍ୟ ତାମିଲନାଡୁର ନିଳଗିରି ପାର୍ବତ୍ଯ ଅଞ୍ଚଳରେ ରହୁଥିବା 900 ପାର୍ବତ୍ଯ ଅଧିବାଶୀ ଏହାକୁ ଏବେ ମଧ୍ୟ ବ୍ୟବହାର କରିଥାନ୍ତି । 19 ଶ ଶତାବ୍ଦୀରେ କୋଟା ଅଞ୍ଚଳର ଆଦିବାସୀ ଲୋକମାନେ ଏହାକୁ ବ୍ୟବହାର କରୁଥିଲେ । ଓ ତାଙ୍କର ସଂଖ୍ୟା 1100 ଥିଲା ବୋଲି ଜଣାଯାଏ ।[୨]1990 ମସିହାରେ ସେ ଅଞ୍ଚଳରେ 1400 ଅଧିବାସୀଙ୍କ ମଧ୍ୟରୁ ଏହି ଭାଷାରେ 930 ଜଣ କଥାବାର୍ତା କରୁଥିଲେ । [୧] Tନିକଟବରତି ଅନନ୍ୟ ଭାଷାମାନଙ୍କ ଉନ୍ନତି ହେତୁ ଏହି ଭାଷା ଅବଲୁପ୍ତ ହେବାର ସଙ୍କଟରେ ରହିଛି । [୩] କୋଟା ଭାଷା ପୁରାତନ କାନ୍ନାଡ଼ା ଭାଷାରୁ ବାହାରିଥିଲା ଓ 'ତୋଡା" ଭାଷା ସହ ତାର ସାମଞ୍ଜସ୍ୟ ରହିଥାଏ । ଦ୍ରାବିଡିୟା ଭାଷାରେ "ତୋ" ପାର୍ବତ୍ଯ ଅଞ୍ଚଳକୁ ବୁଝାଏ । [୪][୫]

ସ୍ୱରତନ୍ତ୍ର 

[ସମ୍ପାଦନା]
Consonants[୬]
Labial Dental Alveolar Retroflex Palatal Velar
Plosive voiceless p t̪ t ʈ c (t͡ʃ) k
voiced b d̪ d ɖ ɟ (d͡ʒ) ɡ
Nasal m n̪ ɳ ɲ
Approximant central ʋ j
lateral l ɭ
Tap ɾ ɽ
Fricative s

[ɳ] and [z] occur in free variation with /c (t͡ʃ)/ and /ɟ (d͡ʒ)/. [ʂ] occurs as an allophone of /s/ before retroflexes.

ଆଧାର 

[ସମ୍ପାଦନା]
  1. 1 2 Kota at Ethnologue (18th ed., 2015) ଆଧାର ଭୁଲ: Invalid <ref> tag; name "e18" defined multiple times with different content.
  2. ↑ Caldwell, Robert. 1875.
  3. ↑ Prema, S. n.d.
  4. ↑ Raju, Jamuna (30 June 2012). "The Kota Tribes of Nilgiris". Breeks Chatter. Archived from the original on 2 April 2019. Retrieved 31 December 2016.
  5. ↑ Narasimhacharya, R. (1990). History of Kannada Language. New Delhi, Madras: Asian Educational Services. p. 37. ISBN 9788120605596.
  6. ↑ Krishnamurti, Bhadriraju (2003). The Dravidian languages (null ed.). Cambridge: Cambridge University Press. p. 53. ISBN 978-0-511-06037-3.

ପୁନଶ୍ଚ ପଠନ 

[ସମ୍ପାଦନା]

ବାହ୍ୟ ଆଧାର ସବୁ 

[ସମ୍ପାଦନା]