କୋଟା ଭାଷା ( ଭାରତ)
ଦେଖଣା
Kota | |
---|---|
Kō mānt | |
Native to | India |
ଅଞ୍ଚଳ | Nilgiri Hills |
ଜାତିସତ୍ତା | Kotas |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] |
ଭାଷା କୋଡ୍ | |
ISO ୬୩୯-୩ | kfe |
ELP | Kota (India) |
କୋଟା ଏକ ଦ୍ରାବିଡିୟ ଭାଷା ।ଭାରତୀୟ ରାଜ୍ୟ ତାମିଲନାଡୁର ନିଳଗିରି ପାର୍ବତ୍ଯ ଅଞ୍ଚଳରେ ରହୁଥିବା 900 ପାର୍ବତ୍ଯ ଅଧିବାଶୀ ଏହାକୁ ଏବେ ମଧ୍ୟ ବ୍ୟବହାର କରିଥାନ୍ତି । 19 ଶ ଶତାବ୍ଦୀରେ କୋଟା ଅଞ୍ଚଳର ଆଦିବାସୀ ଲୋକମାନେ ଏହାକୁ ବ୍ୟବହାର କରୁଥିଲେ । ଓ ତାଙ୍କର ସଂଖ୍ୟା 1100 ଥିଲା ବୋଲି ଜଣାଯାଏ ।[୨]1990 ମସିହାରେ ସେ ଅଞ୍ଚଳରେ 1400 ଅଧିବାସୀଙ୍କ ମଧ୍ୟରୁ ଏହି ଭାଷାରେ 930 ଜଣ କଥାବାର୍ତା କରୁଥିଲେ । [୧] Tନିକଟବରତି ଅନନ୍ୟ ଭାଷାମାନଙ୍କ ଉନ୍ନତି ହେତୁ ଏହି ଭାଷା ଅବଲୁପ୍ତ ହେବାର ସଙ୍କଟରେ ରହିଛି । [୩] କୋଟା ଭାଷା ପୁରାତନ କାନ୍ନାଡ଼ା ଭାଷାରୁ ବାହାରିଥିଲା ଓ 'ତୋଡା" ଭାଷା ସହ ତାର ସାମଞ୍ଜସ୍ୟ ରହିଥାଏ । ଦ୍ରାବିଡିୟା ଭାଷାରେ "ତୋ" ପାର୍ବତ୍ଯ ଅଞ୍ଚଳକୁ ବୁଝାଏ । [୪][୫]
ସ୍ୱରତନ୍ତ୍ର
[ସମ୍ପାଦନା]Labial | Dental | Alveolar | Retroflex | Palatal | Velar | ||
---|---|---|---|---|---|---|---|
Plosive | voiceless | p | t̪ | t | ʈ | c (t͡ʃ) | k |
voiced | b | d̪ | d | ɖ | ɟ (d͡ʒ) | ɡ | |
Nasal | m | n̪ | ɳ | ɲ | |||
Approximant | central | ʋ | j | ||||
lateral | l | ɭ | |||||
Tap | ɾ | ɽ | |||||
Fricative | s |
[ɳ] and [z] occur in free variation with /c (t͡ʃ)/ and /ɟ (d͡ʒ)/. [ʂ] occurs as an allophone of /s/ before retroflexes.
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Kota at Ethnologue (18th ed., 2015) ଆଧାର ଭୁଲ: Invalid
<ref>
tag; name "e18" defined multiple times with different content - ↑ Caldwell, Robert. 1875.
- ↑ Prema, S. n.d.
- ↑ Raju, Jamuna (30 June 2012). "The Kota Tribes of Nilgiris". Breeks Chatter. Archived from the original on 2 April 2019. Retrieved 31 December 2016.
- ↑ Narasimhacharya, R. (1990). History of Kannada Language. New Delhi, Madras: Asian Educational Services. p. 37. ISBN 9788120605596.
- ↑ Krishnamurti, Bhadriraju (2003). The Dravidian languages (null ed.). Cambridge: Cambridge University Press. p. 53. ISBN 978-0-511-06037-3.