କେଥ୍ ହେରିଙ୍ଗ୍
ଦେଖଣା
| କେଥ୍ ହେରିଙ୍ଗ୍ | |
|---|---|
| ଜନ୍ମ ନାଆଁ | କେଥ୍ ଆଲେନ୍ ହେରିଙ୍ଗ୍ |
| ଜନ୍ମ | ମଇ ୪, ୧୯୫୮ Reading, Pennsylvania |
| ମୃତ୍ୟୁ | ଫେବୃଆରୀ ୧୬, ୧୯୯୦ (ବୟସ ୩୧) New York City, New York |
| ବିଭାଗ | Pop art, graffiti art |
| ପ୍ରଶିକ୍ଷଣ | The Ivy School of Professional Art (Pittsburgh) School of Visual Arts (New York) |
| ଆନ୍ଦୋଳନ | AIDS awareness |
| କାମସବୁ | "Crack is Wack" |
| କାହାଦେଇ ପ୍ରଭାବିତ | Dr. Seuss, Walt Disney, Allen Haring (his father), William S. Burroughs, Pierre Alechinsky,[୧] |
| ପୁରସ୍କାର | The Art Award |
| ବେବସାଇଟ | haring |

କେଥ୍ ହେରିଙ୍ଗ୍ (ମଈ ୪, ୧୯୫୮ - ଫେବୃୟାରୀ ୧୬, ୧୯୯୦) ଜଣେ ଆମେରିକୀୟ କଳାକାର ଥିଲେ । ସେ ୧୯୮୦ ଦଶକରେ ପପ୍ କଳା ଓ ଗ୍ରାଫିଟ୍ଟି କଳାର ମିଶ୍ରଣ ଯୋଗୁ ପ୍ରସିଦ୍ଧ ଥିଲେ । ସେ ସାଧାରଣତଃ ଉଜ୍ଜଳ ରଙ୍ଗ, ସରଳ କଳା ଓ ସାମାଜିକ ଘଟଣାକୁ ଆଧାର କରୁଥିଲେ । ହେରିଙ୍ଗ୍ ଶିଶୁମାନଙ୍କ ବିକାଶ ପାଇଁ ସଂଗଠନମାନଙ୍କୁ ଦାନ କରୁଥିଲେ । ତାଙ୍କର କଳା ତାଙ୍କୁ ବିଶ୍ୱପ୍ରସିଦ୍ଧ କରିଥିଲା । ସେ ୧୯୯୦ରେ ଏଡ୍ସ୍ ରୋଗରେ ମୃତ୍ୟୁବରଣ କରିଥିଲେ । କେଥ୍ ହେରିଙ୍ଗ୍ ଫାଉଣ୍ଡେସନ୍ ୧୯୮୯ରେ ପ୍ରତିଷ୍ଠା ହୋଇଥିଲା, ଯାହା କଳା ଓ ଶିଶୁଙ୍କ କଲ୍ଯାଣ ପାଇଁ କାମ କରୁଛି ।
ଅନ୍ୟ ୱେବ୍ସାଇଟ୍
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;sheffନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।