କୃଷ୍ଣ ଚନ୍ଦ୍ର ପଣ୍ଡା
ଦେଖଣା
କୃଷ୍ଣ ଚନ୍ଦ୍ର ପଣ୍ଡା | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ସୁବାସ ଚନ୍ଦ୍ର ବାଗ |
ପର ଅଧିକାରୀ | ରମେଶ ଚନ୍ଦ୍ର ସିଂହ ଭୋଇ |
ନିର୍ବାଚନ ମଣ୍ଡଳୀ | ସଇଁତଳା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଅକ୍ଟୋବର ୧୯୧୬ |
ମୃତ୍ୟୁ | ୨୩ ମାର୍ଚ୍ଚ ୨୦୦୩ | (ବୟସ ୮୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ସରୋଜିନୀ ପଣ୍ଡା |
ବାପା/ବୋଉ | ସତ୍ୟାନନ୍ଦ ପଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
କୃଷ୍ଣ ଚନ୍ଦ୍ର ପଣ୍ଡା (୪ ଅକ୍ଟୋବର ୧୯୧୬ - ୨୩ ମାର୍ଚ୍ଚ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କୃଷ୍ଣ ଚନ୍ଦ୍ର ପଣ୍ଡା ୧୯୧୬ ମସିହାର ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସତ୍ୟାନନ୍ଦ ପଣ୍ଡା ଏବଂ ପତ୍ନୀଙ୍କ ନାମ ସରୋଜିନୀ ପଣ୍ଡା।[୧]
ରାଜନୈତିକ ଜୀବନ
[ସମ୍ପାଦନା]କୃଷ୍ଣ ଚନ୍ଦ୍ର ପଣ୍ଡା ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]କୃଷ୍ଣ ଚନ୍ଦ୍ର ପଣ୍ଡା ୨୦୦୩ ମସିହାର ମାର୍ଚ୍ଚ ୨୩ ତାରିଖରେ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Krushna Chandra Panda". odishaassembly.nic.in. Odisha Assembly. Retrieved 19 October 2021.