କୁକାପଲ୍ଲୀ ମନୀଷା
Appearance
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
Maneesha, Kukkapalli | |
---|---|
ବ୍ୟକ୍ତିଗତ ତଥ୍ୟ | |
ଜନ୍ମ | [୧] India | ୨୯ ଅପ୍ରେଲ ୧୯୯୫
ଦେଶ | ଭାରତ |
କେଉଁ ହାତ ବ୍ୟବହାର କରନ୍ତି | Right |
Women's & mixed doubles | |
ସର୍ବୋଚ୍ଚ ରାଙ୍କ | 82 (WD) 27 Oct 2016 72 (XD) 8 Dec 2016 |
BWF Profile |
କୁକାପଲ୍ଲୀ ମନୀଷା (ଜନ୍ମ ଏପ୍ରିଲ ୨୯, ୧୯୯୫ )ଜଣେ ଭାରତୀୟ ମହିଳା ବେଦମିଣ୍ଟନ ଖେଳାଳି । ସେ ବିଶେଷ ଭାବରେ ଡବଲ୍ସ ଓ ମିକ୍ସ୍ଡ ଦବଲ୍ଡ ଖେଳିଥାନ୍ତି । ସେ ସନଯୋଗୀତା ଘୋରପଡେ , ପି . ଭି . ସିନ୍ଧୁଙ୍କ ସହ ଯୋଡି ଭାବରେ ଖେଳିଥାନ୍ତି । .[୨] ତାଙ୍କର ମିକ୍ସ ଦବାଲ୍ସ ଯୋଡି ଭାବରେ ରଙ୍କିରାରେଡ୍ଡି ଓ ନନ୍ଦଗୋପାଳ ଆଦି ଖେଳିଥାନ୍ତି । .[୩]
କ୍ରୀଡ଼ା ଅବଦାନ
[ସମ୍ପାଦନା]ବିଶ୍ୱ ବେଡମିଣ୍ଟନ ଫେଡେରେସନ ତରଫରୁ ହାଉଥିବା BWF ଗ୍ରାଣ୍ଡ ପ୍ରିକସ୍କୁ ବିଶ୍ୱର ମର୍ଯ୍ୟାଦା ପୂର୍ଣ ବେଡମିଣ୍ଟନ ସିରିଜ କୁହାଯାଇଥାଏ । ଏହା ୨୦୦୭ ମସିହାରୁ ହେଇଆସୁଛି । ମନୀଷା ଏଥିରେ ନିୟମିତ ଅଂଶ ଗ୍ରହଣ କରାଇଥାନ୍ତି । ତାଙ୍କର ବିବ ବିଭିନ୍ନ ଅବଦାନ ସବୁ ହେଲା ,
ମିକ୍ସ ଦବଲ୍ସ ରେ
Year | Tournament | Partner | Opponent | Score | Result |
---|---|---|---|---|---|
2015 | Syed Modi International | Manu Attri | Riky Widianto |
17-21, 17-21 | 02 ! Runner-up |
- BWF Grand Prix Gold tournament
- BWF Grand Prix tournament
ମହିଳା ଦବଲ୍ସ ରେ
- BWF International Challenge tournament
- BWF International Series tournament
- BWF Future Series tournament
ପୁନଶ୍ଚ ଦେଖଣା
[ସମ୍ପାଦନା]- Indian Badminton League