କିଶୋର କୁମାର

ଉଇକିପିଡ଼ିଆ‌ରୁ
କିଶୋର କୁମାର
আভাষ কুমার গঙ্গোপাধ্যায়
Born
Abhas Kumar Ganguly

(1929-08-04)୪ ଅଗଷ୍ଟ ୧୯୨୯
Died୧୩ ଅକ୍ଟୋବର ୧୯୮୭(1987-10-13) (ବୟସ ୫୮)
Occupation(s)Singer, lyricist, composer, actor, film producer, director, screenwriter
Years active1946–1987
Spouse(s)Ruma Guha Thakurta (1950–1958)
Madhubala (1960–1969)
Yogeeta Bali (1975–1978)
Leena Chandavarkar
(1980–1987; his death)
ChildrenAmit Kumar
Sumit Kumar
RelativesAshok Kumar (brother)
Anoop Kumar (brother)
Sati Devi (sister)
See Ganguly family
See Mukherjee-Samarth family

କିଶୋର କୁମାର(୪ ଅଗଷ୍ଟ ୧୯୨୯-୧୩ ଅକ୍ଟୋବର ୧୯୮୭) ଭାରତୀୟ ବଲିଉଡର ଏକ ଧାରରେ ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ,ଲେଖକ,ପ୍ରଜଯୋକ,ନିର୍ଦ୍ଦେଶକ,ଫିଲ୍ମ ଲେଖକ ଥିଲେ । ହିନ୍ଦୀ ଭାଷା ବ୍ୟତୀତ ସେ ବଙ୍ଗାଳୀ, ଗୁଜରାଟୀ, କାନାଡା, ଭୋଜପୁରୀ, ମାଲୟାଲମ, ଓଡ଼ିଆଉର୍ଦ୍ଦୁ ଭାଷାରେ ମଧ୍ୟ କଣ୍ଠ ଦାନ କରିଛନ୍ତି । ୮ ଥର ସେ ଫିଲ୍ମ ଫେୟାର ଜିତି ରେକର୍ଡ ସୃଷ୍ଟି କରିଥିଲେ ଯାହା ଆଜି ପର୍ଜନ୍ତ୍ୟ ମଧ୍ୟ ରେକର୍ଡ କେହି ଭାଙ୍ଗି ପାରି ନାହାନ୍ତି । ମଧ୍ୟପ୍ରଦେଶ ସରକାରଙ୍କଠାରୁ ସେ ଲତା ମଙ୍ଗେସ୍କର ଆୱାର୍ଡ ପାଇଥିଲେ ଓ ସେହି ବର୍ଷଠାରୁ ମଧ୍ୟପ୍ରଦେଶ ସରକାର ଏକ ନୂଆ ପୁରସ୍କାର ଘୋଷଣା କରିଥିଲା ଯାହାର ନାମ ଥିଲା କିଶୋର କୁମାର ଆୱାର୍ଡ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

କିଶୋର କୁମାର ବଙ୍ଗାଳୀ ଗାଙ୍ଗୁଲୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା କୁଞ୍ଜଲାଲ ଗାଙ୍ଗୁଲୀ ପେଷାରେ ଜଣେ ଓକିଲ ଥିଲେ । ତାଙ୍କ ମାଙ୍କ ନାମ ଥିଲା ଗୌରି ଦେବୀ । ଚାରି ଭାଇ ଭଉଣୀ ଅଶୋକ,ସତୀ ଦେବୀ ଓ ଅନୁପ ଆଦିଙ୍କ ମଧ୍ୟରେ କିଶୋର ଥିଲେ ସାନ । ଅଶୋକ ଓ ଅନୁପ ଫିଲ୍ମ ହିରୋ ଥିଲେ । ଗିତିକାର କେ.ଲ ସଇଗଲ ତାଙ୍କ ଗୁରୁ ଥିଲେ । କ୍ରିଷ୍ଟିଆନ କଲେଜ, ଇନ୍ଦୋରରୁ ସେ ସ୍ନାତକ ହାସଲ କରିଥିଲେ ।

ଉପାଧି[ସମ୍ପାଦନା]

ଫିଲ୍ମ ଫେୟାର ଆୱାର୍ଡ

ବିଜେତା:

ବର୍ଷ ଗୀତ ଫିଲ୍ମ ସଙ୍ଗୀତ ନିର୍ଦ୍ଦେଶକ ଲେଖକ
୧୯୬୯ "ରୂପ୍ ତେରା ମାସ୍ତାନା'' ଆରାଧନା ସଚିନ ଦେବ ବର୍ମନ ଆନନ୍ଦ ବକ୍ସି
୧୯୭୫ "ଦିଲ୍ ଏସା କିସି ନେ ମାରା" ଅମାନୁଷ ଶ୍ଯାମଲ ମିତ୍ରା ଇନ୍ଦିବର
୧୯୭୮ "ଖାଇକେ ପାନ୍ ବନା ରସ୍ ୱାଲା" ଡନ୍ କଲ୍ୟାଞ୍ଜି ଅନନ୍ଦ୍ଜି ଅଞ୍ଜନ
୧୯୮୦ "ହଜର୍ ରହେ ମୁଦକେ ଦେଖେ" ଥୋଡିସି ବେବ୍ୱଫାଇ ଖାୟାମ ଗୁଲଜାର
୧୯୮୨ "ପାଗ୍ ଘୁଙ୍ଗରୁ ବାନ୍ଧ୍" ନାମକ ହଲାଲ ବାପି ଲାହିରୀ ଅଞ୍ଜନ
୧୯୮୩ "ଅଗର ତୁମ ନା ହୋତେ" ଅଗର ତୁମ ନା ହୋତେ ରାହୁଲ ଦେବ ବର୍ମନ ଗୁଲସନ ବରବା
୧୯୮୪ ''ମଞ୍ଜିଲେ ଅପନୀ ଜଗହ ହେ" ସରାବି ବାପି ଲାହିରୀ ଅଞ୍ଜନ
୧୯୮୫ "ସାଗର କିନାରେ" ସାଗର ସଚିନ ଦେବ ବର୍ମନ ଜାଭେଦ ଅଖତର

Nominated:

Year Song Film Music Director Lyricist
1971 "Zindagi Ek Safar" Andaz Shankar Jaikishan Hasrat Jaipuri
1971 "Yeh Jo Mohabbat Hai" Kati Patang Rahul Dev Burman Anand Bakshi
1972 "Chingari Koi Bhadke" Amar Prem Rahul Dev Burman Anand Bakshi
1973 "Mere Dil Mein Aaj" Daag: A Poem of Love Laxmikant-Pyarelal Sahir Ludhianvi
1974 "Gaadi Bula Rahi Hai" Dost Laxmikant-Pyarelal Anand Bakshi
1974 "Mera Jeevan Kora Kagaz" Kora Kagaz Kalyanji Anandji M.G.Hashmat
1975 "Main Pyaasa Tum" Faraar Kalyanji Anandji Rajendra Krishan
1975 "O Manjhi Re" Khushboo Rahul Dev Burman Gulzar
1977 "Aap Ke Anurodh" Anurodh Laxmikant-Pyarelal Anand Bakshi
1978 "O Saathi Re" Muqaddar Ka Sikandar Kalyanji Anandji Anjaan
1978 "Hum Bewafa Harghiz" Shalimar Rahul Dev Burman Anand Bakshi
1979 "Ek Rasta Hai Zindagi" Kaala Patthar Rajesh Roshan Sahir Ludhianvi
1980 "Om Shanthi Om" Karz Laxmikant-Pyarelal Anand Bakshi
1981 "Hameh Tumse Pyar" Kudrat Rahul Dev Burman Majrooh Sultanpuri
1981 "Chhookar Mere Mann Ko" Yaraana Rajesh Roshan Anjaan
1983 "Shayad Meri Shaadi" Souten Usha Khanna Sawan Kumar
1984 "De De Pyar De" Sharaabi Bappi Lahiri Anjaan
1984 "Inteha Ho Gayi" Sharaabi Bappi Lahiri Anjaan
1984 "Log Kehete Hai (Mujhe Naulakha Manga De)" Sharaabi Bappi Lahiri Anjaan
Bengal Film Journalists' Association Awards

Winner:

ଆଧାର[ସମ୍ପାଦନା]

  1. "34th Annual BFJA Awards". Archived from the original on 2008-04-21. Retrieved 2016-01-13.
  2. "35th Annual BFJA Awards". Archived from the original on 2008-04-22. Retrieved 2016-01-13.
  3. "36th Annual BFJA Awards". Archived from the original on 2008-05-01. Retrieved 2016-01-13.
  4. "38th Annual BFJA Awards". Archived from the original on 2008-05-01. Retrieved 2016-01-13.