କାମ୍ବେ ରାଜ୍ୟ
କାମ୍ବେ ରାଜ୍ୟ ખંભાત રિયાસત खंभात रियासत | |||||
Princely State of the British Raj | |||||
| |||||
Flag | |||||
Cambay Gujarat 1896 | |||||
History | |||||
• | Established | 1730 | |||
• | Indian independence | 1948 | |||
Area | |||||
• | 1901 | ୯୦୬ km2 (୩୫୦ sq mi) | |||
Population | |||||
• | 1901 | ୭୫,୧୨୨ | |||
Density | ୮୨.୯ /km2 (୨୧୪.୮ /sq mi) | ||||
This article incorporates text from a publication now in the public domain: Chisholm, Hugh, ed. (1911). "Cambay". Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help)
|
କାମ୍ବେ ରାଜ୍ୟ ବ୍ରିଟିଶ ଶାସନ ସମୟରେ ଥିବା ଏକ ଭାରତୀୟ ରାଜକୀୟ ରାଜ୍ୟ । ଏହାର ରାଜଧାନୀ ଖମ୍ବାତ ସହରରେ ଥିଲା । ବର୍ତ୍ତମାନର ଗୁଜରାଟର ଏହି ସହର ଉତ୍ତରରେ କଇରା ଜିଲ୍ଲା ଓ ଦକ୍ଷିଣରେ କାମ୍ବେ ସମୁଦ୍ର ପ୍ରଣାଳୀ ଅବସ୍ଥିତ ।
History
[ସମ୍ପାଦନା]1730 ମସିହାରେ ମୋଗଲ ସମ୍ବ୍ରାଜ୍ୟର ବିଲୁପ୍ତ ଅବସ୍ଥା ଆସିଥିବା ବେଳେ ଶେଷ ନବାବ ମିର୍ଜା ଜଫର ମୁମିନ ଖାଁ I ଗୁଜରାଟର ମୋଗଲ ଗଭର୍ନର ଥିଲେ । ସେ ତାଙ୍କର ଭିଣୋଇ ତଥା ଖମଭାତର ଶାସକ ନିଜାମ ଖାଁଙ୍କୁ 1742ରେ ଯୁଦ୍ଧରେ ପରାସ୍ତ କରି ନିଜକୁ ସେଠାରେ ସ୍ଥାପିତ କରିଥିଲେ ।
1780 ମସିହାରେ କାମ୍ବେକୁ ଗୋଡାର୍ଡ ରିଚାର୍ଡଙ୍କ ନେତୃତ୍ୱରେ ବ୍ରିଟିଶମାନେ ଅଧିକାର କରିନେଇଥିଲେ ।କିନ୍ତୁ ପରେ 1783ରେ ତାହାକୁ ମରାଠା ମାନଙ୍କ ସହ ରାଜିନାମା କରି ପ୍ରଦାନ କରିଥିଲେ ଓ ତାହା ବ୍ରିଟିଶ ମାନଙ୍କ କରଦ ରାଜ୍ୟ ହେଇ ରହିଥିଲା । ଶେଷରେ ଏହାକୁ ବସେଇନ ରାଜିନାମାଦ୍ୱାରା ପେଶୱାଙ୍କଦ୍ୱାରା 1803ରେ ଇଂରେଜ ମାନଙ୍କୁ ପ୍ରଦାନ କରାଯାଇଥିଲା । [୧]1901 ମସିହାରେ କାମ୍ବେକୁ ବ୍ରିଟିଶ ମାନଙ୍କଦ୍ୱାରା ରେଳପଥ ସଂଯୋଗ ଦିଆ ଯାଇଥିଲା ।[୨] କାମ୍ବେର ସ3ଏଷ ଶାସକ ରାଜ୍ୟକୁ 1948 ମସିହାରେ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଶ୍ରଣ କରିଦେଇଥିଲେ । [୩]
ଶାସକ
[ସମ୍ପାଦନା]କାମ୍ବେ ରାଜ୍ୟର ଶାସକମାନେ "ନବାବ " ବାବାରେ ପରିଚିତ ଥିଲେ ଓ ସେମାନେ 11-ତୋପ ସଲାମର ଅଧିକାର ପ୍ରାପ୍ତ ହେଇଥିଲେ । [୪][ଆଧାର ଲୋଡ଼ା]
ନବାବ ଗଣ
[ସମ୍ପାଦନା]- 1730 - 1742 Ja`far Nizam-e Sani Mu´min Khan I
- 1742 - 1743 Nur ud-Din Muftakher Khan
- 1743 - 1784 Najm ad-Dawla Ja`far Mu´min Khan II
- 1784 - 1790 Mohammad Qoli Khan (d. 1790)
- 1790 - 28 Oct 1823 Fath `Ali Khan (d. 1823)
- 1823 - 15 Mar 1841 Banda `Ali Khan (d. 1841)
- 1841 - Apr 1880 Husayn Yawar Khan I (d. 1880)
- 11 Jun 1880 – 21 Jan 1915 Najib ad-Dawla Mumtaz al-Molk Ja`far `Ali Khan (b. 1848 - d. 1915)
- 21 Jan 1915 - 1930 .... -Regent
- 21 Jan 1915 – 15 Aug 1947 Nizam ad-Dawla Najm ad-Dawla Mumtaz al-Molk Husayn Yawar Khan II (b. 1911 - d. ....)
ପୁନଶ୍ଚ ଦେଖଣା
[ସମ୍ପାଦନା]- Political integration of India
- Baroda and Gujarat States Agency
ଆଧାର
[ସମ୍ପାଦନା]- ↑ Great Britain India Office.
- ↑ Princely States of India
- ↑ Cambay State - Princely State (11 gun salute)
- ↑ G. B. Malleson, An historical sketch of the native states of India.
ବାହାର ଲିଙ୍କ
[ସମ୍ପାଦନା]- Media related to Cambay State at Wikimedia Commons