କାମ୍ବେ ରାଜ୍ୟ

ଉଇକିପିଡ଼ିଆ‌ରୁ

କାମ୍ବେ ରାଜ୍ୟ
ખંભાત રિયાસત
खंभात रियासत
Princely State of the British Raj

1730–1948

Flag of Cambay

Flag

Location of Cambay
Location of Cambay
Cambay Gujarat 1896
History
 •  Established 1730
 •  Indian independence 1948
Area
 •  1901 ୯୦୬ km2 (୩୫୦ sq mi)
Population
 •  1901 ୭୫,୧୨୨ 
Density ୮୨.୯ /km2  (୨୧୪.୮ /sq mi)
 This article incorporates text from a publication now in the public domainChisholm, Hugh, ed. (1911). "Cambay". Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

thumb|କାମ୍ବେ ରାଜ୍ୟର ମାନଚିତ୍ର 

ମୁମିନ ଖଁ, କାମ୍ବେର ନବାବ 

କାମ୍ବେ ରାଜ୍ୟ  ବ୍ରିଟିଶ ଶାସନ ସମୟରେ ଥିବା ଏକ ଭାରତୀୟ ରାଜକୀୟ ରାଜ୍ୟ । ଏହାର ରାଜଧାନୀ ଖମ୍ବାତ ସହରରେ ଥିଲା । ବର୍ତ୍ତମାନର ଗୁଜରାଟର ଏହି ସହର ଉତ୍ତରରେ କଇରା ଜିଲ୍ଲା ଓ ଦକ୍ଷିଣରେ କାମ୍ବେ ସମୁଦ୍ର ପ୍ରଣାଳୀ  ଅବସ୍ଥିତ । 

History[ସମ୍ପାଦନା]

1730 ମସିହାରେ ମୋଗଲ ସମ୍ବ୍ରାଜ୍ୟର ବିଲୁପ୍ତ ଅବସ୍ଥା ଆସିଥିବା ବେଳେ ଶେଷ ନବାବ ମିର୍ଜା ଜଫର ମୁମିନ ଖାଁ I ଗୁଜରାଟର ମୋଗଲ  ଗଭର୍ନର ଥିଲେ । ସେ ତାଙ୍କର ଭିଣୋଇ ତଥା ଖମଭାତର ଶାସକ ନିଜାମ ଖାଁଙ୍କୁ 1742ରେ ଯୁଦ୍ଧରେ ପରାସ୍ତ କରି  ନିଜକୁ ସେଠାରେ ସ୍ଥାପିତ କରିଥିଲେ । 

 1780 ମସିହାରେ କାମ୍ବେକୁ ଗୋଡାର୍ଡ ରିଚାର୍ଡଙ୍କ ନେତୃତ୍ୱରେ ବ୍ରିଟିଶମାନେ ଅଧିକାର କରିନେଇଥିଲେ ।କିନ୍ତୁ ପରେ 1783ରେ ତାହାକୁ ମରାଠା ମାନଙ୍କ ସହ ରାଜିନାମା କରି ପ୍ରଦାନ କରିଥିଲେ ଓ ତାହା ବ୍ରିଟିଶ ମାନଙ୍କ କରଦ ରାଜ୍ୟ ହେଇ ରହିଥିଲା । ଶେଷରେ ଏହାକୁ ବସେଇନ ରାଜିନାମାଦ୍ୱାରା ପେଶୱାଙ୍କଦ୍ୱାରା 1803ରେ ଇଂରେଜ ମାନଙ୍କୁ ପ୍ରଦାନ କରାଯାଇଥିଲା । [୧]1901 ମସିହାରେ କାମ୍ବେକୁ ବ୍ରିଟିଶ ମାନଙ୍କଦ୍ୱାରା ରେଳପଥ ସଂଯୋଗ ଦିଆ ଯାଇଥିଲା ।[୨] କାମ୍ବେର ସ3ଏଷ ଶାସକ ରାଜ୍ୟକୁ 1948 ମସିହାରେ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଶ୍ରଣ କରିଦେଇଥିଲେ । [୩]

ଶାସକ [ସମ୍ପାଦନା]

କାମ୍ବେ ରାଜ୍ୟର ଶାସକମାନେ "ନବାବ "  ବାବାରେ ପରିଚିତ ଥିଲେ ଓ ସେମାନେ 11-ତୋପ ସଲାମର ଅଧିକାର ପ୍ରାପ୍ତ ହେଇଥିଲେ । [୪][ଆଧାର ଲୋଡ଼ା]

ନବାବ ଗଣ [ସମ୍ପାଦନା]

  • 1730 - 1742 Ja`far Nizam-e Sani Mu´min Khan I
  • 1742 - 1743 Nur ud-Din Muftakher Khan
  • 1743 - 1784 Najm ad-Dawla Ja`far Mu´min Khan II
  • 1784 - 1790 Mohammad Qoli Khan (d. 1790)
  • 1790 - 28 Oct 1823 Fath `Ali Khan (d. 1823)
  • 1823 - 15 Mar 1841 Banda `Ali Khan (d. 1841)
  • 1841 - Apr 1880 Husayn Yawar Khan I (d. 1880)
  • 11 Jun 1880 – 21 Jan 1915 Najib ad-Dawla Mumtaz al-Molk Ja`far `Ali Khan (b. 1848 - d. 1915)
  • 21 Jan 1915 - 1930 .... -Regent
  • 21 Jan 1915 – 15 Aug 1947 Nizam ad-Dawla Najm ad-Dawla Mumtaz al-Molk Husayn Yawar Khan II (b. 1911 - d. ....)

ପୁନଶ୍ଚ ଦେଖଣା [ସମ୍ପାଦନା]

  • Political integration of India
  • Baroda and Gujarat States Agency

ଆଧାର [ସମ୍ପାଦନା]

  1. Great Britain India Office.
  2. Princely States of India
  3. Cambay State - Princely State (11 gun salute)
  4. G. B. Malleson, An historical sketch of the native states of India.

ବାହାର ଲିଙ୍କ [ସମ୍ପାଦନା]