କାତକରି ଭାଷା
ଦେଖଣା
କାତକରି ଭାଷା | |
---|---|
कातकरी, कथोडी | |
Native to | ଭାରତ |
ଅଞ୍ଚଳ | ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ |
ଜାତିସତ୍ତା | ୨୯୪,୦୦୦ କଥୋଡ଼ି (୨୦୦୭?)[୧] |
ମାତୃଭାଷୀ | [୨] |
ଇଣ୍ଡୋ-ଇଉରୋପୀୟ
| |
ଭାଷା କୋଡ୍ | |
ISO ୬୩୯-୩ | kfu |
ଗ୍ଲୋଟୋଲୋଗ | katk1238 |
କାତକାରି ଭାଷା ଏକ ଭାରତୀୟ ଭାଷା ଅଟେ । ଏହି ଭାଷାକୁ କଥୋଡ଼ି ମଧ୍ୟ କୁହାଯାଏ । ଏହା ମରାଠୀ ସହିତ ବର୍ଗୀକୃତ ହୋଇଛି । ଏହା ବିପଦସଙ୍କୁଳ, ମାତ୍ର କିଛି ପ୍ରତିଶତ ଜାତିଗତ କଥୋଡ଼ି ଏହି ଭାଷାକୁ ବ୍ୟବହାର କରନ୍ତି । କାତକରି ଲୋକମାନେ ମୁଖ୍ୟତଃ ମହାରାଷ୍ଟ୍ରରେ ବସବାସ କରନ୍ତି ।
ଆଧାର
[ସମ୍ପାଦନା]- ↑ କାତକରି ଭାଷା at Ethnologue (16th ed., 2009)
- ↑ କାତକରି ଭାଷା at Ethnologue (18th ed., 2015)
ବାହାର ଆଧାର
[ସମ୍ପାଦନା]- Bombay, Asiatic Society of (1905). Journal of the Asiatic Society of Bombay (in ଇଂରାଜୀ). Asiatic Society of Bombay.
- General, India Office of the Registrar (1970). Bibliography on Scheduled Castes, Scheduled Tribes, and Selected Marginal Communities of India: A-K series.-[2]L-Z series (in ଇଂରାଜୀ).
- Southworth, Franklin (2004-08-02). Linguistic Archaeology of South Asia (in ଇଂରାଜୀ). Routledge. ISBN 978-1-134-31777-6.
- Journal of the Bombay Branch of the Royal Asiatic Society (in ଇଂରାଜୀ). The Branch. 1905.
- Registrar, India Office of the; General, India Office of the Registrar (1962). Census of India, 1961: India (in ଇଂରାଜୀ). Manager of Publications.