କାଙ୍ଗରା ଦୁର୍ଗ

ଉଇକିପିଡ଼ିଆ‌ରୁ
Kangra Fort

କାଙ୍ଗରା ଦୁର୍ଗ (Hindi: कांगड़ा) ଭାରତୀୟ ରାଜ୍ୟ ହିମାଚଳପ୍ରଦେଶର କାଙ୍ଗରାଠାରେ ଅବସ୍ଥିତ । ଏହା ରାଜ୍ୟ  ରାଜଧାନୀ ଧର୍ମଶାଳାଠାରୁ ୨୦ କିଲୋମିଟର ଦୂର । 

ଇତିହାସ [ସମ୍ପାଦନା]

Laxmi Narayan Temple, Kangra Fort.
Statue of Mahavira inside the Ambika Mata Temple at top of Kangra Fort.

ମହାଭାରତରେ ଉଲ୍ଲେଖ ଥିବା ତ୍ରିଗର୍ତ ରାଜବଂଶର ଦାୟାଦ କୁହାଯାଉଥିବା କାଙ୍ଗରା ରାଜପୁତ ରାଜପରିବାରଦ୍ୱାରା ଏହି ଦୁର୍ଗ ନିର୍ମିତ ହେଇଥିଲା । ଏହା ହିମାଲୟ ପର୍ବତଞ୍ଚଳର ସର୍ବ ବୃହତ ଓ ସର୍ବପୁରାତନ ଦୁର୍ଗ ବୋଲି କଥିତ ଅଛି । 

୧୬୧୫ ମସିହାରେ ଆକବରଙ୍କ ଆକ୍ରମଣରୁ ଏହି ଦୁର୍ଗ ବର୍ତି ଯାଇଥିବା ବେଳେ ୧୬୨୦[୧] ମସିହାରେ ଜାହାଙ୍ଗୀର ଏହାକୁ ଅଧିକାର କରିଥିଲେ । ଏଠାରେ ଜାହାଙ୍ଗୀର ତାଙ୍କର ସୈନ୍ୟ ଦଳ ରଖିଥିଲେ । 

ରାଜା ସଂସାର ଚାନ୍ଦ -II ତାଙ୍କର ପୂର୍ବଜମାନଙ୍କର ଏହି  ଦୁର୍ଗକୁ ୧୭୮୯ ମସିହାରେ ଉଦ୍ଧାର କରିବାରେ ସକ୍ଷମ  ହେଇଥିଲେ । .

ଏହି ଦୁର୍ଗ ଏକ ଭୂମିକମ୍ପଦ୍ୱାରା ପ୍ରଭୁତ ଭାବରେ କ୍ଷ୍ୟତିଗ୍ରସ୍ତ ହେବା ପୂର୍ବରୁ ୧୯୦୫ ମସିହା ଯାଏ ବ୍ରିଟିଶ ସେନାଙ୍କ ଅଧୀନରେ ଗାରିସନ ଭାବରେ ବ୍ୟବହାର ହଉଥିଲା ।  

ଅବସ୍ଥିତି [ସମ୍ପାଦନା]

Entrance to Kangra Fort through Ranjit Singh Gate
କାଙ୍ଗରା ଦୁର୍ଗ ଉପରୁ ନଦୀର ଦୃଶ୍ୟ .

ଦୁର୍ଗର ଅବସ୍ଥିତି 32°06′N 76°16′E / 32.1°N 76.27°E / 32.1; 76.27 ଠାରେ । ଏହା କଙ୍ଗ୍ର ପର୍ବତର ଗଡାଣି ଓ ଓ ନିକଟସ୍ଥ ବନଗଙ୍ଗା ଓ ମାଝି ନଦୀର ସଙ୍ଗମ ସ୍ଥଳ ନିକଟରେ ଅବସ୍ଥିତ । 

ପୁରାତନ କାଙ୍ଗର ଦୁର୍ଗ ନିକଟରେ ଜୟନ୍ତୀ ମାଲା ମନ୍ଦିର ମଧ୍ୟ ଅବସ୍ଥିତ । ଏହି ମନ୍ଦିର ଗୁରଖା ସେନା ବାହିନୀର ଜେନେରାଲଙ୍କଦ୍ୱାରା ନିର୍ମିତ ହେଇଥିଲା । ଏଠାରେ ଏକ ଛୋଟ ମ୍ୟୁଜିୟମ ମଧ୍ୟ ରହିଛି । ଏଠାରେ କାଙ୍ଗରା ଦୁର୍ଗର ଏଇତିହାସିକ ସ୍ମାରକୀ ରହିଛି ।  

ଆଧାର [ସମ୍ପାଦନା]

  1. Sen, Sailendra (2013). A Textbook of Medieval Indian History. Primus Books. pp. 165–166. ISBN 978-9-38060-734-4.

ପୁନଶ୍ଚ ପଠନ [ସମ୍ପାଦନା]

Jayanti Mata Temple - View from Kangra Fort side
  • Hutchinson, J. & J. PH Vogel (1933). History of the Panjab Hill States, Vol. I. 1st edition: Govt. Printing, Lahore, Punjab, Pakistan. 1933. Reprint 2000. Department of Language and Culture, Himachal Pradesh. Chapter IV Kangra State, pp. 98–198.
  • Royal Family of Kangra and the Durbar-e-Amm museum society. Kangra. Date unknown. Purchased in 2010 in Kangra.