କାକୋଲାତ ଜଳପ୍ରପାତ

ଉଇକିପିଡ଼ିଆ‌ରୁ
Kakolat Falls
ककोलत जलप्रपात
ଅବସ୍ଥାନKakolat, Nawada district, Bihar,  India
ଉଠାଣ160 feet (50 m)
ପ୍ରକାରCataract, Segmented
ଉଚ୍ଚତା150 feet
ଦୀର୍ଘତମ ଖାଲର ଉଚ୍ଚତା163 feet
ଖାଲମାନଙ୍କ ସଂଖ୍ୟା1

କାକୋଲାତ ଜଳପ୍ରପାତ ଭାରତୀୟ ରାଜ୍ୟ ବିହାରର ନବାଦା ଜିଲ୍ଲାରେ ଅବସ୍ଥିତ । 

ଅବସ୍ଥିତି [ସମ୍ପାଦନା]

ଏହା ଏକ ପ୍ରାକୃତିକ ଅତୀବ ସୁନ୍ଦର ଜଳପ୍ରପାତ । କାକୋଲାତ ପର୍ବତ ବିହାର ଓ ଝାଡ଼ଖଣ୍ଡ ସୀମାରେ ଅବସ୍ଥିତ ଓ ଏହା ମୱାଡାଠାରୁ 33 କିଲୋମିଟର ଦୁରବର୍ତୀ । ବିହାର ଓ ଭାରତର ଅନନ୍ୟ ପ୍ରାନ୍ତର ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ପ୍ରତିବର୍ଷ ଆସିଥାନ୍ତି । 150ରୁ 160 ଫୁଟ ଉପରୁ ଜଳ ପାଟଣା ହୋଇ ଜଳପ୍ରପାତ ଘଞ୍ଚ ଅରଣ୍ୟ ମଧ୍ୟ ଦେଇ ପ୍ରବାହିତ ହେଇଥାଏ । ଏଠାରେ ପ୍ରକୃତିକ ଭାବରେ ଏକ ଜଳାଶୟ ସୃଷ୍ଟି ହୋଇଛି । 

କିମ୍ବଦନ୍ତୀ ଅନୁସାରେ ତ୍ରେତା ଯୁଗରେ ଜଣେ ରାଜା ଅଭିଶାପ ପାଇ ଏକ ସରପ ଭାବରେ ଏଠାରେ ରହିଥିଲେ । ଏହି ସ୍ଥଳକୁ ପାଣ୍ଡବମାନେ ତାଙ୍କର ବନବାସ କାଳରେ ଆଗମନ କରିଥିଲେ । ପାଣ୍ଡବମାନଙ୍କ ଆଶୀର୍ବାଦରୁ ରାଜା ସର୍ପ ବେଶରୁ ମୁକ୍ତି ପାଇଥିଲେ । କଥିତ ଅଛି ଏଠାରେ ଯିଏ ସ୍ନାନ କରିବା ସେ ପୁନର୍ଜନ୍ମରେ ସରପ ଭାବରେ ଜନ୍ମ ହେବ ନାହି । 

ଆଧାର [ସମ୍ପାଦନା]