କାକୋଲାତ ଜଳପ୍ରପାତ
ଦେଖଣା
ଅବସ୍ଥାନ | Kakolat, Nawada district, Bihar, India |
---|---|
ଉଠାଣ | 160 feet (50 m) |
ପ୍ରକାର | Cataract, Segmented |
ଉଚ୍ଚତା | 150 feet |
ଦୀର୍ଘତମ ଖାଲର ଉଚ୍ଚତା | 163 feet |
ଖାଲମାନଙ୍କ ସଂଖ୍ୟା | 1 |
କାକୋଲାତ ଜଳପ୍ରପାତ ଭାରତୀୟ ରାଜ୍ୟ ବିହାରର ନବାଦା ଜିଲ୍ଲାରେ ଅବସ୍ଥିତ ।
ଅବସ୍ଥିତି
[ସମ୍ପାଦନା]ଏହା ଏକ ପ୍ରାକୃତିକ ଅତୀବ ସୁନ୍ଦର ଜଳପ୍ରପାତ । କାକୋଲାତ ପର୍ବତ ବିହାର ଓ ଝାଡ଼ଖଣ୍ଡ ସୀମାରେ ଅବସ୍ଥିତ ଓ ଏହା ମୱାଡାଠାରୁ 33 କିଲୋମିଟର ଦୁରବର୍ତୀ । ବିହାର ଓ ଭାରତର ଅନନ୍ୟ ପ୍ରାନ୍ତର ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ପ୍ରତିବର୍ଷ ଆସିଥାନ୍ତି । 150ରୁ 160 ଫୁଟ ଉପରୁ ଜଳ ପାଟଣା ହୋଇ ଜଳପ୍ରପାତ ଘଞ୍ଚ ଅରଣ୍ୟ ମଧ୍ୟ ଦେଇ ପ୍ରବାହିତ ହେଇଥାଏ । ଏଠାରେ ପ୍ରକୃତିକ ଭାବରେ ଏକ ଜଳାଶୟ ସୃଷ୍ଟି ହୋଇଛି ।
କିମ୍ବଦନ୍ତୀ ଅନୁସାରେ ତ୍ରେତା ଯୁଗରେ ଜଣେ ରାଜା ଅଭିଶାପ ପାଇ ଏକ ସରପ ଭାବରେ ଏଠାରେ ରହିଥିଲେ । ଏହି ସ୍ଥଳକୁ ପାଣ୍ଡବମାନେ ତାଙ୍କର ବନବାସ କାଳରେ ଆଗମନ କରିଥିଲେ । ପାଣ୍ଡବମାନଙ୍କ ଆଶୀର୍ବାଦରୁ ରାଜା ସର୍ପ ବେଶରୁ ମୁକ୍ତି ପାଇଥିଲେ । କଥିତ ଅଛି ଏଠାରେ ଯିଏ ସ୍ନାନ କରିବା ସେ ପୁନର୍ଜନ୍ମରେ ସରପ ଭାବରେ ଜନ୍ମ ହେବ ନାହି ।