କଲ୍ୟାଣ ଚାଟାର୍ଜୀ

ଉଇକିପିଡ଼ିଆ‌ରୁ
କଲ୍ୟାଣ ଚାଟାର୍ଜୀ
ଜନ୍ମ୧୯୪୨
ଜାତୀୟତାଭାରତୀୟ
ବୃତ୍ତିଅଭିନେତା[୧]
ସକ୍ରିୟ ବର୍ଷ୧୯୬୬–୨୦୨୧

କଲ୍ୟାଣ ଚାଟାର୍ଜୀ (ବଙ୍ଗଳା: কল্যাণ চ্যাটার্জী), ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ କାମ କରିଥିଲେ ।[୨] ସେ ୪୦୦ରୁ ଅଧିକ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ସାବିତ୍ରୀ ଚାଟାର୍ଜୀ, ରଣଜିତ ମଲ୍ଲିକ, ଉତ୍କଳ କୁମାର, ସୁମିତ୍ରା ଚାଟାର୍ଜୀ, ସାନ୍ତୁ ମୁଖୋପାଧ୍ୟାୟ ଏବଂ ଦୀପକାନ ଦେଙ୍କ ଭଳି ଜଣାଶୁଣା ବଙ୍ଗାଳୀ ଅଭିନେତାଙ୍କ ସହ କାମ କରଛନ୍ତି ।[୩]

ପେଷା[ସମ୍ପାଦନା]

କଲ୍ୟାଣ ୧୯୬୮ ମସିହାରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥଚିତ୍ର ଥିଲା ଅପଜନ । ସେ ଅଧିକାଂଶ ସାଧାରଣ ବଙ୍ଗୀୟ ବ୍ୟକ୍ତି ଭାବରେ ବିଭିନ୍ନ ଚରିତ୍ରରେ ପାର୍ଶ୍ୱ ଅଭିନେତା ଭାବରେ ୪୦୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି । ସେ ନିର୍ଦ୍ଦେଶକ ଆରବିନ୍ଦ ମୁଖୋପାଧ୍ୟାୟଙ୍କ ପ୍ରିୟ ଅଭିନେତା ଥିଲେ ।[୪]

ବଛା ବଛା କଥାଚିତ୍ରର ତାଲିକା[ସମ୍ପାଦନା]

  1. ଅପଜନ (୧୯୬୮)
  2. ପ୍ରତିଧ୍ୱନି (୧୯୭୦)
  3. ସଗିନା ମହତୋ (୧୯୭୦) (ହିନ୍ଦୀ)
  4. ଧନ୍ଯୀ ମେୟେ (୧୯୭୧)
  5. ଆଜକେର ନାୟକ (୧୯୭୨)
  6. ପାର୍ (୧୯୭୩)
  7. ସୋବିଜ ଦ୍ୱିପେର ରଜା(୧୯୭୩)
  8. ଆଦମି ଔର୍ ଔରତ୍ (୧୯୮୪)
  9. ସୁରେର ଭୁବନେ (୧୯୯୨)
  10. ଶୁନ୍ୟୋ ଥେକେ ସୁରୁ (୧୯୯୩)
  11. ବୋରୋ ଦିନ (୧୯୯୮)
  12. ବିଧାତାର ଲେଖା (୨୦୦୭)
  13. ସାଧୁ ବାବାର ଲାଠି (୨୦୦୮)
  14. ଦ ୱେଟିଣ ସିଟି (୨୦୦୯)
  15. ଯୁଦାଇ(୨୦୦୯)
  16. ବ୍ୟୋମକେଶ ବକ୍ସି (୨୦୧୦)
  17. ଦୁଇ ପୃଥିବୀ (୨୦୧୦)
  18. ବୈସେ ଶ୍ରବଣ (୨୦୧୧)
  19. ସୁଗାର ବେବି(୨୦୧୧)
  20. ଅନ୍ତରେ ବାହାରେ (୨୦୧୨)
  21. ଚିତ୍ତଗଙ୍ଗ (୨୦୧୨)
  22. କାହାନୀ (୨୦୧୨) (ହିନ୍ଦୀ)
  23. କୋନୋ ଏକ୍ ରବିବାର (୨୦୧୪)
  24. ଆଲୁ ଚାୟା (୨୦୧୪)
  25. ଦୁର୍ଗା (୨୦୧୫)
  26. ବିନାଶ (୨୦୧୬)
  27. ପୋଷ୍ଟମାଷ୍ଟର (୨୦୧୬)
  28. ବାସ୍ତବ (୨୦୧୬)
  29. ଏଇ ତ ଜୀବନ (୨୦୧୭)
  30. ନିର୍ଭୟା(୨୦୧୮)
  31. ଏନ୍ ଇରେଲିଭେଣ୍ଟ ଡାଇଲଗ୍
  32. ପ୍ରାଇଭେଟ ପ୍ରାକ୍ଟିସ୍
  33. କ୍ଷତ୍ରାପ
  34. ଦ ୱାଲ୍‌ଜ୍
  35. ତଦନ୍ତ
  36. ଫିର୍ ଫିରେ ଚାଇ
  37. ଅପୋଦ
  38. ଅଗ୍ନି କନ୍ୟା
  39. ତିସ୍ତା ପରେର କାଇନ୍ୟା
  40. ନୂତନ ଦିନେର ଆଲୁ
  41. ଆଲୁର ଠିକାନା
  42. ସ୍ପର୍ଶ

ଆଧାର[ସମ୍ପାଦନା]

  1. "KALYAN CHATTERJEE". The Times of India.
  2. "Kalyan Chatterjee Complete Filmography". bollywoodmdb.com. Archived from the original on 2023-04-24. Retrieved 2023-05-27.
  3. "Kalyan Chatterjee".
  4. "Search for movies, music - Hindi and Tamil | Eros Now". Archived from the original on 2023-04-24. Retrieved 2023-05-27.

ବାହାର ଲିଙ୍କ୍[ସମ୍ପାଦନା]