କବି ଲଙ୍ଗଷ୍ଟକ

ଉଇକିପିଡ଼ିଆ ରୁ
Jump to navigation Jump to search
Kabi Longstock
town
Kabi Longstock is located in Sikkim
Kabi Longstock
Kabi Longstock
Kabi Longstock is located in India
Kabi Longstock
Kabi Longstock
Location in Sikkim, India
ଅବସ୍ଥିତି: 27°23′54″N 88°36′32″E / 27.3983°N 88.6090°E / 27.3983; 88.6090Coordinates: 27°23′54″N 88°36′32″E / 27.3983°N 88.6090°E / 27.3983; 88.6090
Country India
StateSikkim
Languages
 • Official{{{demographics1_info1}}}
IST (UTC+5:30)
ଗାଡ଼ି ପଞ୍ଜିକରଣSK

କବି ଲଙ୍ଗଷ୍ଟକଭାରତୀୟ ରାଜ୍ୟ ସିକ୍କିମର ଉତ୍ତରାଞ୍ଚଳରେ ଥିବା ଏକ ସହର । ଏହା ରାଜଧାନୀ ଗାଙ୍ଗଟକ ଠାରୁ ମାତ୍ର 7 କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ବହୁ ଦିନର ଶତ୍ରୁତା ପରେ ଲେପଚା ସଂଗଠନ ମୁଖ୍ୟ ଟୁକୁଙ୍ଗ ଟେକ ଓ ଭୁଟିଆ ଜନଜାତି ସଂଗଠନର ମୁଖ୍ୟ ଖେ ବାମ ସାରଙ୍କ ମଧ୍ୟରେ ବନ୍ଧୁତା ଚୁକ୍ତି ହେଇଥିଲା । ସେହି ସ୍ଥାନରେ ଏକ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରାଯାଇଛି । ଏହି ସହରରେ ଏକ ବୌଦ୍ଧ ଉପାସନା କେନ୍ଦ୍ର ମଧ୍ୟ ରହିଛି । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Kabi, Sikkim

ଆଧାର ସମୂହ [ସମ୍ପାଦନା]