କକବରକ ଭାଷା

ଉଇକିପିଡ଼ିଆ‌ରୁ
କକବରକ
ତ୍ରିପୁରୀ, ତିପ୍ରା, ତିପ୍ରାଚା
ককবরক
Native toଭାରତ, ବାଂଲାଦେଶ
Default
  • କକବରକ
ଭାଷା କୋଡ୍
ISO ୬୩୯-୩

କକବରକ ଭାଷା (ତିପ୍ରାକ୍ କିମ୍ବା ତ୍ରିପୁରୀ ଭାଷା ନାମରେ ବି ପରିଚିତ) ହେଉଛି ଭାରତର ତ୍ରିପୁରା ଏବଂ ପଡ଼ୋଶୀ ଦେଶ ବାଂଲାଦେଶରେ ରହୁଥିବା ତ୍ରିପୁରୀ ଲୋକଙ୍କ ମାତୃଭାଷା; କକବରକ ଶବ୍ଦ ଦୁଇଟି ଅଂଶରେ ଗଠିତ। କକର ଅର୍ଥ ହେଉଛି “ଭାଷା” ଏବଂ ବରକର ଅର୍ଥ ହେଉଛି “ଲୋକ”, ବିଶେଷକରି ତ୍ରିପୁରୀ ଜାତିର ଲୋକ; ଅର୍ଥାତ୍ କକବାରକ ଶବ୍ଦର ଅର୍ଥ ହେଉଛି ତ୍ରିପୁରୀ ଲୋକଙ୍କ ଭାଷା। [୧] [୨]

ଆଧାର[ସମ୍ପାଦନା]

  1. "Kok Borok". Ethnologue (in ଇଂରାଜୀ). Retrieved 2020-09-05.
  2. "KOHM - Kokborok Tei Hukumu Mission". web.archive.org. 2007-08-09. Archived from the original on ২০০৭-০৮-০৯. Retrieved 2020-09-05. {{cite web}}: Check date values in: |archive-date= (help)