ଓସିମେରଟିନିବ

ଉଇକିପିଡ଼ିଆ‌ରୁ
ଓସିମେରଟିନିବ
Clinical data
Trade namesTagrisso, others
SynonymsAZD9291, mereletinib, osimertinib mesilate (JAN JP), osimertinib mesylate (USAN US)
AHFS/Drugs.commonograph
MedlinePlusa616005
data
Pregnancy
category
  • AU: D
Routes of
administration
By mouth tablets
ATC code
Legal status
Legal status
Pharmacokinetic data
Protein bindingProbably high[୩]
MetabolismOxidation (CYP3A)
Elimination half-life48 hours
ExcretionFeces (68%), urine (14%)
Identifiers
  • N-(2-{[2-(dimethylamino)ethyl](methyl)amino}-4-methoxy-5-{[4-(1-methyl-1H-indol-3-yl)pyrimidin-2-yl]amino}phenyl)prop-2-enamide
CAS Number
PubChem CID
DrugBank
ChemSpider
UNII
KEGG
ChEBI
PDB ligand
Chemical and physical data
FormulaC28H33N7O2
Molar mass୪୯୯.୬୨ g·mol−1
3D model (JSmol)
  • C=CC(=O)Nc1cc(Nc2nccc(-c3cn(C)c4ccccc34)n2)c(OC)cc1N(C)CCN(C)C
  • InChI=1S/C28H33N7O2/c1-7-27(36)30-22-16-23(26(37-6)17-25(22)34(4)15-14-33(2)3)32-28-29-13-12-21(31-28)20-18-35(5)24-11-9-8-10-19(20)24/h7-13,16-18H,1,14-15H2,2-6H3,(H,30,36)(H,29,31,32)
  • Key:DUYJMQONPNNFPI-UHFFFAOYSA-N

ଓସିମେରଟିନିବ, ଏକ ବେପାର ନାମ ଟାଗ୍ରିସୋ, ହେଉଛି ଏକ ଔଷଧ ଯାହା ଇଜିଏଫଆର (EGFR) ଜିନରେ କିଛି ପରିବର୍ତ୍ତନ ଥିବା ଅଣ-କୋଷିକା ଫୁସଫୁସ କର୍କଟ (NSCLC)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହା ପାଟିରେ ଦିଆଯାଏ ।[୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ପାଟି ଘାଆ, ଥକ୍କାପଣ ଏବଂ ଯକୃତ ପ୍ରଦାହ ଅନ୍ତର୍ଭୁକ୍ତ ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, କ୍ୟୁଟି ବିସ୍ତାର, କାର୍ଡିଓମାୟୋପାଥି ଏବଂ ଆଖି ପ୍ରଦାହ ହୋଇପାରେ। ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ।[୫]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୬ ମସିହାରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓସିମେରଟିନିବ ଅନୁମୋଦିତ ହୋଇଥିଲା ।[୫] [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ମାସରେ ପ୍ରାୟ ୫,୮୦୦ ଖର୍ଚ୍ଚ ହୋଇଥାଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬,୦୦୦ ଡଲାର ଅଟେ ।[୭]

ଆଧାର[ସମ୍ପାଦନା]

  1. "Prescription medicines: registration of new chemical entities in Australia, 2016". Therapeutic Goods Administration (TGA). 21 June 2022. Archived from the original on 10 April 2023. Retrieved 10 April 2023.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; Tagrisso EPAR ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ "Tagrisso- osimertinib tablet, film coated". DailyMed. 5 June 2020. Retrieved 16 October 2020.
  4. ୪.୦ ୪.୧ "Tagrisso EPAR". European Medicines Agency (EMA). Archived from the original on 17 October 2020. Retrieved 16 October 2020.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Osimertinib Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 9 November 2021.
  6. BNF 81: March-September 2021. BMJ Group and the Pharmaceutical Press. 2021. p. 1038. ISBN 978-0857114105.
  7. "Tagrisso Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 5 May 2021. Retrieved 9 November 2021.