Jump to content

ଓଲୋଡାଟେରୋଲ

ଉଇକିପିଡ଼ିଆ‌ରୁ
ଓଲୋଡାଟେରୋଲ
Clinical data
PronunciationStriverdi Respimat /ˈstrɪvərdi ˈrɛspɪmæt/ STRIV-ƏR-dee-_-RES
Trade namesStriverdi Respimat
AHFS/Drugs.commonograph
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Inhalation (MDI)
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability~30% (inhalation)[]
    Protein binding~60%
    MetabolismLiver
    Elimination half-life7.5 hours
    ExcretionFeces (53%), urine (38%) — following IV administration
    Identifiers
    • 6-hydroxy-8-{(1R)-1-hydroxy-2-{[1-(4-methoxyphenyl)-2-methylpropan-2-yl]amino}ethyl}-4H-1,4-benzoxazin-3-one
    ECHA InfoCard100.245.535 Edit this at Wikidata
    Chemical and physical data
    FormulaC21H26N2O5
    Molar mass୩୮୬.୪୫ g·mol−1
    3D model (JSmol)
    • CC(C)(CC1=CC=C(C=C1)OC)NCC(C2=CC(=CC3=C2OCC(=O)N3)O)O
    • InChI=1S/C21H26N2O5/c1-21(2,10-13-4-6-15(27-3)7-5-13)22-11-18(25)16-8-14(24)9-17-20(16)28-12-19(26)23-17/h4-9,18,22,24-25H,10-12H2,1-3H3,(H,23,26)/t18-/m0/s1
    • Key:COUYJEVMBVSIHV-SFHVURJKSA-N

    ଓଲୋଡାଟେରୋଲ (ଇଂରାଜୀ ଭାଷାରେ Olodaterol), ଷ୍ଟ୍ରିଭେର୍ଡି ଏହାର ଏକ ବେପାର ନାମ, ହେଉଛି ଏକ ଦୀର୍ଘ-କାର୍ଯ୍ୟକାରୀ β ଆଡ୍ରେନୋରିସେପ୍ଟର ଆଗୋନିଷ୍ଟ (LABA) ଔଷଧ ଯାହା କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗର (COPD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଆଜ୍‌ମା ରୋଗରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଫୁସଫୁସ ଭିତରକୁ ଏହା ପ୍ରଶ୍ୱାସ ମାଧ୍ୟମରେ ଗ୍ରହଣ କରାଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ତରଳ ଝାଡ଼ା, ଗଣ୍ଠି ଯନ୍ତ୍ରଣା, ରାସ ଏବଂ ନାକରୁ ସ୍ରାବ ହୁଏ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ ।[] ଆଜ୍‌ମା ରୋଗ ଥିଲେ ମୃତ୍ୟୁ ଆଶଙ୍କା ରହିବ ।[] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[]

    ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓଲୋଡାଟେରୋଲକୁ ଅନୁମୋଦନ କରାଯାଇଥିଲା ।[] ଏହା ଏକକ ଇନହେଲର୍ ଭାବରେ ଟିଆଟ୍ରୋପିୟମ ବ୍ରୋମାଇଡ ସହିତ ମିଳିତ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସରେ ଏହି ଔଷଧ ପିଛା ୨୬ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୩୦ ଆମେରିକୀୟ ଡଲାର ଅଟେ ।[]

    1. "Striverdi Respimat (olodaterol) Inhalation Spray For Oral Inhalation. U.S. Full Prescribing Information" (PDF). Boehringer Ingelheim Pharmaceuticals, Inc., Ridgefield, CT 06877 USA. Archived (PDF) from the original on 5 March 2016. Retrieved 23 February 2016.
    2. 1 2 3 4 5 6 7 8 "Olodaterol Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 7 November 2021.
    3. "Olodaterol (Striverdi Respimat) Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 7 November 2021.
    4. BNF 81: March-September 2021. BMJ Group and the Pharmaceutical Press. 2021. p. 268. ISBN 978-0857114105.
    5. "Striverdi Prices, Coupons & Savings Tips - GoodRx". GoodRx. Archived from the original on 15 July 2016. Retrieved 7 November 2021.